ନୂପୁର ସନନ

ଉଇକିପିଡ଼ିଆ‌ରୁ
ନୂପୁର ସନନ
୨୦୧୮ରେ ନୂପୁର
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୧୯–ଏବେଯାଏଁ
ସମ୍ପର୍କୀୟକ୍ରୀତି ସନନ (ଭଉଣୀ)

ନୂପୁର ସନନ ଜଣେ ଭାରତୀୟ ଅଭିନେତ୍ରୀ ଓ ମଡେଲ୍ । ସେ ଅଭିନେତ୍ରୀ କ୍ରୀତି ସନନଙ୍କ ସାନ ଭଉଣୀ । ୨୦୧୯ ମସିହାରେ ସେ ଜଣାଶୁଣା ହିନ୍ଦୀ କଥାଚିତ୍ର ଅଭିନେତା ଅକ୍ଷୟ କୁମାରଙ୍କ ସହିତ ଏକ ମ୍ୟୁଜିକ ଭିଡିଓ ଫିଲ୍‌ହାଲ୍ ଜରିଆରେ ଲୋକଲୋଚନକୁ ଆସିଥିଲେ ।[୧] ଏହାପରେ ଏହି ଗୀତର ୨ୟ ଭାଗ ୨୦୨୧ ମସିହାରେ ମୁକ୍ତିଲାଭ କରିଥିଲା । ୨୦୨୩ ମସିହାରେ ସେ ଓଟିଟି ସିରିଜ୍ ପପ୍ କୌନ୍‌ରେ ଅଭିନୟ କରିଥିଲେ ।[୨] ସେ ତେଲୁଗୁ କଥାଚିତ୍ର ଟାଇଗର ନାଗେଶ୍ୱର ରାଓ (୨୦୨୩) ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୩]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୨୩ ଟାଇଗର ନାଗେଶ୍ୱର ରାଓ ସାରା ତେଲୁଗୁ କଥାଚିତ୍ର [୪]
୨୦୨୪ ନୂରାନି ଚେହେରା Not yet released ହିବା ହିନ୍ଦୀ କଥାଚିତ୍ର [୫]

ଓଟିଟି[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୨୩ ପପ୍ କୌନ୍? ପିହୁ ଚାଉପାଲା [୬]

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଗୀତ ଭୂମିକା ଗାୟକ ଆଧାର
୨୦୧୯ ଫିଲ୍‌ହାଲ୍ ମେହେର୍ ଗ୍ରେୱଲ ବି ପ୍ରାକ୍ [୭]
୨୦୨୩ ଫିଲ୍‌ହାଲ୍: ମୋହବତ୍ [୮]

ଆଧାର[ସମ୍ପାଦନା]

  1. "Nupur Sanon on sharing the screen with Ravi Teja in 'Tiger Nageswara Rao': I consider myself lucky". The Times of India. 4 October 2023. ISSN 0971-8257. Retrieved 25 October 2023.
  2. ANI (2023-03-14). "Nupur Sanon excited about her OTT debut 'Pop Kaun'". ThePrint (in ଆମେରିକୀୟ ଇଂରାଜୀ). Retrieved 2023-10-31.
  3. "Kannappa: Nupur Sanon walks out of her highly anticipated Telugu film with Manchu Vishnu; Find out". PINKVILLA (in ଇଂରାଜୀ). 21 September 2023. Retrieved 25 October 2023.[permanent dead link]
  4. "Tiger Nageswara Rao box office collection day 2: Ravi Teja and Nupur Sanon's film records a dip, mints Rs 11 crore amid reports of trimmed cut". The Indian Express (in ଇଂରାଜୀ). 22 October 2023. Retrieved 25 October 2023.
  5. "Nawazuddin Siddiqui-Nupur Sanon wrap up shoot of 'Noorani Chehra', a film on body positivity & skin colour discrimination". The Economic Times. 31 March 2022. Archived from the original on 23 September 2022. Retrieved 24 September 2022.
  6. Farzeen, Sana (18 March 2023). "Pop Kaun first impression: Satish Kaushik's last TV show has its heart in the right place but fumbles in execution". The Indian Express (in ଇଂରାଜୀ). Retrieved 19 March 2023.
  7. "Akshay Kumar's Filhall becomes Top 10 fastest music videos on YouTube". 19 July 2020.
  8. "Filhaal 2: Akshay Kumar teams up with Nupur Sanon again for new song, says 'the pain continues'". 24 June 2021.

ବାହାର ଆଧାର[ସମ୍ପାଦନା]