ଗାୟତ୍ରୀ ଭରଦ୍ୱାଜ

ଉଇକିପିଡ଼ିଆ‌ରୁ
ଗାୟତ୍ରୀ ଭରଦ୍ୱାଜ
୨୦୨୩ ମସିହାରେ ଗାୟତ୍ରୀ
ଜନ୍ମ (1995-06-17) ୧୭ ଜୁନ ୧୯୯୫ (ବୟସ ୨୮)
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ଉଚ୍ଚତା1.68 m (5 ft 6 in)
Titleଫେମିନା ମିସ୍ ଇଣ୍ଡିଆ ଇଉନାଇଟେଡ୍ କଣ୍ଟିନେଣ୍ଟ ୨୦୧୮
Beauty pageant titleholder
Hair colourଧୂସର
Eye colourଧୂସର
Major
competition(s)
  • ଫେମିନା ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୮
    (ବିଜୟିନୀ)
  • ଫେମିନା ମିସ୍ ଇଣ୍ଡିଆ ୨୦୧୮
    (ଶ୍ରେଷ୍ଠ ୫ ଜଣ)
  • ଫେମିନା ମିସ୍ ଇଣ୍ଡିଆ ଇଉନାଇଟେଡ୍ କଣ୍ଟିନେଣ୍ଟ ୨୦୧୮
  • ମିସ୍ ଇଉନାଇଟେଡ୍ କଣ୍ଟିନେଣ୍ଟସ୍ (ଶ୍ରେଷ୍ଠ ୧୦ ଜଣ).

ଗାୟତ୍ରୀ ଭରଦ୍ୱାଜ (ଜନ୍ମ: ୧୭ ଜୁନ ୧୯୯୫) ଜଣେ ଭାରତୀୟ ମଡେଲ୍, ଅଭିନେତ୍ରୀ ଏବଂ ସୁନ୍ଦରୀ ପ୍ରତିଯୋଗୀତାର ବିଜୟିନୀ । ସେ ଭାରତୀୟ କଥାଚିତ୍ର ଓ ଧାରାବାହିକ ଆଦିରେ କାମ କରନ୍ତି । ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ସେ ନୂଆଦିଲ୍ଲୀରୁ ପ୍ରତିନିଧିତ୍ୱ କରିଥିଲେ, ଯେଉଁଠାରେ ସେ ଫେମିନା ମିସ୍ ଇଣ୍ଡିଆ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟସ୍ ୨୦୧୮ ଜିତିଥିଲେ ଏବଂ ମିସ୍ ୟୁନାଇଟେଡ୍ କଣ୍ଟିନେଣ୍ଟସ୍‌ରେ ଭାରତର ପ୍ରତିନିଧିତ୍ୱ କରିଥିଲେ ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଗାୟତ୍ରୀ ଭରଦ୍ୱାଜ ୧୯୯୫ ମସିହାର ଜୁନ ୧୭ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।[୩] ସେ ୨୦୧୮ ମସିହାରେ କ୍ୟାମ୍ପସ ପ୍ରିନ୍ସେନ୍ ଜରିଆରେ ମଡେଲିଂ ଆରମ୍ଭ କରିଥିଲେ । ଏହାପରେ ସେ ଫେମିନା ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୮ ଏବଂ ଫେମିନା ମିସ୍ ଇଣ୍ଡିଆ ୨୦୧୮ରେ ଅଂଶଗ୍ରହଣ କରିଥିଲେ ।[୪][୫]

ପେଷା[ସମ୍ପାଦନା]

୨୦୧୮ ମସିହାରେ ସେ ଆକାଶ ପୁରୀଙ୍କ ନାୟିକା ଭାବରେ ଏକ ତେଲୁଗୁ କଥାଚିତ୍ରରେ କାମ କରିବା ପାଇଁ ମନୋନୀତ ହୋଇଥିଲେ ।[୬] ମାତ୍ର ପରେ ତାଙ୍କ ବଦଳରେ କେଟିକା ଶର୍ମା କାମ କରିଥିଲେ ।[୭]

୨୦୨୧ ମସିହାରେ ସେ ଭୁବନ ବାମ୍‌ଙ୍କ ନାୟିକା ଭାବରେ ୟୁ-ଟ୍ୟୁବ୍ ସିରିଜ୍ ଢିଣ୍ଢୋରାରେ ଡକ୍ଟର ତାରା ରମପମ ଚରିତ୍ରରେ ଅଭିନୟ କରିଥିଲେ ।[୮][୯]

୨୦୨୨ ମସିହାରେ ସେ ଲକ୍ଷ୍ମଣ ଉଟେକରଙ୍କ ଇତ୍ତୁ ସି ବାତ୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ, ଯେଉଁଥିରେ ସେ ସପ୍ନା ଭୂମିକାରେ ଅଭିନୟ କରିଥିଲେ ।[୧୦]

ଏହାପରେ ସେ ଇସ୍କ ଏକ୍ସପ୍ରେସରେ ରିତୱିକ ସାହୋରେଙ୍କ ସହିତ ତାନିଆ ଭୂମିକାରେ କାମ କରିଥିଲେ ଏବଂ ହାଇୱେ ଲଭ୍‌ରେ ଇନାୟା ଭୂମିକାରେ ଅଭିନୟ କରିଥିଲେ ।[୧୧][୧୨]

୨୦୨୩ ମସିହାରେ ସେ ରବି ତେଜାନୂପୁର ସନନଙ୍କ ସହିତ ତେଲୁଗୁ କଥାଚିତ୍ର ଟାଇଗର ନାଗେଶ୍ୱର ରାଓରେ ଅଭିନୟ କରିଥିଲେ ।[୧୩] [୧୪]

ସମ୍ବାଦ[ସମ୍ପାଦନା]

ଦି ଟାଇମ୍ସ ଅଫ୍ ଇଣ୍ଡିଆର ୨୦୧୮ ମସିହା ପାଇଁ ୫୦ ମୋଷ୍ଟ ଡିଜାୟର୍‌ଏବଲ୍ ଓମେନ୍ ତାଲିକାରେ ଗାୟତ୍ରୀ ୫ମ ସ୍ଥାନରେ ଥିଲେ ।[୧୫]

ଅଭିନୟ ଜୀବନ[ସମ୍ପାଦନା]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୨୨ ଇତ୍ତୁ ସି ବାତ୍ ସପ୍ନା ହିନ୍ଦୀ [୧୬]
୨୦୨୩ ଟାଇଗର ନାଗେଶ୍ୱର ରାଓ ମଣି ତେଲୁଗୁ [୧୭]

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ଭୂମିକା ମନ୍ତବ୍ୟ ଆଧାର
୨୦୨୧ ଢିଣ୍ଢୋରା ଡ. ତାରା ରମପମ [୧୮]
୨୦୨୨ ଇସ୍କ ଏକ୍ସପ୍ରେସ ତାନିଆ [୧୯]
୨୦୨୩ ହାଇୱେ ଲଭ୍ ଇନାୟା [୨୦]

ମ୍ୟୁଜିକ୍ ଭିଡିଓ[ସମ୍ପାଦନା]

ବର୍ଷ ଗୀତ ଗାୟକ ଆଧାର
୨୦୧୯ କଲ୍ ଡି ସୋଲ୍‌ଜର୍ସ [୨୧]
ଲେଭଲ୍ [୨୨]
ପଟୋଲ ବ୍ରିଜେସ ସାଣ୍ଡିଲ୍ୟ [୨୩]

ଆଧାର[ସମ୍ପାଦନା]

  1. "Gayatri Bhardwaj: I feel honoured to represent Delhi | Beauty Pageants - Times of India Videos". The Times of India.
  2. "Miss United Continents India 2018 Gayatri Bhardwaj Talks About Her Bollywood Plans! | Bollywood News".
  3. "Miss India United Continents 2018 Gayatri Bhardwaj marks her birthday by distributing food, masks in Gurgaon". The Times of India. 19 June 2020.
  4. "Colors femina miss india delhi: Introducing FBB Colors Femina Miss India Delhi 2018 Gayatri Bhardwaj | Beauty Pageants - Times of India Videos". The Times of India.
  5. "Miss India 2018: Anukreethy Vas won Beauty with a Purpose, here are other sub-contest winners". 20 June 2018.
  6. "Delhi girl Gayatri Bharadwaj bags a role in Tollywood". Deccan Chronicle. November 27, 2018.
  7. "'Romantic' movie review: Voyeuristic dram". The Hindu. 30 October 2021.
  8. "Gayatri Bhardwaj makes impressive screen debut with 'Dhindora'". 14 December 2021.
  9. "'He is the funniest person': Gayatri Bharadwaj shares her experience of working with Bhuvan Bam in 'Dhindora'".
  10. "Exclusive! Gayatri Bhardwaj: In times when love is so accessible, Ittu Si Baat will remind viewers of 'shiddat wala pyaar'".
  11. "Gayatrii Bhhardwaj, Ritvik Sahore share their experience of working on 'Ishq Express'".
  12. "Gayatri Bhardwaj walks down the memory lane with Highway Love".
  13. "Ravi Teja Pins Hopes on Real-life Story". Deccan Chronicle. August 13, 2023.
  14. "Ravi Teja's 'Tiger Nageswara Rao' to release on October 20". The Hindu. 29 March 2023.
  15. "Times 50 Most Desirable Women 2018 | Photogallery - ETimes".
  16. "Ittu si baat: Gayatri Bhardwaj's next, 'Ittu Si Baat' to release this June! - Bombaytimes on Mobile". Archived from the original on 2023-08-20. Retrieved 2023-11-27.
  17. "Gayatri Bhardwaj to Play Second Female Lead in Ravi Teja's Tiger Nageswara Rao". 2 April 2022.
  18. "Dhindora review: Bhuvan Bam's show works when he plays to his strengths - but only then". 14 December 2021.
  19. "5 reasons why Ishq Express is a must-watch". 23 June 2022.
  20. "Highway Love star Gayatri Bhardwaj talks about her weakest days, biggest fears, says 'my story just started' | Exclusive".
  21. "D Soldierz's Call is the new peppy number you cannot miss".
  22. "D Soldierz drop the new party track – Level".
  23. "Presenting the ultimate party track Patola".

ବାହାର ଆଧାର[ସମ୍ପାଦନା]