ଖଗେଶ୍ୱର ବେହେରା
ଦେଖଣା
ଖଗେଶ୍ୱର ବେହେରା | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୨୦୧୪ | |
ପୂର୍ବ ଅଧିକାରୀ | ପଦ ନାଏକ |
ପର ଅଧିକାରୀ | ଭଜମନ ବେହେରା |
ନିର୍ବାଚନ ମଣ୍ଡଳୀ | ଛେଣ୍ଡିପଦା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୭ ଅପ୍ରେଲ ୧୯୪୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ବିଜୁଳି ବେହେରା |
ବାପା/ବୋଉ | ତିହୁଲୁ ବେହେରା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଖଗେଶ୍ୱର ବେହେରା (ଜନ୍ମ: ୨୭ ଅପ୍ରେଲ ୧୯୪୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ଖଗେଶ୍ୱର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଖଗେଶ୍ୱର ବେହେରା ୧୯୪୭ ମସିହାର ଅପ୍ରେଲ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତିହୁଲୁ ବେହେରା ଓ ପତ୍ନୀଙ୍କ ନାମ ବିଜୁଳି ବେହେରା । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଖଗେଶ୍ୱର ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୩][୪]
ଆଧାର
[ସମ୍ପାଦନା]- ↑ "Shri Khageswar Behera". odishaassembly.nic.in. Odisha Assembly. Retrieved 12 July 2020.
- ↑ "ସବୁ ଦଳର ମୁଣ୍ଡବିନ୍ଧା 'ଅସନ୍ତୁଷ୍ଟ' | Sambad27 February 2019". sambad.in. Archived from the original on 12 July 2020. Retrieved 12 July 2020.
- ↑ "BJP may push congo to 3rd slot in Chhendipada - OrissaPOST". Odisha News, Odisha Latest news, Odisha Daily - OrissaPOST. 21 March 2019. Retrieved 11 July 2020.
- ↑ "ଛେଣ୍ଡିପଦା ରାଜନୀତି, ଗୋଳମାଳିଆ ସ୍ଥିତି | Kanak News". କନକ ନ୍ୟୁଜ୍. 27 February 2019. Archived from the original on 12 July 2020. Retrieved 12 July 2020.