କିଶୋରନଗର
ଦେଖଣା
କିଶୋରନଗର
ରାଜକିଶୋରନଗର | |
---|---|
ସହର | |
କିଶୋରନଗର | |
Coordinates: 20°57′08″N 84°28′14″E / 20.952281°N 84.470604°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଅନୁଗୋଳ |
ଉପଖଣ୍ଡ | ଆଠମଲ୍ଲିକ |
Named for | ରାଜା କିଶୋର ଚନ୍ଦ୍ର ଦେଓ |
Elevation | 155 m (509 ft) |
Population (୨୦୧୧) | |
• Total | ୯୫୬୮୩ |
ଭାଷା | |
• ସରକାରୀ | ଓଡ଼ିଆ,ଇଂଲିଶ |
Time zone | UTC+୫:୩୦ (IST) |
ପିନ୍ | ୭୫୯୧୨୬ |
ଯାନବାହାନ ପଞ୍ଚୀକରଣ | ଓଡ଼ି-୧୯(ଅନୁଗୋଳ)
ଓଡ଼ି -୧୫(ସମ୍ବଲପୁର) ନିକଟବର୍ତ୍ତୀ ଆର୍.ଟି.ଓ ଓଡ଼ି -୨୭(ବୌଦ୍ଧ) ନିକଟବର୍ତ୍ତୀ ଆର୍.ଟି.ଓ |
ନିକଟର୍ତ୍ତୀ ସହରଗୁଡିକ | ଅନୁଗୁଳ, ଆଠମଲ୍ଲିକ, ସମ୍ବଲପୁର, ବୌଦ୍ଧ |
ସାକ୍ଷରତା | ୭୯.୨୧ |
Website | kishorenagar |
କିଶୋରନଗର ଓଡ଼ିଶାର ଅନୁଗୋଳ ଜିଲ୍ଲାରେ ଅବସ୍ଥିତ ଏକ ଛୋଟ ସହର[୧] । ଏହା ଏକ ପଞ୍ଚାୟତ ସମିତି ଏବଂ ଏହାର ଅନ୍ୟନାମ ରାଜକିଶୋରନଗର । ଏହା ଏକ ତହସିଲ ଅଞ୍ଚଳ ଓ କିଶୋରନଗର ସହର ତହସିଲର ମୁଖ୍ୟ ଦପ୍ତର । ଏହାର ଜିଲ୍ଲା ସଦର ମହକୁମା ଅନୁଗୋଳ ଏଠାରୁ ୯୧ କିଲୋମିଟର ଦୂରରେ ଅବସ୍ଥିତ । ଏହା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଏକ ବ୍ଲକ ଅଟେ। ଆଠମଲ୍ଲିକଠାରୁ ଏହାର ଦୂରତା ପ୍ରାୟ ୪୦ କିଲୋମିଟର ।
ଗମନାଗମନ
ଅନୁଗୋଳ ଜିଲ୍ଲା ସଦର ମହକୁମାଠାରୁ ଏହା ପ୍ରାୟ ୯୧ କିମି ଦୂରରେ ଏବଂ ଆଠମଲ୍ଲିକଠାରୁ ଏହା ୪୦ କିମି ଦୂରରେ ଅବସ୍ଥିତ ।
ଦର୍ଶନୀୟ ସ୍ଥାନ
ଏଠାରେ ଏକ ଶିବ ମନ୍ଦିର ରହିଅଛି ।
ସ୍ବାସ୍ଥ୍ୟ ଓ ସେବା
ଏଠାରେ ଏକ ଗୋଷ୍ଠୀ ସ୍ବାସ୍ଥକେନ୍ଦ୍ର ରହିଛି ।[୨]। ଏଠାରେ ଏକ ଥାନା ମଧ୍ୟ ରହିଛି।
ସ୍କୁଲ ଓ କଲେଜ
- କିଶୋରନଗର ଉଚ୍ଚ ବିଦ୍ୟାଳୟ [୩],
- କିଶୋରନଗର କନିଷ୍ଠ ମହାବିଦ୍ୟାଳୟ [୪]
- କିଶୋରନଗର ସ୍ନାତକ ମହାବିଦ୍ୟାଳୟ [୫]
- ଆଞ୍ଚଳିକ କନିଷ୍ଠ ମହାବିଦ୍ୟାଳୟ , ଅଙ୍ଗପଡ଼ା
- ଜନତା ମହାବିଦ୍ୟାଳୟ , ବଇଣ୍ଡା
- ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ , କିଶୋରନଗର
ଆଧାର
- ↑ "List of Villages in Kishorenagar Tehsil | villageinfo.in". villageinfo.in. Retrieved 2022-05-14.
- ↑ "Community Health Center(CHC), Rajkishorenagar | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.
- ↑ "KISHORENAGAR HIGH SCHOOL | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.
- ↑ "Kishorenagar (Junior) College, | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.
- ↑ "Kishorenagar (Degree) College, | Angul District : Odisha | India" (in ଆମେରିକୀୟ ଇଂରାଜୀ). Retrieved 2022-03-13.