କିଲାକରାଇ , ତାମିଲନାଡୁ
କିଲାକରେଇ
கீழக்கரை Keelai | |
---|---|
Town | |
Country | India |
State | Tamil Nadu |
District | Ramanathapuram |
Taluka | Kilakarai |
Government | |
• Type | Municipality |
• Body | Kilakarai Municipality |
Elevation | 8 m (26 ft) |
Population (2011) | |
• Total | ୩୮,୩୫୫ |
Demonym | Kilakaraian |
Languages | |
• Official | Tamil |
Time zone | UTC+5:30 (IST) |
PIN | 623 517 |
Telephone code | 91 4567 |
ଯାନବାହାନ ପଞ୍ଚୀକରଣ | TN 65 |
Distance from Chennai | 558 kilometres (347 mi) S |
Distance from Bengaluru | 539 kilometres (335 mi) S |
Distance from Madurai | 132 kilometres (82 mi) E |
Distance from Ramanathapuram | 18 kilometres (11 mi) S |
Distance from Coimbatore | 365 kilometres (227 mi) W |
Distance from Tuticorin | 121 kilometres (75 mi) N |
Distance from Adirampattinam | 152 kilometres (94 mi) S |
Climate | BSh (Köppen) |
Precipitation | 909 millimetres (35.8 in) |
Avg. summer temperature | 30 °C (86 °F) |
Avg. winter temperature | 25 °C (77 °F) |
କିଲାକରେଇ (Tamil: கீழக்கரை)ଭାରତୀୟ ରାଜ୍ୟ ତାମିଲନାଡୁର ରମନାଥପୁରମ ଜିଲ୍ଲାର ଏକ ମୁନିସିପାଲିଟି ସହର । ଏହା ତାମିଲନାଡୁର ଏକ ପ୍ରାଚୀନ ତାଲୁକ ।
ବର୍ଣ୍ଣନା
[ସମ୍ପାଦନା]କିଲାକରେଇ ଦକ୍ଷିଣ ତାମିଲନାଡୁରେ ଅବସ୍ଥିତ ଏକ ପ୍ରାଚୀନ ତଟବର୍ତୀ ସହର ଓ ବନ୍ଦର । ଏହା ବିଂଶ ଶତାବ୍ଦୀର ପ୍ରାରମ୍ଭ ଯାଏ ଏହା ଏକ ସମ୍ଭ୍ରାନ୍ତ ବନ୍ଦର ଓ ମଦୁରାଇ ପରି ଦୁରବର୍ତୀ ଆଞ୍ଚଳ ପାଇଁ ପ୍ରବେଶପଥ ଥିଲା । କିଲାକରେଇର ସମୁଦ୍ର ତଟରେ ଛୋଟ ବେ ସବୁ ଓ କୋରାଲ ପାହାଡ ଥିବା ଯୋଗୁଁ ତାହା ସମୁଦ୍ରର କରାଳତାରୁ କିଳାକରେଇକୁ ବାତ୍ୟା ଦାଉରୁ ସୁରକ୍ଷିତ ରଖେ ।
ଏଠାକାର ଅଧିବାସୀମାନେ ମୁଖ୍ଯତଃ ମୁକ୍ତା ଓ ଶାମୁକା ତଥା ଅନ୍ୟ ସାମୁଦ୍ରିକ ଉପ୍ପାଦର ବ୍ୟବସାୟ କରିଥାନ୍ତି । ତେବେ ରାସ୍ତାରେ ଗମନାଗମନ ସୁବିଧା ସବୁ ହେଲା ପରେ କ୍ରମଶଃ କିଲାକରେଇର ବନ୍ଦର ବନ୍ଦ ହେଇଗଲା ।[୧] ମୁକ୍ତା ଚାଷ ଓ ମାଛ ମରା ଯୋଗୁ କୋରାଲ ପାହାଡ ସବୁ ନଷ୍ଟ ହେଇଗଲା । ଧୀରେ ଧୀରେ ସାମୁଦ୍ରିକ ପ୍ରକୃତିକ ମୁକ୍ତାର ବ୍ୟବସାୟ ଭି ମାନ୍ଦା ପଡିବାରୁ ତାହା ବନ୍ଦ ହେଲା ।
କିଲାକରେଇରେ ସଂଖ୍ୟାଧିକ ମୁସଲିମ ଥିଲେ ମଧ୍ୟ ସେଠାରେ ହିନ୍ଦୁ , ଖ୍ରୀଷ୍ଟିୟାନ ଓ ଅନନ୍ୟ ଧର୍ମାବଲମ୍ବୀ ମାନଙ୍କ ଭିତରେ ସମ୍ପ୍ରଦାୟିକ ସଦ୍ଭାବ ଏକ ଦୃଷ୍ଟାନ୍ତ । ଏଠାରେ ରାମେଶ୍ୱରମ ମନ୍ଦିର ସହ ଜୁମ୍ମା ପଲ୍ଲୀ ଭାଷାଳ ରହିଛି ଓ ଉଭୟର ସ୍ଥାପତ୍ୟରେ ସମଞ୍ଜସ୍ୟା ଦେଖାଯାଏ ।
ଏଠାରେ ବିଶ୍ୱର ଚତୁର୍ଥ ସର୍ବ ପୁରାତନ ମସଜିଦ ଜୁମ୍ମା ପାଲ୍ଲୀ ବା ମୀନ କାଦା ପାଲ୍ଲୀ ରହିଛି । ଏହି ମସଜିଦର ପ୍ରାକ- ଇସଲାମିକ ସ୍ଥାପତ୍ୟ , ଯାହା ୨୦୦୦ ବର୍ଷର ପୁରାତନ , ଏକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ । ଶିକ୍ଷୟାର ଉତ୍ତମ ବ୍ୟବସ୍ଥା ଥିବାରୁ ଏଠାରେ ସାକ୍ଷ୍ୟରତା ହାର ଖୁବ ଭଲ ।
Political information
[ସମ୍ପାଦନା]ଏହା ୧୮୮୫ ଯାଏ ଏକ ପଞ୍ଚାଯତ ଥିଲା । ତାହା ପରେ ସ୍ପେଶାଲ ପଞ୍ଚାଯତ ହେଇ ପରେ ୨୦୦୪ ମସିହାରୁ ତୃତୀୟ ଶ୍ରେଣୀର ମୁନିସିପାଲିଟିରେ ପରିଣତ ହେଲା ।
Demographics
[ସମ୍ପାଦନା]A୨୦୧୧ ଜନଗଣନା ଅନୁସାରେ କିଲାକରାଇର ଲୋକ ସଂଖ୍ୟା ୩୮,୩୫୫ ଥିଲା । ମହିଳା ଓ ପୁରୁଷ ଅନୁପାତ ୯୪୮;୧,୦୦୦[୨] ରହିଥିବା ବେଳେ ୪,୩୯୧ ଜଣ ୬ ବର୍ଷରୁ କମ ଶିଶୁ ଥିଲେ । ସାକ୍ଷ୍ୟରତା ହାର ୮୨.୬୩ % ଯାହା ଜାତୀୟ ହାରଠାରୁ ଅଧିକ ଥିଲା । .[୨] ସମୁଦାଯ ଗୃହ ସଂଖ୍ୟା ୭୪୪୮ ହେଇଥିବା ବେଳେ ଅଧିକାଂଶ ଚାଷୀ ଓ ଶ୍ରମିକ ଶ୍ରେଣୀ ଥିଲେ । .[୩] ଧର୍ମ ଅନୁସାରେ କିରାଇକେଲାରେ ୭୯.୯୨ % ମୁସଲିମ , ୧୭.୬ % ହିନ୍ଦୁ , ୧.୧୬ % ଖ୍ରୀଷ୍ଟିୟାନ ଓ ବାକି ଅନ୍ୟ ସଂପ୍ରଦାୟର ଥିଲେ । .[୪]
ଶିକ୍ଷାନୁଷ୍ଠାନ
[ସମ୍ପାଦନା]ଏଠାରେ ମହମ୍ମଦ ଶଠକ ଇଂଜିନିଯରିଂ କଲେଜ , ଠାସିମ ବିବି ଅବଦୁଲ କାଡର ମହିଳା କଲେଜ , ମଦ୍ରାସା , ସାଇଦ ହାମିଦ କଳା ଓ ବିଜ୍ଞାନ କଲେଜ ପରି ଶିକ୍ଷାନୁଷ୍ଠାନ ସବୁ ରହିଛି । ଏଠାରେ ମହମ୍ମଦଶଠକ ITI ମଧ୍ୟ ରହିଛି ।[୫]ଏଠାରୁ ଛତ୍ର ଛାତ୍ରୀମାନେ IAS ପାଇଁ ପ୍ରସ୍ତୁତି କରିବାକୁ ଏକ ଆଇଏଏସ କୋଚିଙ୍ଗ କେନ୍ଦ୍ର ଖୋଲିବାର ବ୍ୟବସ୍ଥା ହେଇଛି । [୬]
ଫଟୋ ଗ୍ୟାଲେରି
[ସମ୍ପାଦନା]-
View of the Kilakarai lighthouse from Dock
-
View from the Dock at Sunrise
-
Interior of Odakarai Palli(Masjid)
-
Odakarai Palli(Masjid) under Conservation
-
Masjid ul Jamiah
-
Masjid ul Jamiah (3rd oldest masjid of kilakarai)
-
Masjid ul Jamiah
-
Corridor in Masjid ul Jamiah
-
Interior of Masjid ul Jamiah
-
Interior of Palaiya Jumma Palli or The Old Jumma Masjid of Kilakarai (Oldest Masjid of India and 4th oldest masjid in World).
-
Amir ul Muminin Abu Baker Siddiq Palli(Masjid)
-
Tombstone with Arabic & Tamil (Arwi) inscription (at The Old Jumma Masjid of Kilakarai)
-
Kulangarai Appa Palli(Masjid), East Street, Kilakkarai.
-
Interior of Kulangarai Appa Palli(Masjid), East Street, Kilakarai
-
Typical Street
ପୁନଶ୍ଚ ଦେଖଣା
[ସମ୍ପାଦନା]- Islam in Kilakarai
- Tamil Muslim
- Arwi
- The Old Jumma Masjid of Kilakarai
- Arusiyyah Madrasah
ଟୀକା
[ସମ୍ପାଦନା]- ↑ mohammad suhaib, on August 17, 2012, said: (2012-08-17). "Photo of Kilakarai in an ancient map". Panoramio. Retrieved 2013-06-06.
{{cite web}}
: CS1 maint: extra punctuation (link) CS1 maint: multiple names: authors list (link) CS1 maint: numeric names: authors list (link) - ↑ ୨.୦ ୨.୧
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑
{{cite web}}
: Empty citation (help) - ↑ "Ramanathapuram District Population Census 2011, Tamil Nadu literacy sex ratio and density". Census2011.co.in. Retrieved 2013-06-06.
- ↑ http://www.hinduonnet.com/thehindu/thscrip/print.pl?file=2011022150400200.htm&date=2011/02/21/&prd=th&[permanent dead link]
ଆଧାର
[ସମ୍ପାଦନା]- "Tamil Nadu's Kilakarai - the birth place of world famous Indian conches". onlypunjab.com.
- "An oasis in a desert A district bridging the gulf" Archived 2005-08-09 at the Wayback Machine.. The Hindu. 2005-08-07.
ବାହାର ଲିଙ୍କ
[ସମ୍ପାଦନା]Keelakkarai News