ପଲାଇୟା ଜୁମ୍ମା ପାଲ୍ଲୀ

Coordinates: 9°13′53″N 78°47′04″E / 9.2314°N 78.7844°E / 9.2314; 78.7844
ଉଇକିପିଡ଼ିଆ‌ରୁ
ପଲାଇୟା ଜୁମ୍ମା ପାଲ୍ଲୀ
பழைய ஜும்மா பள்ளி
କିଲାକରାଇ, ତାମିଲନାଡୁର ପ୍ରାଚୀନ ମସଜିଦ
Religion
ଅନୁବନ୍ଧଗୁଡ଼ିକଇସଲାମ
Regionକିଲାକରାଇ
Location
ସ୍ଥାନକିଲାକରାଇ , ତାମିଲନାଡୁ , ଭାରତ
ଭୌଗଳିକ ଅବସ୍ଥିତି9°13′53″N 78°47′04″E / 9.2314°N 78.7844°E / 9.2314; 78.7844
Architecture
Architect(s)ବାଜନ ଇବାନ ଶାସନ
Typeମସଜିଦ
Styleଦ୍ରାବିଡିଆନ ଇସଲାମିକ ସ୍ଥାପତ୍ୟ
Completed628-630 CE

ପଲାଇୟା ଜୁମ୍ମା ପାଲ୍ଲୀ([ பழைய ஜும்மா பள்ளி, "The Old Jumma Masjid of Kilakarai" ] Error: {{Lang-xx}}: text has italic markup (help)) ବା ମୀନ କାଦାଇ ପଲ୍ଲୀ (Tamil: மீன் கடை பள்ளி)ଭାରତୀୟ ରାଜ୍ୟ ତାମିଲନାଡୁର ଏକ କିଲାକରାଇଠାରେ ଥିବା ଏକ ପ୍ରାଚୀନ ମସଜିଦ । ଏହାକୁ ଭାରତର ପ୍ରଥମ ମସଜିଦ କୁହା ଯାଇଥାଏ । [୧][୨] । ୬୨୮ - ୬୩୦ ମସିହାରେ ନିର୍ମିତ ଏହି ମସଜିଦ ବିଶ୍ୱର ଏକ ସର୍ବ ପୁରାତନ ମସଜିଦ ଏବଂ ଏହାର ଏଇତିହ ୧୦୦୦ ବର୍ଷ ପୁରାତନ । ଏହାକୁ ୧୦୩୬ ମସିହାରେ ପୁନର୍ନିର୍ମାଣ କରାଯାଇଥିଲା ।ଏହା ଦ୍ରାବିଡିଆନ ସମୟର ଇସ୍ଲାମିକ ସ୍ଥାପତ୍ୟର ଏକ ଉଦାହରଣ । [୩]

ଇତିହାସ ଓ ନିର୍ମାଣ [ସମ୍ପାଦନା]

ପାଣ୍ଡିଆ ସମ୍ଭ୍ରାଜ୍ୟରେ ପ୍ରାକ- ଇସ୍ଲାମିକ ସମୟରେ ଯେମେନୀ ବ୍ୟବସାୟୀ ଓ ବାଣିଜ୍ୟ ପାଇଁ ଆସିଥିବା ବିକ୍ରେତା ମାନଙ୍କଦ୍ୱାରା ଏହା ନିର୍ମିତ ହେଇଥିଲା । ଯେମେନର ତତ୍ କାଳୀନ ଗଭର୍ନର ବାଧାନ ( ବାଜନ ଇବାନ ଶାସନ ) ଇସ୍ଲାମିୟ ଧର୍ମ ଗ୍ରହଣ କଳା ପରେ ଏହାର ନିର୍ମାଣ ପାଇଁ ଆଦେଶ ଦେଇଥିଲେ । ୧୧ ତମ ସତବ୍ଡିରେ ସହିଦ ଯୁଦ୍ଧ ପରେ ଏହାର ପୁନର୍ନିର୍ମାଣ ହେବା ସହ ଏଠାକୁ ତାମିମ ଅଂଶାରି , ଅବଦୁଲ କାଡର , ଇରଭାଡି ଇବ୍ରାହିମ ସାହିବଙ୍କ ପରି ପ୍ରସିଦ୍ଧ ଇସଲାମିକ ବିଦ୍ୱାନ ଏହି ମସଜିଦକୁ ଆସିଥିଲେ । .

ସ୍ଥାପତ୍ୟ [ସମ୍ପାଦନା]

ଦୂରରୁ ମସଜିଦ ଏକ ମନ୍ଦିର ପରି ଦୃଷ୍ଟିଗୋଚର ହେଇଥାଏ । କିନ୍ତୁ ମୂର୍ତି ନ ଥାଇ କାନ୍ଥ ମାନଙ୍କରେ ନିଖୁଣ ଚିତ୍ର ସବୁ ଖୋଦେଇ ହେଇ ଥାଏ । ପ୍ରାର୍ଥନା ପାଇଁ ଦିଗ ଦର୍ଶାଉଥିବା ମିହରବ ଅନନ୍ୟ ମସଜିଦ ପରି ଥାଏ ।ମସଜିଦ ଭିତର କାନ୍ଥ ମାନଙ୍କୁ ପ୍ରାଚୀନ ତାମିଲ ଶୈଳୀ ମଧ୍ୟ ପରିଲକ୍ଷିତ ହେଇଥାଏ . 

Gallery[ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. Gibb & Beckingham 1994, pp. 814–815 Vol. 4.
  2. Krishna, Nanditha.
  3. "Documentary on Tamil Muslims inspires approach to Tamil national struggle".