କିଆ
ଦେଖଣା
କିଆ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Monocots |
ଗଣ: | Pandanales |
କୁଳ: | Pandanaceae |
ପ୍ରଜାତି: | Pandanus |
ଜାତି: | P. fascicularis |
ବାଇନୋମିଆଲ ନାମ | |
Pandanus fascicularis | |
Synonyms | |
Pandanus odoratissimus, L. (nom. illeg.) |
କିଆ ଏକ କ୍ରାନ୍ତିମଣ୍ଡଳୀୟ ଉଦ୍ଭିଦ ବହୁ ଶାଖାୟିତ କିଆ ସାଧାରଣତଃ ୬ ମିଟର ପର୍ଯ୍ୟନ୍ତ ବଢ଼ିଥାଏ ସବୁଜ ବର୍ଣ୍ଣର ପତ୍ର ଲମ୍ବ ୧-୧.୫ ମି., ଓସାର ୪ ସେ.ମି. ପତ୍ରଧାର କଣ୍ଟା ଯୁକ୍ତ କିଆ ଗଛକୁ ୫ବର୍ଷ ହେଲେ ପ୍ରାୟତଃ ଫୁଲ ଧରିବା ଆରମ୍ଭ କରେ ଗୋଟିଏ ଗଛରୁ ୩୫ରୁ ୪୦ଟି ଫୁଲ ଫୁଟେ ଓ ୧୦ରୁ ୨୦ ବର୍ଷ ମଧ୍ୟରେ ଗଛରୁ ଅଧିକ ଫୁଲ ଉତ୍ପାଦିତ ହୋଇଥାଏ
ବ୍ୟବହାର
[ସମ୍ପାଦନା]ଏହା ଏକ ବୁଦା ଜାତୀୟ ଉଦ୍ୱିଦ ଯାହାର ସୁଗନ୍ଧିତ ପୁଷ୍ପରୁ ଅର୍କ ବାହାର କରା ଯାଏ । ଏହା ଏକ ଉଦ୍ଦୀପକ ହିସାବରେ ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୁଏ । ଏହି ପୁଷ୍ପ ଏକ ଖାଦ୍ୟ-ସୁଗନ୍ଧି ଭାବରେ ବିଖ୍ୟାତ । ଏହା [୧] ଅନେକ ଭାରତୀୟ ଖାଦ୍ୟ ଯେପରିକି ରସଗୋଲା, ପିଠା ଓ ଅନେକ ମିଷ୍ଟାନ୍ନରେ ସୁଗନ୍ଧି ଭାବେ ବ୍ୟବହାର କରାଯାଏ । ଏହାର ସୁଗନ୍ଧ ଏନେକ ସାପମାନଙ୍କୁ ଆକୃଷ୍ଟ କରାଇବାରେ କୁଖ୍ୟାତ[୨] ।
ପ୍ରାଦେଶିକ ନାମ
[ସମ୍ପାଦନା]Common names include:
- Assamese – Keteki;
- ବଙ୍ଗଳା: কেয়া – Ketaki, Keya
- Gujarathi – Ketaky
- ହିନ୍ଦୀ : केवडा or केवड़ा – Kevadaa, Keora
- Kannada Tale hoovu, Kedige
- Konkani – Bonnong, Kegdi
- ମାଲୟାଲମ: കൈത – Kaitha, Thaazha
- ମରାଠୀ: केवडा – Kevadaa
- Punjabi – Keora
- ସଂସ୍କୃତ: केतकी – Kētakī
- Tamil: தாழம்பூ – Thazhambu
- Telugu – Mogali
- Tulu – Kaedai
ଆଧାର
[ସମ୍ପାଦନା]- ↑ Kewda essence
- ↑ "Ammas cooking". Archived from the original on 2013-05-26. Retrieved 2012-01-27.
ବାହାର ଆଧାର
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ କିଆ
ବାବଦରେ ମାଧ୍ୟମ ରହିଛି ।