କିଆ

ଉଇକିପିଡ଼ିଆ‌ରୁ

କିଆ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Monocots
ଗଣ: Pandanales
କୁଳ: Pandanaceae
ପ୍ରଜାତି: Pandanus
ଜାତି: P. fascicularis
ବାଇନୋମିଆଲ ନାମ
Pandanus fascicularis
Synonyms

Pandanus odoratissimus, L. (nom. illeg.)

କିଆ ଏକ କ୍ରାନ୍ତିମଣ୍ଡଳୀୟ ଉଦ୍ଭିଦ୤ ବହୁ ଶାଖାୟିତ କିଆ ସାଧାରଣତଃ ୬ ମିଟର ପର୍ଯ୍ୟନ୍ତ ବଢ଼ିଥାଏ ୤ ସବୁଜ ବର୍ଣ୍ଣର ପତ୍ର ଲମ୍ବ ୧-୧.୫ ମି., ଓସାର ୪ ସେ.ମି. ୤ ପତ୍ରଧାର କଣ୍ଟା ଯୁକ୍ତ ୤ କିଆ ଗଛକୁ ୫ବର୍ଷ ହେଲେ ପ୍ରାୟତଃ ଫୁଲ ଧରିବା ଆରମ୍ଭ କରେ ୤ ଗୋଟିଏ ଗଛରୁ ୩୫ରୁ ୪୦ଟି ଫୁଲ ଫୁଟେ ଓ ୧୦ରୁ ୨୦ ବର୍ଷ ମଧ୍ୟରେ ଗଛରୁ ଅଧିକ ଫୁଲ ଉତ୍ପାଦିତ ହୋଇଥାଏ ୤

ବ୍ୟବହାର[ସମ୍ପାଦନା]

ଏହା ଏକ ବୁଦା ଜାତୀୟ ଉଦ୍ୱିଦ ଯାହାର ସୁଗନ୍ଧିତ ପୁଷ୍ପରୁ ଅର୍କ ବାହାର କରା ଯାଏ । ଏହା ଏକ ଉଦ୍ଦୀପକ ହିସାବରେ ମୁଣ୍ଡବିନ୍ଧା ପାଇଁ ବ୍ୟବହୃତ ହୁଏ । ଏହି ପୁଷ୍ପ ଏକ ଖାଦ୍ୟ-ସୁଗନ୍ଧି ଭାବରେ ବିଖ୍ୟାତ । ଏହା [୧] ଅନେକ ଭାରତୀୟ ଖାଦ୍ୟ ଯେପରିକି ରସଗୋଲା, ପିଠା ଓ ଅନେକ ମିଷ୍ଟାନ୍ନରେ ସୁଗନ୍ଧି ଭାବେ ବ୍ୟବହାର କରାଯାଏ । ଏହାର ସୁଗନ୍ଧ ଏନେକ ସାପମାନଙ୍କୁ ଆକୃଷ୍ଟ କରାଇବାରେ କୁଖ୍ୟାତ[୨]

ପ୍ରାଦେଶିକ ନାମ[ସମ୍ପାଦନା]

Common names include:

ଆଧାର[ସମ୍ପାଦନା]

  1. Kewda essence
  2. "Ammas cooking". Archived from the original on 2013-05-26. Retrieved 2012-01-27.

ବାହାର ଆଧାର[ସମ୍ପାଦନା]