Jump to content

ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା

ଉଇକିପିଡ଼ିଆ‌ରୁ

ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା ଏକ ଓଡ଼ିଆ ସମାଲୋଚନା ଗ୍ରନ୍ଥ ।[] ଏହା ଲେଖିକା ଇନ୍ଦୁ ମିଶ୍ରଙ୍କଦ୍ୱାରା ଲିଖିତ ।[] ଏହି ଗ୍ରନ୍ଥଟି ଓଡ଼ିଶାର କଟକସ୍ଥିତ ପ୍ରକାଶକ ପିତାମ୍ବର ମିଶ୍ରଙ୍କଦ୍ୱାରା ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଦେଇ ୧୯୮୯ ମସିହାରେ ପ୍ରକାଶିତ ହୋଇଥିଲା ।[][] ଏହି ପୁସ୍ତକଟି ୨୦୧୭ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାହାର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରାକ୍-ପି.ଏଚ.ଡି. ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ଅନ୍ତର୍ଭୁକ୍ତ କରିଥିଲା ।[]

  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 759–. ISBN 978-81-260-0873-5.
  2. "ଓଡ଼ିଆ କବିତାରେ ସମାଜବାଦୀ ବାସ୍ତବତା" (PDF). Retrieved 22 September 2020.
  3. ଇନ୍ଦୁ ମିଶ୍ର Adhunika Odia Kabyadharare Bastababadi Chetana. ବିଦ୍ୟାପୁରୀ, କଟକ.(୧୯୮୯) ପୃ. ୩୮୩
  4. "ସ୍ୱାଧୀନୋତ୍ତର ଓଡ଼ିଆ କବିତାରେ ମୃତ୍ୟୁ ଚେତନା" (PDF). Retrieved 22 September 2020.
  5. "ପାଠ୍ୟ ଖସଡ଼ା" (PDF). ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ. Archived from the original (PDF) on 1 May 2019. Retrieved 22 September 2020.