Jump to content

ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା

ଉଇକିପିଡ଼ିଆ‌ରୁ

ଓଡ଼ିଆ କାବ୍ୟଧାରାରେ ବାସ୍ତବବାଦୀ ଚେତନା ଏକ ଓଡ଼ିଆ ସମାଲୋଚନା ଗ୍ରନ୍ଥ ।[୧] ଏହା ଲେଖିକା ଇନ୍ଦୁ ମିଶ୍ରଙ୍କଦ୍ୱାରା ଲିଖିତ ।[୨] ଏହି ଗ୍ରନ୍ଥଟି ଓଡ଼ିଶାର କଟକସ୍ଥିତ ପ୍ରକାଶକ ପିତାମ୍ବର ମିଶ୍ରଙ୍କଦ୍ୱାରା ବିଦ୍ୟାପୁରୀ ପ୍ରକାଶନ ସଂସ୍ଥା ଦେଇ ୧୯୮୯ ମସିହାରେ ପ୍ରକାଶିତ ହୋଇଥିଲା ।[୩][୪] ଏହି ପୁସ୍ତକଟି ୨୦୧୭ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତାହାର ସ୍ନାତକୋତ୍ତର ଓଡ଼ିଆ ବିଭାଗର ପ୍ରାକ୍-ପି.ଏଚ.ଡି. ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ଅନ୍ତର୍ଭୁକ୍ତ କରିଥିଲା ।[୫]

  1. ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 759–. ISBN 978-81-260-0873-5.
  2. ↑ "ଓଡ଼ିଆ କବିତାରେ ସମାଜବାଦୀ ବାସ୍ତବତା" (PDF). Retrieved 22 September 2020.
  3. ↑ ଇନ୍ଦୁ ମିଶ୍ର Adhunika Odia Kabyadharare Bastababadi Chetana Archived 2017-11-01 at the Wayback Machine.. ବିଦ୍ୟାପୁରୀ, କଟକ.(୧୯୮୯) ପୃ. ୩୮୩
  4. ↑ "ସ୍ୱାଧୀନୋତ୍ତର ଓଡ଼ିଆ କବିତାରେ ମୃତ୍ୟୁ ଚେତନା" (PDF). Retrieved 22 September 2020.
  5. ↑ "ପାଠ୍ୟ ଖସଡ଼ା" (PDF). ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ. Archived from the original (PDF) on 1 May 2019. Retrieved 22 September 2020.