ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ | |
---|---|
ଶ୍ରୀ ମହା ବଲ୍ଲଭ ଗଣପତି ଦେବସ୍ଥାନମ | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁତ୍ୱ |
ଦେବାଦେବୀ | ଗଣେଶ |
Location | |
ସ୍ଥାନ | 45-57 Bowne St, Queens, NY 11355 U.S. |
State | New York ନିଉ ୟୋର୍କ |
Country | United States ସଂଯୁକ୍ତ ରାଷ୍ଟ୍ର |
ଭୌଗଳିକ ଅବସ୍ଥିତି | 40°45′09.9″N 73°49′00.6″W / 40.752750°N 73.816833°W |
Website | |
https://nyganeshtemple.org/ |
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଏକ ଅଣଲାଭକାରୀ ସଂସ୍ଥା ଯାହା ନିୟୁ ୟୋର୍କ ସହରର କୁଇନ୍ସ ସ୍ଥାନରେ ଥିବା ଗଣପତି ଦେବସ୍ଥାନମ ମନ୍ଦିରର ପରିଚାଳନା କରନ୍ତି ।[୧] ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଥିବାରୁ ଏହା ଗଣେଶ ମନ୍ଦିର ଭାବରେ ସାଧାରଣ ଭାବରେ ଜଣାଶୁଣା ।[୧] ସଂଯୁକ୍ତ ରାଷ୍ଟ୍ରର କୁଇନସ (Flushing) ସ୍ଥାନରେ ଥିବା ଗଣେଶ ମନ୍ଦିର ହେଉଛି ପ୍ରଥମ ହିନ୍ଦୁ ମନ୍ଦିର ।[୨] ଏହି ମନ୍ଦିରକୁ ସ୍ଥାନୀୟ ଲୋକ ଏହାକୁ ଲୋକ ଭାଷାରେ ହିନ୍ଦୁଙ୍କର ଫ୍ଲସିଂ ମନ୍ଦିର ନାମ ଦେଇ କହନ୍ତି । ଡକ୍ଟର ଉମ ମଇସୋରେକର ଏହି ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜର ସଭାପତି ଭାବରେ ୧୯୯୪ରୁ ରହିଆସିଛନ୍ତି ।
ଠାକୁର
[ସମ୍ପାଦନା]ଏହି ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଅଛି ।[୧] ଏହି ମନ୍ଦିରରେ ଭେଙ୍କଟେଶ୍ୱର, ଲକ୍ଷ୍ମୀ, ଶିବ, ପାର୍ବତୀ, ଦୂର୍ଗା, ସରସ୍ୱତୀ, ହନୁମାନ, ଦକ୍ଷିଣମୂର୍ତ୍ତି, ଗାୟତ୍ରୀ, ସଂମୁଖ , ବାଳୀ, ଦେବସେନା, କାମାକ୍ଷୀ, ନବଗ୍ରହ, ନଗେନ୍ଦ୍ର ସ୍ୱାମୀ, ରାଘବେନ୍ଦ୍ର ସ୍ୱାମୀ, ରାମା ପରିବାର, ରାଧା-କୃଷ୍ଣ,ଖୋଡିୟାର ମାତା, ଆୟାପା, ଅଗସ୍ତ୍ରୀୟାର ଓ ଲୋପାମୁଦ୍ରା, ସତ୍ୟନାରାୟଣ ଓ ରମା ଦେବୀ, ଚନ୍ଦ୍ରଶେଖରସ୍ୱାମୀ ଓ ଆନଂଦବେଲି, ଲିଙ୍ଗ, ନଟରାଜ, ଶିବକାମୀ, ମାନ୍ୟକ୍କଭଚକର, ଶ୍ୱର୍ଣ୍ଣ ବୈରାଭର, ସୁଦର୍ଶନ ଓ ନରସିଂହ, ଧନବନ୍ତରୀ ଓ ଗରୁଡ଼ ଓ ଶ୍ରୀଦେବୀ ଓ ବୁଦେବୀଙ୍କର ବିଗ୍ରହ ଅଛି ।[୩]
ଇତିହାସ
[ସମ୍ପାଦନା]ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ୧୯୭୦ ମସିହାରେ ସ୍ଥାପନ ହେବା ପୂର୍ବରୁ ଆଲାଗାପ୍ପା ଆଲାଗାପ୍ପା ନାମକ ଜଣେ ସଂସ୍ଥାପକ ତାଙ୍କର ଗୃହରେ ସଭ୍ୟମାନଙ୍କର ଏକ ସଭା କରିଥିଲେ ।[୪] ଋଷିଆର ଏକ ଚର୍ଚ୍ଚ ସ୍ଥାନର ଜାଗା ଅଧିକାର କରି ସେଇ ଜାଗାରେ ଏକ ପାରମ୍ପରିକ ହିନ୍ଦୁ ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ ।[୫] ମନ୍ଦିର ତିଆରି କାମ ୧୯୭୭ ମସିହାରେ ସମାପ୍ତ ହେବା ପରେ ଜୁଲାଇ ୪ ତାରିଖରେ ଶୁଭ ଦିଆଯାଇଥିଲା ।[୧][୬][୫] ଦକ୍ଷିଣ ଭାରତର ଏକ ହିନ୍ଦୁ ମନ୍ଦିର ଢାଞ୍ଚାରେ ପାରମ୍ପରିକ ପଦ୍ଧତିର ବାହ୍ୟ ଆକାର ତିଆରି ହୋଇଥିଲା । [୧][୫] ଅନ୍ୟାନ୍ୟ କାମ ନିମନ୍ତେ ଏକ ପାଠଶାଳାର ଶୁଭ ୨୦୦୯ ମସିହାରେ ଗଣେଶ ମନ୍ଦିର ଦେଇଥିଲେ ।[୭] ଏହି ପାଠଶାଳାରେ ଗଣିତ, ଭାଷା, ଧର୍ମ, ଭଜନ ଓ ନୃତ୍ୟ ଶିକ୍ଷା ଦିଆଯାଉଥିଲା ।[୭] ଏହି ମନ୍ଦିରର ପୁନର୍ନିମାଣ ୨୦୦୯ ମସିହାରେ କରାଯାଇଥିଲା ।[୮]
ନିକଟବର୍ତ୍ତୀ ମନ୍ଦିର
[ସମ୍ପାଦନା]- Asamai Hindu Temple, 45-32 Bowne Street: Representing the ancient Afghan Hindu community, honoring Asamai, the city goddess of Kabul
- BAPS Shri Swaminarayan Mandir, 44-38 Bowne Street: The first Swaminarayan sect temple in North America (inaugurated in 1974).
- Shri Shirdi Sai Baba Temple, 46-16 Robinson Street: dedicated to Shirdi Sai Baba, inaugurated April 2010[୯]
- Jain Center of America 43-11 Ithaca Street: Shri Mahavir Swami in the Shwetambar tradition, Upashrayain the Sthanakvasi tradition, Sri Adinath in the Digambar tradition and Shrimad Rajchandra Meditation Hall.
- John Bowne House, 37-01 Bowne Street, the house of the Bowne family which contributed to religious freedom in USA in the 17th century.
- Om Sai Mandir, 45-11 Smart Street, Flushing, NY 11355, Om Sai Mandir.
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]- Hindu denominations
- :Hinduism in the West
- Indians in Queens|
- List of Hindu temples in the United States
- Sanskrit in the West
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ Min, Pyong (2010). Preserving Ethnicity through Religion in America. New York University Press. ISBN 9780814759585.
- ↑ Todd Seelie (November 6, 2019). "Inside Flushing's Oldest Hindu Temple, Believed To Be The First In The U.S." Gothamist. Retrieved August 28, 2022.
- ↑ "Devatas". Sri Maha Vallabha Ganapati Devasthanam (in ଆମେରିକୀୟ ଇଂରାଜୀ). 2015-12-02. Retrieved 2022-03-30.
- ↑ Martin, Douglas (November 2014). "Alagappa Alagappan, 88, Dies; Founded Hindu Temples Across U.S." The New York Times. Retrieved 9 July 2018.
- ↑ ୫.୦ ୫.୧ ୫.୨ Gupte, Pranay (1977-06-04). "Hi ndu Temple, `Just Like India,' Opens in Queens". The Ne York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2022-03-23.
- ↑ "Karnataka Government". karnataka.gov.in. Retrieved 2022-03-22.
- ↑ ୭.୦ ୭.୧ Thomases, Drew. "Following the Swami: Diaspora, Dialogue, and the Creation of a Hindu Identity in a Queens Community" (PDF). hamilton.edu.
- ↑ Reconsecration, With Bells, Saffron and Elephant, ANNE BARNARD July 13, 2009, New York Times https://www.nytimes.com/2009/07/14/nyregion/14temple.html
- ↑ Temple Inauguration, SAI SMRITI, Volume 1, Issue 1, April—June 2011, http://dwarakamaishirdi.org/uploads/april%20issue.pdf Archived 2022-11-03 at the Wayback Machine.