ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ

Coordinates: 40°45′09.9″N 73°49′00.6″W / 40.752750°N 73.816833°W / 40.752750; -73.816833
ଉଇକିପିଡ଼ିଆ‌ରୁ
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
ଶ୍ରୀ ମହା ବଲ୍ଲଭ ଗଣପତି ଦେବସ୍ଥାନମ
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଗୃହର ବାହ୍ୟ ଦୃଶ୍ୟ
Religion
ଅନୁବନ୍ଧଗୁଡ଼ିକହିନ୍ଦୁତ୍ୱ
ଦେବାଦେବୀଗଣେଶ
Location
ସ୍ଥାନ45-57 Bowne St, Queens, NY 11355
U.S.
StateNew York ନିଉ ୟୋର୍କ
CountryUnited States ସଂଯୁକ୍ତ ରାଷ୍ଟ୍ର
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ is located in New York City
ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ
Shown within New York City
ଭୌଗଳିକ ଅବସ୍ଥିତି40°45′09.9″N 73°49′00.6″W / 40.752750°N 73.816833°W / 40.752750; -73.816833
Website
https://nyganeshtemple.org/

ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ଏକ ଅଣଲାଭକାରୀ ସଂସ୍ଥା ଯାହା ନିୟୁ ୟୋର୍କ ସହରର କୁଇନ୍ସ ସ୍ଥାନରେ ଥିବା ଗଣପତି ଦେବସ୍ଥାନମ ମନ୍ଦିରର ପରିଚାଳନା କରନ୍ତି ।[୧] ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଥିବାରୁ ଏହା ଗଣେଶ ମନ୍ଦିର ଭାବରେ ସାଧାରଣ ଭାବରେ ଜଣାଶୁଣା ।[୧] ସଂଯୁକ୍ତ ରାଷ୍ଟ୍ରର କୁଇନସ (Flushing) ସ୍ଥାନରେ ଥିବା ଗଣେଶ ମନ୍ଦିର ହେଉଛି ପ୍ରଥମ ହିନ୍ଦୁ ମନ୍ଦିର ।[୨] ଏହି ମନ୍ଦିରକୁ ସ୍ଥାନୀୟ ଲୋକ ଏହାକୁ ଲୋକ ଭାଷାରେ ହିନ୍ଦୁଙ୍କର ଫ୍ଲସିଂ ମନ୍ଦିର ନାମ ଦେଇ କହନ୍ତି । ଡକ୍ଟର ଉମ ମଇସୋରେକର ଏହି ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜର ସଭାପତି ଭାବରେ ୧୯୯୪ରୁ ରହିଆସିଛନ୍ତି ।

ଠାକୁର[ସମ୍ପାଦନା]

ଏହି ମନ୍ଦିରର କେନ୍ଦ୍ରରେ ଗଣେଶ ବିଗ୍ରହ ଅଛି ।[୧] ଏହି ମନ୍ଦିରରେ ଭେଙ୍କଟେଶ୍ୱର, ଲକ୍ଷ୍ମୀ, ଶିବ, ପାର୍ବତୀ, ଦୂର୍ଗା, ସରସ୍ୱତୀ, ହନୁମାନ, ଦକ୍ଷିଣମୂର୍ତ୍ତି, ଗାୟତ୍ରୀ, ସଂମୁଖ , ବାଳୀ, ଦେବସେନା, କାମାକ୍ଷୀ, ନବଗ୍ରହ, ନଗେନ୍ଦ୍ର ସ୍ୱାମୀ, ରାଘବେନ୍ଦ୍ର ସ୍ୱାମୀ, ରାମା ପରିବାର, ରାଧା-କୃଷ୍ଣ,ଖୋଡିୟାର ମାତା, ଆୟାପା, ଅଗସ୍ତ୍ରୀୟାର ଓ ଲୋପାମୁଦ୍ରା, ସତ୍ୟନାରାୟଣ ଓ ରମା ଦେବୀ, ଚନ୍ଦ୍ରଶେଖରସ୍ୱାମୀ ଓ ଆନଂଦବେଲି, ଲିଙ୍ଗ, ନଟରାଜ, ଶିବକାମୀ, ମାନ୍ୟକ୍କଭଚକର, ଶ୍ୱର୍ଣ୍ଣ ବୈରାଭର, ସୁଦର୍ଶନ ଓ ନରସିଂହ, ଧନବନ୍ତରୀ ଓ ଗରୁଡ଼ ଓ ଶ୍ରୀଦେବୀ ଓ ବୁଦେବୀଙ୍କର ବିଗ୍ରହ ଅଛି ।[୩]

ଇତିହାସ[ସମ୍ପାଦନା]

ଉତ୍ତର ଆମେରିକାର ହିନ୍ଦୁ ମନ୍ଦିର ସମାଜ ୧୯୭୦ ମସିହାରେ ସ୍ଥାପନ ହେବା ପୂର୍ବରୁ ଆଲାଗାପ୍ପା ଆଲାଗାପ୍ପା ନାମକ ଜଣେ ସଂସ୍ଥାପକ ତାଙ୍କର ଗୃହରେ ସଭ୍ୟମାନଙ୍କର ଏକ ସଭା କରିଥିଲେ ।[୪] ଋଷିଆର ଏକ ଚର୍ଚ୍ଚ ସ୍ଥାନର ଜାଗା ଅଧିକାର କରି ସେଇ ଜାଗାରେ ଏକ ପାରମ୍ପରିକ ହିନ୍ଦୁ ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ ।[୫] ମନ୍ଦିର ତିଆରି କାମ ୧୯୭୭ ମସିହାରେ ସମାପ୍ତ ହେବା ପରେ ଜୁଲାଇ ୪ ତାରିଖରେ ଶୁଭ ଦିଆଯାଇଥିଲା ।[୧][୬][୫] ଦକ୍ଷିଣ ଭାରତର ଏକ ହିନ୍ଦୁ ମନ୍ଦିର ଢାଞ୍ଚାରେ ପାରମ୍ପରିକ ପଦ୍ଧତିର ବାହ୍ୟ ଆକାର ତିଆରି ହୋଇଥିଲା । [୧][୫] ଅନ୍ୟାନ୍ୟ କାମ ନିମନ୍ତେ ଏକ ପାଠଶାଳାର ଶୁଭ ୨୦୦୯ ମସିହାରେ ଗଣେଶ ମନ୍ଦିର ଦେଇଥିଲେ ।[୭] ଏହି ପାଠଶାଳାରେ ଗଣିତ, ଭାଷା, ଧର୍ମ, ଭଜନ ଓ ନୃତ୍ୟ ଶିକ୍ଷା ଦିଆଯାଉଥିଲା ।[୭] ଏହି ମନ୍ଦିରର ପୁନର୍ନିମାଣ ୨୦୦୯ ମସିହାରେ କରାଯାଇଥିଲା ।[୮]


ନିକଟବର୍ତ୍ତୀ ମନ୍ଦିର[ସମ୍ପାଦନା]

  • Asamai Hindu Temple, 45-32 Bowne Street: Representing the ancient Afghan Hindu community, honoring Asamai, the city goddess of Kabul
  • BAPS Shri Swaminarayan Mandir, 44-38 Bowne Street: The first Swaminarayan sect temple in North America (inaugurated in 1974).
  • Shri Shirdi Sai Baba Temple, 46-16 Robinson Street: dedicated to Shirdi Sai Baba, inaugurated April 2010[୯]
  • Jain Center of America 43-11 Ithaca Street: Shri Mahavir Swami in the Shwetambar tradition, Upashrayain the Sthanakvasi tradition, Sri Adinath in the Digambar tradition and Shrimad Rajchandra Meditation Hall.
  • John Bowne House, 37-01 Bowne Street, the house of the Bowne family which contributed to religious freedom in USA in the 17th century.
  • Om Sai Mandir, 45-11 Smart Street, Flushing, NY 11355, Om Sai Mandir.

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ Min, Pyong (2010). Preserving Ethnicity through Religion in America. New York University Press. ISBN 9780814759585.
  2. Todd Seelie (November 6, 2019). "Inside Flushing's Oldest Hindu Temple, Believed To Be The First In The U.S." Gothamist. Retrieved August 28, 2022.
  3. "Devatas". Sri Maha Vallabha Ganapati Devasthanam (in ଆମେରିକୀୟ ଇଂରାଜୀ). 2015-12-02. Retrieved 2022-03-30.
  4. Martin, Douglas (November 2014). "Alagappa Alagappan, 88, Dies; Founded Hindu Temples Across U.S." The New York Times. Retrieved 9 July 2018.
  5. ୫.୦ ୫.୧ ୫.୨ Gupte, Pranay (1977-06-04). "Hi ndu Temple, `Just Like India,' Opens in Queens". The Ne York Times (in ଆମେରିକୀୟ ଇଂରାଜୀ). ISSN 0362-4331. Retrieved 2022-03-23.
  6. "Karnataka Government". karnataka.gov.in. Retrieved 2022-03-22.
  7. ୭.୦ ୭.୧ Thomases, Drew. "Following the Swami: Diaspora, Dialogue, and the Creation of a Hindu Identity in a Queens Community" (PDF). hamilton.edu.
  8. Reconsecration, With Bells, Saffron and Elephant, ANNE BARNARD July 13, 2009, New York Times https://www.nytimes.com/2009/07/14/nyregion/14temple.html
  9. Temple Inauguration, SAI SMRITI, Volume 1, Issue 1, April—June 2011, http://dwarakamaishirdi.org/uploads/april%20issue.pdf

ବାହ୍ୟ ଲିଙ୍କ[ସମ୍ପାଦନା]