ଆମ୍ଫୋଟେରିସିନ ବି
Clinical data | |
---|---|
Trade names | Fungizone, Mysteclin-F, others |
AHFS/Drugs.com | monograph |
Pregnancy category |
|
Routes of administration | usually I.V. (slow infusion only) |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 100% (IV) |
Metabolism | kidney |
Elimination half-life | initial phase : 24 hours, second phase : approx. 15 days |
Excretion | 40% found in urine after single cumulated over several days biliar excretion also important |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
KEGG | |
ChEBI | |
ChEMBL | |
NIAID ChemDB | |
ECHA InfoCard | 100.014.311 |
Chemical and physical data | |
Formula | C47H73NO17 |
Molar mass | 924.091 |
3D model (JSmol) | |
Melting point | 170 °C (338 °F) |
| |
| |
(verify) |
ଆମ୍ଫୋଟେରିସିନ ବି (ଇଂରାଜୀ ଭାଷାରେ Amphotericin B) ଏକ କବକରୋଧୀ ଔଷଧ (antifungal medication) ଯାହା ସାଂଘାତିକ କବକ ସଂକ୍ରମଣ (fungal infection) ଓ ଲିସମାନିଆସିସ (leishmaniasis) ରୋଗମାନଙ୍କର ଚିକିତ୍ସା ନିମନ୍ତେ ଦିଆଯାଏ ।[୧] ଆସପରଜିଲୋସିସ (aspergillosis), ବ୍ଲାସ୍ଟୋମାଇକୋସିସ (blastomycosis), କାଣ୍ଡିଡା ସଂକ୍ରମଣ (candida), କକସିଡିଓଇଡୋମାଇକୋସିସ (coccidioidomycosis) ଓ କ୍ରିପ୍ଟୋକକୋସିସ (cryptococcosis) ଇତ୍ୟାଦି କବକ ସଂକ୍ରମଣରେ ଏହି ଔଷଧ ଦିଆଯାଏ ।[୨] କେତେକ ସଂକ୍ରମଣରେ ଏହା ସହିତ ଫ୍ଲୁସାଇଟୋସିନ (flucytosine) ଦିଆଯାଏ ।[୩]ଏହା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, କମ୍ପ ଓ ମୁଣ୍ଡବଥା ଇତ୍ୟାଦି ଲକ୍ଷଣ ଔଷଧ ଦେବା ସଙ୍ଗେସଙ୍ଗେ ପ୍ରକାଶ ପାଏ ଓ ବୃକ୍କ ସମସ୍ୟା ମଧ୍ୟ ଦେଖାଯାଏ । ଆଲର୍ଜି ଓ ଆନାଫାଇଲାକ୍ସିସ ମଧ୍ୟ ଦେଖାଯାଇପାରେ ।[୨] ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ହେଲେ ହାଇପୋକାଲେମିଆ ଓ ମାୟୋକାର୍ଡ଼ାଇଟିସ ଦେଖାଯାଏ ।[୧] ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । ଏହି ଔଷଧର ଏକ ଲିପିଡ ଫର୍ମୁଲାରେ ଅଳ୍ପ ପ୍ରତିକ୍ରିୟା ଦେଖାଯାଏ ।[୨] ଏହା ପଲିଇନ (polyene) ଶ୍ରେଣୀର ଔଷଧ ଯାହା କବକର କୋଷ ଆବରଣରେ (cell membrane) ବାଧା ସୃଷ୍ଟିକରେ ।[୧][୨]
ସନ ୧୯୫୫ରେ ପ୍ରଥମେ ସ୍ଟ୍ରେପ୍ଟୋମାଇସେସ ନୋଡୋସସରୁ (Streptomyces nodosus) ଆମ୍ଫୋଟେରିସିନ ବି ପ୍ରସ୍ତୁତ କରାଯାଇଥିଲା ।[୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[୨] ବିକାଶଶୀଳ ଦେଶମାନଙ୍କରେ ଏହାର ଏକ କୋର୍ଷର ମୂଲ୍ୟ ସନ ୨୦୧୦ରେ ୧୬୨ରୁ ୨୨୯ ଆମେରିକୀୟ ଡଲାର ଥିଲା ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Control of the leishmaniasis: report of a meeting of the WHO Expert Committee on the Control of Leishmaniases (PDF). World Health Organization. March 2010. pp. 55, 88, 186. ISBN 9789241209496.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Amphotericin B". The American Society of Health-System Pharmacists. Retrieved Jan 1, 2015.
- ↑ WHO Model Formulary 2008 (PDF). World Health Organization. 2009. p. 145. ISBN 9789241547659. Retrieved 8 December 2016.
- ↑ Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.