Jump to content

ଜିକୋନୋଟାଇଡ

ଉଇକିପିଡ଼ିଆ‌ରୁ
(Ziconotideରୁ ଲେଉଟି ଆସିଛି)
ଜିକୋନୋଟାଇଡ
Clinical data
Trade namesPrialt, others
SynonymsSNX–111
AHFS/Drugs.commonograph
data
Pregnancy
category
  • US: C (Risk not ruled out)
Routes of
administration
Intrathecal – directly into cerebrospinal fluid by a catheter
Legal status
Legal status
  • US: ℞-only
  • EU: Rx-only
  • ℞ (Prescription only)
Pharmacokinetic data
Bioavailability50%
Elimination half-life2.9 to 6.5 hours
Excretion<1% urine
Identifiers
ECHA InfoCard100.212.174 Edit this at Wikidata
Chemical and physical data
FormulaC102H172N36O32S7
Molar mass୨,୬୩୯.୧୪ g·mol−1
3D model (JSmol)
  • C[C@H]1C(=O)N[C@H](C(=O)N[C@H]2CSSC[C@H]3C(=O)N[C@H](C(=O)N[C@H](C(=O)NCC(=O)N[C@H](C(=O)N[C@@H](CSSC[C@@H](C(=O)N[C@@H](CSSC[C@@H](C(=O)N[C@H](C(=O)NCC(=O)N[C@H](C(=O)NCC(=O)N1)CCCCN)CCCCN)N)C(=O)N[C@H](C(=O)NCC(=O)N[C@H](C(=O)N3)CO)[C@@H](C)O)NC(=O)[C@@H](NC(=O)[C@@H](NC(=O)[C@@H](NC(=O)[C@@H](NC(=O)[C@@H](NC(=O)[C@@H](NC2=O)CO)CCCNC(=N)N)CC(C)C)CCSC)CC4=CC=C(C=C4)O)CC(=O)O)C(=O)N)CCCCN)CO)CCCNC(=N)N)CCCCN
  • InChI=1S/C102H172N36O32S7/c1-50(2)34-63-91(161)127-62(26-33-171-5)90(160)129-64(35-53-22-24-54(143)25-23-53)92(162)130-65(36-78(148)149)93(163)135-72-48-175-173-45-69(80(108)150)133-86(156)58(18-8-12-29-105)121-76(146)39-117-85(155)66(41-139)131-88(158)61(21-15-32-114-102(111)112)126-96(166)70-46-176-177-47-71(97(167)132-68(43-141)95(165)125-60(87(157)128-63)20-14-31-113-101(109)110)134-89(159)59(19-9-13-30-106)123-81(151)51(3)119-74(144)37-115-83(153)56(16-6-10-27-103)120-75(145)38-116-84(154)57(17-7-11-28-104)124-82(152)55(107)44-172-174-49-73(137-98(72)168)99(169)138-79(52(4)142)100(170)118-40-77(147)122-67(42-140)94(164)136-70/h22-25,50-52,55-73,79,139-143H,6-21,26-49,103-107H2,1-5H3,(H2,108,150)(H,115,153)(H,116,154)(H,117,155)(H,118,170)(H,119,144)(H,120,145)(H,121,146)(H,122,147)(H,123,151)(H,124,152)(H,125,165)(H,126,166)(H,127,161)(H,128,157)(H,129,160)(H,130,162)(H,131,158)(H,132,167)(H,133,156)(H,134,159)(H,135,163)(H,136,164)(H,137,168)(H,138,169)(H,148,149)(H4,109,110,113)(H4,111,112,114)/t51-,52+,55-,56-,57-,58-,59-,60-,61-,62-,63-,64-,65-,66-,67-,68-,69-,70-,71-,72-,73-,79-/m0/s1 ☒N
  • Key:BPKIMPVREBSLAJ-QTBYCLKRSA-N ☒N
  (verify)

ବା

ଜିକୋନୋଟାଇଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ପ୍ରିୟାଲ୍ଟ, ହେଉଛି ଦୀର୍ଘକାଳୀନ ବା କ୍ରୋନିକ୍ ଯନ୍ତ୍ରଣା ପାଇଁ ବ୍ୟବହୃତ ଏକ ଔଷଧ ।[] ଏହା ମେରୁଦଣ୍ଡ ଚାରିପାଖରେ ଥିବା ସ୍ଥାନରେ ଇଞ୍ଜେକ୍ସନ‌ଦ୍ୱାରା ଦିଆଯାଏ । [] ସ୍କଟଲ୍ୟାଣ୍ଡରେ ୨୦୦୭ ସୁଦ୍ଧା ଏହା ବ୍ୟବହାର ସୁପାରିଶ କରାଯାଇ ନାହିଁ । [] ବ୍ୟବହୃତ ମାତ୍ରା ବା ଡୋଜ ସାଧାରଣତଃ ୩ ସପ୍ତାହ ମଧ୍ୟରେ ଧୀରେ ଧୀରେ ବୃଦ୍ଧି କରାଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଦ୍ୱନ୍ଦ୍ୱ, ମୁଣ୍ଡବିନ୍ଧା, ଚକ୍ଷୁ ଦୋଳନ ବା ନିଷ୍ଟାଗମସ ଏବଂ ନିଦ୍ରାଳୁ ଭାବ ହୋଇପାରେ । [] [] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍ କିମ୍ବା ମେନିଞ୍ଜାଇଟିସ୍ ହୋଇପାରେ ।[] ଏହା ଯନ୍ତ୍ରଣା ସୃଷ୍ଟି କରୁଥବା ନ୍ୟୁରନ୍ ଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହା ଏନ-ପ୍ରକାରର କ୍ୟାଲସିୟମ୍ ଚ୍ୟାନେଲ ସ‌ହିତ ବନ୍ଧନ ଯୁକ୍ତ ହୋଇ ଯନ୍ତ୍ରଣା ଅନୁଭବ କରାଏ ।[] ଏହା ଏକ ଓପିଏଡ୍ ନୁହେଁ | []

୨୦୦୪ ମସିହାରେ ଆମେରିକାରେ ଏବଂ ୨୦୦୫ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଜିକୋନୋଟାଇଡ ଅନୁମୋଦିତ ହୋଇଥିଲା ।[] [] ଏହା ମୂଳତଃ ଗେଣ୍ଡା/ଶାମୁକା (conus magus) ବିଷରୁ ତିଆରି ହୋଇଥିଲା ।[] ଅଧୁନା ଏହା ଡବ୍ଲ୍ୟୁ-କୋନୋଟକ୍ସିନ ପେପ୍ଟାଇଡରୁ ପ୍ରସ୍ତୁତ ହେଉଛି ।[] ୨୦୧୨ ମସିହାରେ ୪୫ ଦିନ ପାଇଁ ଦିଆଯାଉଥିବା ଔଷଧର ମୂଲ୍ୟ ଆମେରିକାରେ ପ୍ରାୟ ୭୩୦ ଡଲାରରୁ ୪,୪୦୦ ଡଲାର ଥିଲା ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Ziconotide Monograph for Professionals". Drugs.com (in ଇଂରାଜୀ). Archived from the original on March 4, 2021. Retrieved 4 August 2021.
  2. "ziconotide 100 micrograms/ml solution for infusion (Prialt)". Scottish Medicines Consortium (in ଇଂରାଜୀ). Archived from the original on August 27, 2021. Retrieved 4 August 2021.
  3. ୩.୦ ୩.୧ "Prialt". Archived from the original on November 12, 2020. Retrieved 4 August 2021.
  4. "Prialt solution for infusion - Summary of Product Characteristics (SmPC) - (eMC)" (in ଇଂରାଜୀ). Electronic Medicines Compendium. January 2017. Archived from the original on June 24, 2019. Retrieved 21 April 2018.
  5. Webster, Lynn R.; Fakata, Keri L. "Ziconotide for Chronic Severe Pain". Practical Pain Management (in ଇଂରାଜୀ). Archived from the original on January 19, 2021. Retrieved 4 August 2021.