ଭୋକ୍ସେଲୋଟୋର
| Clinical data | |
|---|---|
| Trade names | Oxbryta |
| Synonyms | GBT440, GBT-440 |
| AHFS/Drugs.com | monograph |
| MedlinePlus | a620011 |
| data | |
| Routes of administration | By mouth |
| Legal status | |
| Legal status |
|
| Identifiers | |
| |
| Chemical and physical data | |
| Formula | C19H19N3O3 |
| Molar mass | ୩୩୭.୩୮ g·mol−1 |
| 3D model (JSmol) | |
| |
| |
ଭୋକ୍ସେଲୋଟୋର (ଇଂରାଜୀ ଭାଷାରେ Voxelotor), ଅକ୍ସବ୍ରାଇଟା ଏକ ବେପାର ନାମ, ହେଉଛି ସିକ୍ଲ ସେଲ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ପ୍ରମାଣ ଦର୍ଶାଏ ଯେ ଏହା ହେମୋଗ୍ଲୋବିନ୍ ସ୍ତରକୁ ଉନ୍ନତ କରିଥାଏ; ତଥାପି ସାମଗ୍ରିକ ଲାଭ ୨୦୨୧ ସୁଦ୍ଧା ଅସ୍ପଷ୍ଟ ଅଟେ।[୧] ଏହା ପାଟିରେ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ରାସ, ଜ୍ୱର ଏବଂ ଥକାପଣ ହୋଇପାରେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାରର ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଅସ୍ୱାଭାବିକ ହେମୋଗ୍ଲୋବିନର ଅମ୍ଳଜାନ ବହନ କରିବା କ୍ଷମତାକୁ ଉନ୍ନତ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୩]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଭୋକ୍ସେଲୋଟୋର ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ୨୦୧୬ ମସିହାର ଏହାକୁ ଅନାଥ ନାମ (orphan designation) ଦିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୦,୧୦୦ ଡଲାର ଖର୍ଚ୍ଚ ହେଉଥିଲା ।[୪]
ଆଧାର
[ସମ୍ପାଦନା]- 1 2 3 4 5 6 "Voxelotor Monograph for Professionals". Drugs.com (in ଇଂରାଜୀ). Retrieved 16 September 2021.
- ↑ "Voxelotor (Oxbryta) Use During Pregnancy". Drugs.com (in ଇଂରାଜୀ). Archived from the original on 21 September 2020. Retrieved 16 September 2021.
- 1 2 "EU/3/16/1769: 2-hydroxy-6-((2-(1-isopropyl-1H-pyrazol-5-yl)pyridin-3-yl)methoxy)benzaldehyde (voxelotor)". Archived from the original on 22 September 2021. Retrieved 16 September 2021.
- ↑ "Oxbryta Prices, Coupons & Savings Tips - GoodRx". GoodRx. Archived from the original on 26 January 2021. Retrieved 16 September 2021.