ଭୋକ୍ସେଲୋଟୋର

ଉଇକିପିଡ଼ିଆ‌ରୁ
ଭୋକ୍ସେଲୋଟୋର
Clinical data
Trade namesOxbryta
SynonymsGBT440, GBT-440
AHFS/Drugs.commonograph
MedlinePlusa620011
data
Routes of
administration
By mouth
Legal status
Legal status
Identifiers
  • 2-Hydroxy-6-{[2-(1-isopropyl-1H-pyrazol-5-yl)-3-pyridinyl]methoxy}benzaldehyde
Chemical and physical data
FormulaC19H19N3O3
Molar mass୩୩୭.୩୮ g·mol−1
3D model (JSmol)
  • CC(C)N1C(=CC=N1)C2=C(C=CC=N2)COC3=CC=CC(=C3C=O)O
  • InChI=1S/C19H19N3O3/c1-13(2)22-16(8-10-21-22)19-14(5-4-9-20-19)12-25-18-7-3-6-17(24)15(18)11-23/h3-11,13,24H,12H2,1-2H3
  • Key:FWCVZAQENIZVMY-UHFFFAOYSA-N

ଭୋକ୍ସେଲୋଟୋର (ଇଂରାଜୀ ଭାଷାରେ Voxelotor), ଅକ୍ସବ୍ରାଇଟା ଏକ ବେପାର ନାମ, ହେଉଛି ସିକ୍ଲ ସେଲ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୧] ପ୍ରମାଣ ଦର୍ଶାଏ ଯେ ଏହା ହେମୋଗ୍ଲୋବିନ୍ ସ୍ତରକୁ ଉନ୍ନତ କରିଥାଏ; ତଥାପି ସାମଗ୍ରିକ ଲାଭ ୨୦୨୧ ସୁଦ୍ଧା ଅସ୍ପଷ୍ଟ ଅଟେ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ପେଟ ଯନ୍ତ୍ରଣା, ରାସ, ଜ୍ୱର ଏବଂ ଥକାପଣ ହୋଇପାରେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାରର ସୁରକ୍ଷା ଅସ୍ପଷ୍ଟ ଅଟେ ।[୨] ଅସ୍ୱାଭାବିକ ହେମୋଗ୍ଲୋବିନର ଅମ୍ଳଜାନ ବହନ କରିବା କ୍ଷମତାକୁ ଉନ୍ନତ କରି ଏହା କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[୩]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଭୋକ୍ସେଲୋଟୋର ଅନୁମୋଦିତ ହୋଇଥିଲା ।[୧] ୟୁରୋପରେ ୨୦୧୬ ମସିହାର ଏହାକୁ ଅନାଥ ନାମ (orphan designation) ଦିଆଯାଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ଏହା ପିଛା ୨୦୨୧ ସୁଦ୍ଧା ମାସକୁ ପ୍ରାୟ ୧୦,୧୦୦ ଡଲାର ଖର୍ଚ୍ଚ ହେଉଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Voxelotor Monograph for Professionals". Drugs.com (in ଇଂରାଜୀ). Retrieved 16 September 2021.
  2. "Voxelotor (Oxbryta) Use During Pregnancy". Drugs.com (in ଇଂରାଜୀ). Archived from the original on 21 September 2020. Retrieved 16 September 2021.
  3. ୩.୦ ୩.୧ "EU/3/16/1769: 2-hydroxy-6-((2-(1-isopropyl-1H-pyrazol-5-yl)pyridin-3-yl)methoxy)benzaldehyde (voxelotor)". Archived from the original on 22 September 2021. Retrieved 16 September 2021.
  4. "Oxbryta Prices, Coupons & Savings Tips - GoodRx". GoodRx. Archived from the original on 26 January 2021. Retrieved 16 September 2021.