Jump to content

ଟୋପୋଟେକାନ

ଉଇକିପିଡ଼ିଆ‌ରୁ
(Topotecanରୁ ଲେଉଟି ଆସିଛି)
ଟୋପୋଟେକାନ
Clinical data
Trade namesHycamtin, Potactasol
AHFS/Drugs.commonograph
MedlinePlusa610007
data
Pregnancy
category
  • AU: D
    Routes of
    administration
    Intravenous infusion, by mouth (capsules)
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • EU: Rx-only
    Pharmacokinetic data
    Bioavailability31.4 % in humans[][]
    Protein binding35%
    MetabolismLiver
    Elimination half-life2–3 hours
    ExcretionKidney
    Identifiers
    • (S)-10-[(dimethylamino)methyl]-4-ethyl-4,9-dihydroxy-1H-pyrano[3',4':6,7]indolizino[1,2-b]quinoline-3,14(4H,12H)-dione monohydrochloride
    ECHA InfoCard100.213.372 Edit this at Wikidata
    Chemical and physical data
    FormulaC23H23N3O5
    Molar mass୪୨୧.୪୫ g·mol−1
    3D model (JSmol)
    • O=C\1N4\C(=C/C2=C/1COC(=O)[C@]2(O)CC)c3nc5c(cc3C4)c(c(O)cc5)CN(C)C
    • InChI=1S/C23H23N3O5/c1-4-23(30)16-8-18-20-12(9-26(18)21(28)15(16)11-31-22(23)29)7-13-14(10-25(2)3)19(27)6-5-17(13)24-20/h5-8,27,30H,4,9-11H2,1-3H3/t23-/m0/s1 checkY
    • Key:UCFGDBYHRUNTLO-QHCPKHFHSA-N checkY
      (verify)

    ଟୋପୋଟେକାନ (ଇଂରାଜୀ ଭାଷାରେ Topotecan), ଅନ୍ୟମାନଙ୍କ ମଧ୍ୟରେ ହାଇକାମ୍ଟିନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓଭାରି କର୍କଟ, ଗର୍ଭାଶୟ ଗ୍ରୀବା କର୍କଟ ଏବଂ ଫୁସଫୁସ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[] ଏହା ପାଟିରେ ଦିଆଯାଏ କିମ୍ବା ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[] []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, କମ ପ୍ଲାଟେଲେଟ୍, ଜ୍ୱର, ସ୍ୱଳ୍ପ ଲାଲ ରକ୍ତ କଣିକା, ବାନ୍ତି, ତରଳ ଝାଡ଼ା, ପାଟି ଘା ଏବଂ କେଶହାନୀ ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଟପୋଆଇସୋମେରେଜ ଇନହିବିଟର ଏବଂ ଡିଏନ୍ଏ ତିଆରି କରିବାର କୋଷଗୁଡ଼ିକର କ୍ଷମତାରେ ହସ୍ତକ୍ଷେପ କରି କାର୍ଯ୍ୟକ୍ଷମ ହୁଏ ।[]

    ୧୯୯୬ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟପୋଟେକାନ୍ ଅନୁମୋଦିତ ହୋଇଥିଲା ।[] [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ୨୦୨୧ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ପାଇଁ ୪ ମିଗ୍ରା ବିଶିଷ୍ଟ ଇଞ୍ଜେକସନ ପାଇଁ ଏହାର ମୂଲ୍ୟ ପ୍ରାୟ ୧୨୭ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ୦.୨୫ ମିଗ୍ରା ବିଶିଷ୍ଟ ୧୦ଟି ବଟିକାର ମୂଲ୍ୟ ପ୍ରାୟ ୭୫ ପାଉଣ୍ଡ ଥିଲା ।[]

    1. Léger F, Loos WJ, Bugat R, Mathijssen RH, Goffinet M, Verweij J, et al. (December 2004). "Mechanism-based models for topotecan-induced neutropenia". Clinical Pharmacology and Therapeutics. 76 (6): 567–78. doi:10.1016/j.clpt.2004.08.008. PMID 15592328. S2CID 37527965.
    2. Gelderblom H, Loos WJ, Sissung TM, Burger H, Nooter K, Soepenberg O, et al. (July 2004). "Effect of ABCG2 genotype and mRNA expression on the bioavailability of topotecan". Journal of Clinical Oncology. 22 (14 suppl): 2015. doi:10.1200/jco.2004.22.90140.2015. PMID 28015603.
    3. 1 2 3 4 5 "Hycamtin". Archived from the original on 26 February 2021. Retrieved 8 October 2021.
    4. 1 2 3 4 "Topotecan Monograph for Professionals". Drugs.com (in ଇଂରାଜୀ). Archived from the original on 25 January 2021. Retrieved 8 October 2021.
    5. 1 2 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 979. ISBN 978-0-85711-369-6.{{cite book}}: CS1 maint: date format (link)
    6. "Topotecan Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 February 2021. Retrieved 8 October 2021.