ତେନାଲି
ଦେଖଣା
(Tenaliରୁ ଲେଉଟି ଆସିଛି)
Tenali
తెనాలి | |
---|---|
Nickname: Andhra Paris | |
ଦେଶ | India |
State | Andhra Pradesh |
ଜିଲ୍ଲା | Guntur |
Mandal | Guntur |
Government | |
• Type | Municipal council |
• Body | Tenali Municipality APCRDA |
• MLA | Alapati Rajendra Prasad (Telugu Desam Party) |
• Municipal commissioner | P.Shakuntala |
Area | |
• ସମୁଦାୟ | 15.11 km2 (5.83 sq mi) |
• Rank | 21st |
Elevation | 15 m (49 ft) |
Population (2011)[୧] | |
• Total | ୧,୬୪,୯୩୭ |
• Rank | 17th |
• Density | 11,000/km2 (28,000/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
PIN | 522201 / 2 |
ଯାନବାହାନ ପଞ୍ଚୀକରଣ | AP–07 |
Lok Sabha constituency | Guntur |
Assembly constituency | Tenali |
ତେନାଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ତେନାଲି ୧୬.୨୩୭୫ ଉତ୍ତର ଅକ୍ଷାଂଶ ଓ ୮୦.୬୪୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେନାଲି ସହରର ମୋଟ ଜନସଂଖ୍ୟା ୧୪୯୮୩୯ ଅଟେ ।[୩] ସେଥି ମଧ୍ୟରୁ ୪୯.୯୭% ଜଣ ପରୁଷ ହୋଇଥିବା ବେଳେ ୫୦.୦୩% ଜଣ ନାରୀ ଅଟନ୍ତି । ତେନାଲିର ସାକ୍ଷରତା ହାର ୬୬.୭୦% ଅଟେ । ଏହା ଜାତୀୟ ହାରଠାରୁ ୧.୮୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୦୧% ପ୍ରତିଶତ ପୁରୁଷ ଓ ୩୦.୬୯% ନାରୀ ଅଟନ୍ତି । ୯.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ତେଲୁଗୁ ତେନାଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ "District Census Handbook - Guntur" (PDF). Census of India. pp. 14, 46. Retrieved 28 August 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.