Jump to content

ତେନାଲି

ଉଇକିପିଡ଼ିଆ‌ରୁ
Tenali
తెనాలి
Tenali Railway Station West Booking office
Tenali Railway Station West Booking office
Nickname: 
Andhra Paris
ଦେଶIndia
StateAndhra Pradesh
ଜିଲ୍ଲାGuntur
MandalGuntur
Government
  TypeMunicipal council
  BodyTenali Municipality
APCRDA
  MLAAlapati Rajendra Prasad (Telugu Desam Party)
  Municipal commissionerP.Shakuntala
Area
  ସମୁଦାୟ15.11 km2 (5.83 sq mi)
  Rank21st
Elevation
15 m (49 ft)
Population
 (2011)[]
  Total୧,୬୪,୯୩୭
  Rank17th
  Density11,000/km2 (28,000/sq mi)
ଭାଷା
  ସରକାରୀTelugu
Time zoneUTC+5:30 (IST)
PIN
522201 / 2
ଯାନବାହାନ ପଞ୍ଚୀକରଣAP–07
Lok Sabha constituencyGuntur
Assembly constituencyTenali

ତେନାଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ତେନାଲି ୧୬.୨୩୭୫ ଉତ୍ତର ଅକ୍ଷାଂଶ ଓ ୮୦.୬୪୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେନାଲି ସହରର ମୋଟ ଜନସଂଖ୍ୟା ୧୪୯୮୩୯ ଅଟେ ।[] ସେଥି ମଧ୍ୟରୁ ୪୯.୯୭% ଜଣ ପରୁଷ ହୋଇଥିବା ବେଳେ ୫୦.୦୩% ଜଣ ନାରୀ ଅଟନ୍ତି । ତେନାଲିର ସାକ୍ଷରତା ହାର ୬୬.୭୦% ଅଟେ । ଏହା ଜାତୀୟ ହାରଠାରୁ ୧.୮୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୦୧% ପ୍ରତିଶତ ପୁରୁଷ ଓ ୩୦.୬୯% ନାରୀ ଅଟନ୍ତି । ୯.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ତେଲୁଗୁ ତେନାଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. 1 2 "District Census Handbook - Guntur" (PDF). Census of India. pp. 14, 46. Retrieved 28 August 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. 1 2 "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]