ତେନାଲି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Tenali
తెనాలి
Tenali Railway Station West Booking office
Tenali Railway Station West Booking office
Nickname: 
Andhra Paris
ଦେଶIndia
StateAndhra Pradesh
ଜିଲ୍ଲାGuntur
MandalGuntur
Government
 • TypeMunicipal council
 • BodyTenali Municipality
APCRDA
 • MLAAlapati Rajendra Prasad (Telugu Desam Party)
 • Municipal commissionerP.Shakuntala
Area
 • ସମୁଦାୟ15.11 km2 (5.83 sq mi)
 • Rank21st
Elevation
15 m (49 ft)
Population
 (2011)[୧]
 • Total୧,୬୪,୯୩୭
 • Rank17th
 • Density11,000/km2 (28,000/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
PIN
522201 / 2
ଯାନବାହାନ ପଞ୍ଚୀକରଣAP–07
Lok Sabha constituencyGuntur
Assembly constituencyTenali

ତେନାଲି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ତେନାଲି ୧୬.୨୩୭୫ ଉତ୍ତର ଅକ୍ଷାଂଶ ଓ ୮୦.୬୪୭୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୫୨ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ତେନାଲି ସହରର ମୋଟ ଜନସଂଖ୍ୟା ୧୪୯୮୩୯ ଅଟେ ।[୩] ସେଥି ମଧ୍ୟରୁ ୪୯.୯୭% ଜଣ ପରୁଷ ହୋଇଥିବା ବେଳେ ୫୦.୦୩% ଜଣ ନାରୀ ଅଟନ୍ତି । ତେନାଲିର ସାକ୍ଷରତା ହାର ୬୬.୭୦% ଅଟେ । ଏହା ଜାତୀୟ ହାରଠାରୁ ୧.୮୬% ପ୍ରତିଶତ କମ ଅଟେ । ସେଥିରୁ ୩୬.୦୧% ପ୍ରତିଶତ ପୁରୁଷ ଓ ୩୦.୬୯% ନାରୀ ଅଟନ୍ତି । ୯.୯୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ତେଲୁଗୁ ତେନାଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "District Census Handbook - Guntur" (PDF). Census of India. pp. 14, 46. Retrieved 28 August 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]