ଟେମିଂକ୍ ନୁକୁରି ପକ୍ଷୀ

ଉଇକିପିଡ଼ିଆ‌ରୁ
(Temminck's courserରୁ ଲେଉଟି ଆସିଛି)

ଟେମିଂକ୍ ନୁକୁରି ପକ୍ଷୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Glareolidae
Genus: Cursorius
ଜାତି: C. temminckii
ବାଇନୋମିଆଲ ନାମ
Cursorius temminckii
ୱିଲିୟମ୍ ଜନ୍ ସ୍ୱୈନ୍ସନ୍, ୧୮୨୨

ଟେମିଂକ୍ ନୁକୁରି ପକ୍ଷୀ (ଇଂରାଜୀରେ Temminck's courser, ଜୀବବିଜ୍ଞାନ ନାମ Cursorius temminckii) ନୁକୁରି ପକ୍ଷୀ ପରିବାର ଗ୍ଲେରିଓଲିଡାଏର ଏକ ସଦସ୍ୟ ପକ୍ଷୀ । ଆଫ୍ରିକାର ଉପ-ସାହାରା ଅଞ୍ଚଳରେ ଏହି ୱେଡର୍ ବର୍ଗୀକୃତ ପକ୍ଷୀମାନଙ୍କୁ ଦେଖିବାକୁ ମିଳେ । ଆଫ୍ରିକୀୟ ସାଭାନ୍ନା ତୃଣଭୂମିର ପୋଡ଼ା ଯାଇଥିବା ବୁଦା ଓ ଘାସ ମଧ୍ୟରେ ଏହି ପକ୍ଷୀ ନିଜର ଗାଢ଼ ପାଉଁଶିଆ ରଙ୍ଗର ଅଣ୍ଡା ଦେବା ଲକ୍ଷ୍ୟ କରାଯାଇଛି ।[୨][୩][୪]

ଉପପ୍ରଜାତି ସମୂହ[ସମ୍ପାଦନା]

ଟେମିଂକ୍ ନୁକୁରି ପକ୍ଷୀର ତିନୋଟି ଉପପ୍ରଜାତି ରହିଛନ୍ତି ।[୫]

  • କର୍ସୋରିୟସ୍ ଟେମିଂକି ଟେମିଂକି (C. t. temminckii), (ୱିଲିୟମ୍ ଜନ୍ ସ୍ୱୈନ୍ସନ୍, ୧୮୨୨) ଉପପ୍ରଜାତି : ସେନେଗାଲରୁ ନେଇ ଇଥିଓପିଆ, କେନିଆ ଓ ଉତ୍ତର ତାଞ୍ଜାନିଆ
  • କର୍ସୋରିୟସ୍ ଟେମିଂକି ରୁଭାନେନ୍ସିସ୍ (C. t. ruvanensis), (ଗ୍ୟୁଲା ମାଦାରଜ୍, ୧୯୧୫) ଉପପ୍ରଜାତି : ଦକ୍ଷିଣ ତାଞ୍ଜାନିଆରୁ ନେଇ ଅଂଗୋଲା, ମୋଜାମ୍ବିକ୍ ଓ ଉତ୍ତର-ପୂର୍ବ ଦକ୍ଷିଣ ଆଫ୍ରିକା
  • କର୍ସୋରିୟସ୍ ଟେମିଂକି ଏରିଡସ୍ (C. t. aridus), (ଫିଲିପ୍ କ୍ଲେନ୍ସି, ୧୯୮୯) ଉପପ୍ରଜାତି : ଉତ୍ତର ନାମିବିଆରୁ ନେଇ ପଶ୍ଚିମ ଜିମ୍ବାୱେ


ଏହି ନୁକୁରି ପକ୍ଷୀର ସାଧାରଣ ନାମ ଓ ଜୀବବିଜ୍ଞାନ ନାମରେ ରହିଥିବା “ଟେମିଂକ୍” ଶବ୍ଦ ପ୍ରସିଦ୍ଧ ଓଲନ୍ଦାଜ ପ୍ରକୃତିବିତ୍ କନ୍ରାଡ଼୍ ୟାକବ୍ ଟେମିଂକ୍‍ଙ୍କ ସମ୍ମାନରେ ରଖାଯାଇଛି ।[୬]

ଆଧାର[ସମ୍ପାଦନା]

  1. BirdLife International (2012). "Cursorius temminckii". Retrieved 26 November 2013. {{cite journal}}: Cite journal requires |journal= (help); Invalid |ref=harv (help)
  2. Johann Georg Goldammer; Cornelis De Ronde (2004). Wildland Fire Management Handbook for Sub-Sahara Africa. African Minds. pp. 82–. ISBN 978-1-919833-65-1.
  3. Frost, P. G. H. (1984). "The Responses and Survival of Organisms in Fire-Prone Environments". Ecological Effects of Fire in South African Ecosystems. Ecological Studies. Vol. 48. pp. 273–309. doi:10.1007/978-3-642-69805-7_13. ISBN 978-3-642-69807-1. ISSN 0070-8356.
  4. Engelbrecht, G.D. (2001). "First record of the fledging period of Temminck's Courser,Cursorius temminckii". Ostrich. 72 (1–2): 117–118. doi:10.2989/00306520109485296. ISSN 0030-6525. S2CID 88119355.
  5. Gill, Frank; Donsker, David, eds. (2019). "Sandpipers, snipes, coursers". World Bird List Version 9.2. International Ornithologists' Union. Retrieved 25 June 2019.
  6. Beolens, Bo; Watkins, Michael (2003). Whose Bird? Men and Women Commemorated in the Common Names of Birds. London: Christopher Helm. pp. 335–336.