Jump to content

ଟିନିଆସିସ

ଉଇକିପିଡ଼ିଆ‌ରୁ
(Taeniasisରୁ ଲେଉଟି ଆସିଛି)

 

Taeniasis
The life cycle of Taenia saginata, the beef tapeworm
ବିଭାଗInfectious disease
ଲକ୍ଷଣNone, weight loss, abdominal pain[]
କାରଣInfection with adult tapeworms[][]
ବିପଦ କାରକEating contaminated undercooked pork or beef[]
ରୋଗ ନିର୍ଣ୍ଣୟ ପଦ୍ଧତିExamination of stool samples[]
ପ୍ରତିକାରProperly cooking meat[]
ଚିକିତ୍ସାPraziquantel, niclosamide[]
ପୁନଃପୌନିକ50 million (with cysticercosis)[]

ଟିନିଆସିସ ଅନ୍ତନଳୀରେ ହେଉଥିବା ଏକ ରୋଗର ନାମ ଯାହା ଜେନସ ଅନ୍ତର୍ଗତ ଫିତାକୃମି ଯୋଗୁ ହୁଏ ।[] [] ସାଧାରଣତଃ ଏହି ରୋଗରେ କୋଣସି ଲକ୍ଷଣ ନଥାଏ ବା କେବଳ ସାମାନ୍ୟ ଲକ୍ଷଣ ଦେଖାଯାଏ | [] ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ହ୍ରାସ କିମ୍ବା ଉଦର ଯନ୍ତ୍ରଣା ହୋଇପାରେ | [] ମଳରେ ଫିତାକୃମିର କୌଣସି ଅଂଶ ଦେଖାଯାଇପାରେ | [] ଘୁଷୁରି ଫିତାକୃମି ଥିଲେ ରୋଗ ଜଟିଳ ହୋଇ ସିଷ୍ଟିସର୍କୋସିସ ହୋଇପାରେ ।[]

ମଣିଷର ଅନ୍ତନଳୀରେ ଏହି ସଂକ୍ରାମକ ରୋଗ ସୃଷ୍ଟିକାରୀ ଫିତାକୃମିମାନଙ୍କର ନାମ ଟିନିଆ ସାଜିନାଟା (ଘୁଷୁରି ଫିତାକୃମି) ଓ ଟିନିଆ ଏସିଆଟିକା (ଏସିଆ ଫିତାକୃମି) ଅଟେ | [] ପ୍ରଦୂଷିତ ଅସିଦ୍ଧ ଗୋମାଂସ ଖାଇବା ହେତୁ ଟିନିଆ ସାଜିନାଟା ଓ ପ୍ରଦୂଷିତ ଅସିଦ୍ଧ ଘୁଷୁରୀ ମାଂସ ଖାଇବା ହେତୁ ଟିନିଆ ସୋଲିଅମ ସମ୍ପର୍କୀୟ ରୋଗ ହୁଏ ।[] ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ।[]

ଉପ‌ଯୁକ୍ତ ଭାବରେ ମାଂସ ରାନ୍ଧିବାଦ୍ୱାରା ଏହି ରୋଗର ପ୍ରତିରୋଧ କରିହୁଏ | [] ପ୍ରାଜିକ୍ୱାଣ୍ଟେଲ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ ଯଦିଓ ନିକ୍ଲୋସାମାଇଡ ମଧ୍ୟ ବ୍ୟବହାର କରାଯାଇପାରେ।[] ସିଷ୍ଟିକେରୋସିସ୍ ସହିତ ମିଶି ଏହି ରୋଗ ସାରା ବିଶ୍ୱରେ ବର୍ଷକୁ ୫୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଥାଏ ।[] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ସାଧାରଣତଃ ଅଧିକ ଦେଖାଯାଏ।[] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରୟ ୧୦୦୦ରୁ କମ ରୋଗୀ ହୁଅନ୍ତି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "CDC - Taeniasis - General Information - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
  2. "CDC - Taeniasis". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
  3. "CDC - Taeniasis - Biology". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
  4. "CDC - Taeniasis - Diagnosis". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 17 December 2019.
  5. ୫.୦ ୫.୧ Griffiths, Jeffrey; Maguire, James H.; Heggenhougen, Kristian; Quah, Stella R. (2010). Public Health and Infectious Diseases (in ଇଂରାଜୀ). Elsevier. p. 216. ISBN 978-0-12-381507-1.
  6. ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2019Def ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. ଆଧାର ଭୁଲ: ଅଚଳ <ref> ଚିହ୍ନ; CDC2019Diag ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।