ଟିନିଆସିସ
Taeniasis | |
---|---|
ବିଭାଗ | Infectious disease |
ଲକ୍ଷଣ | None, weight loss, abdominal pain[୧] |
କାରଣ | Infection with adult tapeworms[୨][୩] |
ବିପଦ କାରକ | Eating contaminated undercooked pork or beef[୧] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination of stool samples[୪] |
ପ୍ରତିକାର | Properly cooking meat[୧] |
ଚିକିତ୍ସା | Praziquantel, niclosamide[୧] |
ପୁନଃପୌନିକ | 50 million (with cysticercosis)[୫] |
ଟିନିଆସିସ ଅନ୍ତନଳୀରେ ହେଉଥିବା ଏକ ରୋଗର ନାମ ଯାହା ଜେନସ ଅନ୍ତର୍ଗତ ଫିତାକୃମି ଯୋଗୁ ହୁଏ ।[୬] [୭] ସାଧାରଣତଃ ଏହି ରୋଗରେ କୋଣସି ଲକ୍ଷଣ ନଥାଏ ବା କେବଳ ସାମାନ୍ୟ ଲକ୍ଷଣ ଦେଖାଯାଏ | [୬] ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ହ୍ରାସ କିମ୍ବା ଉଦର ଯନ୍ତ୍ରଣା ହୋଇପାରେ | [୧] ମଳରେ ଫିତାକୃମିର କୌଣସି ଅଂଶ ଦେଖାଯାଇପାରେ | [୧] ଘୁଷୁରି ଫିତାକୃମି ଥିଲେ ରୋଗ ଜଟିଳ ହୋଇ ସିଷ୍ଟିସର୍କୋସିସ ହୋଇପାରେ ।[୧]
ମଣିଷର ଅନ୍ତନଳୀରେ ଏହି ସଂକ୍ରାମକ ରୋଗ ସୃଷ୍ଟିକାରୀ ଫିତାକୃମିମାନଙ୍କର ନାମ ଟିନିଆ ସାଜିନାଟା (ଘୁଷୁରି ଫିତାକୃମି) ଓ ଟିନିଆ ଏସିଆଟିକା (ଏସିଆ ଫିତାକୃମି) ଅଟେ | [୬] ପ୍ରଦୂଷିତ ଅସିଦ୍ଧ ଗୋମାଂସ ଖାଇବା ହେତୁ ଟିନିଆ ସାଜିନାଟା ଓ ପ୍ରଦୂଷିତ ଅସିଦ୍ଧ ଘୁଷୁରୀ ମାଂସ ଖାଇବା ହେତୁ ଟିନିଆ ସୋଲିଅମ ସମ୍ପର୍କୀୟ ରୋଗ ହୁଏ ।[୬] ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ।[୮]
ଉପଯୁକ୍ତ ଭାବରେ ମାଂସ ରାନ୍ଧିବାଦ୍ୱାରା ଏହି ରୋଗର ପ୍ରତିରୋଧ କରିହୁଏ | [୧] ପ୍ରାଜିକ୍ୱାଣ୍ଟେଲ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ ଯଦିଓ ନିକ୍ଲୋସାମାଇଡ ମଧ୍ୟ ବ୍ୟବହାର କରାଯାଇପାରେ।[୧] ସିଷ୍ଟିକେରୋସିସ୍ ସହିତ ମିଶି ଏହି ରୋଗ ସାରା ବିଶ୍ୱରେ ବର୍ଷକୁ ୫୦ ନିୟୁତ ଲୋକଙ୍କୁ ସଂକ୍ରମିତ କରିଥାଏ ।[୫] ବିକାଶଶୀଳ ଦେଶମାନଙ୍କରେ ଏହି ରୋଗ ସାଧାରଣତଃ ଅଧିକ ଦେଖାଯାଏ।[୧] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରୟ ୧୦୦୦ରୁ କମ ରୋଗୀ ହୁଅନ୍ତି ।[୧]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ "CDC - Taeniasis - General Information - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
- ↑ "CDC - Taeniasis". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
- ↑ "CDC - Taeniasis - Biology". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 16 December 2019.
- ↑ "CDC - Taeniasis - Diagnosis". www.cdc.gov (in ଆମେରିକୀୟ ଇଂରାଜୀ). 24 April 2019. Retrieved 17 December 2019.
- ↑ ୫.୦ ୫.୧ Griffiths, Jeffrey; Maguire, James H.; Heggenhougen, Kristian; Quah, Stella R. (2010). Public Health and Infectious Diseases (in ଇଂରାଜୀ). Elsevier. p. 216. ISBN 978-0-12-381507-1.
- ↑ ୬.୦ ୬.୧ ୬.୨ ୬.୩ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2019
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2019Def
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;CDC2019Diag
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।