Jump to content

ସଲଫାସେଟାମାଇଡ

ଉଇକିପିଡ଼ିଆ‌ରୁ
(Sulfacetamideରୁ ଲେଉଟି ଆସିଛି)
ସଲଫାସେଟାମାଇଡ
Clinical data
Trade namesBleph-10, Klaron, others
AHFS/Drugs.commonograph
MedlinePlusa601114
Pharmacokinetic data
Elimination half-life7 to 12.8 hours
Identifiers
  • N-[(4-aminophenyl)sulfonyl]acetamide
ECHA InfoCard100.005.128 Edit this at Wikidata
Chemical and physical data
FormulaC8H10N2O3S
Molar mass୨୧୪.୨୪ g·mol−1
3D model (JSmol)
Melting point182 to 184 °C (360 to 363 °F)
  • O=S(=O)(c1ccc(N)cc1)NC(=O)C
  • InChI=1S/C8H10N2O3S/c1-6(11)10-14(12,13)8-4-2-7(9)3-5-8/h2-5H,9H2,1H3,(H,10,11) checkY
  • Key:SKIVFJLNDNKQPD-UHFFFAOYSA-N checkY
  (verify)

ସଲଫାସେଟାମାଇଡ ହେଉଛି ଏକ ଆଣ୍ଟିବାୟୋଟିକ ଯାହା ନେତ୍ରାବରଣ ପ୍ରଦାହ (bacterial conjunctivitis), ବ୍ରଣ ଏବଂ ସେବୋରିକ ଡର୍ମାଟାଇଟିସ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ଟ୍ରାକୋମା ପାଇଁ ବ୍ୟବହୃତ ହୋଇଥିବାବେଳେ ପାଟିରେ ମଧ୍ୟ ଆଣ୍ଟିବାୟୋଟିକ୍ ଆବଶ୍ୟକ ।[] ଏହା ଚର୍ମରେ ପ୍ରୟୋଗ କରାଯାଏ, କିମ୍ବା ଆଖି ବୁନ୍ଦା କିମ୍ବା ଆଖି ମଲମ ଭାବରେ ମଧ୍ୟ ବ୍ୟବହୃତ ହୁଏ ।[] []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉତ୍ତେଜନା ଏବଂ ଫୋଡ଼ି ହେବା ଅନୁଭବ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଦୀର୍ଘ ସମୟ ବ୍ୟବହାର କଲେ କବକ ସଂକ୍ରମଣର ଆଶଙ୍କା ବଢ଼ିପାରେ ।[] ଏହା ଏକ ସଲଫୋନାମାଇଡ୍ ଶ୍ରେଣୀର ଔଷଧ ।[]

୧୯୪୬ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସଲଫାସେଟାମାଇଡ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୧୫ ମିଲି ବୋତଲ ଆଖି ବୁନ୍ଦା ପ୍ରାୟ ୨୦ ଡଲାର ହୋଇଥିବାବେଳେ ୨୦୨୧ ସୁଦ୍ଧା ୧୧୮ ମିଲି ବୋତଲ ଚର୍ମ ଲୋସନର ମୂଲ୍ୟ ପ୍ରାୟ ୫୦ ଡଲାର ଥିଲା ।[] []

  1. 1 2 3 4 5 6 7 8 "Sulfacetamide Monograph for Professionals". Drugs.com (in ଇଂରାଜୀ). Archived from the original on 30 September 2020. Retrieved 15 October 2021.
  2. 1 2 "Klaron medical facts from Drugs.com". Archived from the original on 2017-03-24. Retrieved 2021-02-24.
  3. "Sulfacetamide Prices, Coupons & Savings Tips - GoodRx". GoodRx. Retrieved 15 October 2021.
  4. "Sulfacetamide Prices, Coupons & Savings Tips - GoodRx". GoodRx. Retrieved 15 October 2021.