Jump to content

ଶ୍ରୀଜା ଚନ୍ଦ୍ରନ

ଉଇକିପିଡ଼ିଆ‌ରୁ
(Sreeja Chandranରୁ ଲେଉଟି ଆସିଛି)
ଶ୍ରୀଜା ଚନ୍ଦ୍ରନ
ଜନ୍ମ
ତିରୁବଲ୍ଲା, କେରଳ, ଭାରତ
ଅନ୍ୟ ନାମ
  • ମୀନାଟ୍‌ଚି
  • ଜୟା
  • ମାୟା
ବୃତ୍ତିସମୂହ
  • ଅଭିନେତ୍ରୀ
  • ନର୍ତ୍ତକୀ
ସକ୍ରିୟ ବର୍ଷ୨୦୦୧-ଏବେଯାଏଁ
ଉଲ୍ଲେଖନୀୟ କୃତି
  • ସରବନ୍ନାନ ମୀନାଟ୍‌ଚି
  • ମାପ୍ପିଲାଇ
ବୈବାହିକ-ସାଥୀ
ସେଣ୍ଟିଲ କୁମାର
(m. ୨୦୧୪)
ସନ୍ତାନ
YouTube information
ChannelsSenthil Sreeja Originals
Years active୨୦୦୭– ଏବେଯାଏଁ
Subscribers୩୧୯ ହଜାର
Total views୬୦.୧୪ ନିୟୁତ
100,000 subscribers ୨୦୨୨
Subscriber and view counts updated as of ୨୦ ମାର୍ଚ୍ଚ ୨୦୨୪.

ଶ୍ରୀଜା ଚନ୍ଦ୍ରନ ମାଲାୟଲମ ଓ ତାମିଲ ଭାଷାର ଦୂରଦର୍ଶନରେ କାମ କରୁଥିବା ଜଣେ ଭାରତୀୟ ଅଭିନେତ୍ରୀ । ଷ୍ଟାର୍ ବିଜୟରେ ପ୍ରସାରିତ ଧାରାବାହିକ ସରବନ୍ନାନ ମୀନାଟ୍‌ଚିରେ ମୀନାଟ୍‌ଚି ଭୂମିକାରେ ଅଭିନୟ କରିଥିଲେ ।[][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨ ଜୁଲାଇ ୨୦୧୪ରେ, ସେ ଅଭିନେତା ସେଣ୍ଟିଲ କୁମାରଙ୍କୁ ବିବାହ କରିଥିଲେ । ଉଭୟ ସରବନ୍ନାନ ମୀନାଟ୍‌ଚିରେ ସାଙ୍ଗରେ ଅଭିନୟ କରିଥିଲେ ।[] ୪ ଜାନୁଆରୀ ୨୦୨୩ରେ, ତାଙ୍କ ପୁଅ ଜନ୍ମ ହୋଇଥିଲା ।[][]

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧରାବାହିକ ଭୂମିକା ଚ୍ୟାନେଲ୍ ଭାଷା ମନ୍ତବ୍ୟ
ପକଲମଜା ସୂର୍ଯ୍ୟ ଟିଭି ମାଲାୟଲମ ପ୍ରଥମ ଅଭିନୟ
ଆମ୍ମାତାମ୍ବୁରାଟ୍ଟି ଏସିଆନେଟ୍
ଗାନ୍ଧାରବାୟମାମ
ବାଲାୟମ୍ ସୁନନ୍ଦା ଡିଡି ମାଲାୟଲମ
ବିକ୍ରମାଦିତ୍ୟାନ୍ ଏସିଆନେଟ୍
କାଜଚା ଡିଡି ମାଲାୟଲମ
ଡ୍ରାକୁଲା ଏସିଆନେଟ୍
ତୁଲାସିଧାଲମ୍ ଶ୍ରୀଜା ସୂର୍ଯ୍ୟ ଟିଭି
ମାନାସ୍ସାରିୟାତେ ଇନ୍ଦୁ
କଦମାଟ୍ଟାଟୁ କଥାନାର ସୁଭଦ୍ରାଙ୍କ ଝିଅ ଏସିଆନେଟ୍
ପ୍ରିୟମ୍ ଆଶା କାଇରାଲି ଟିଭି
ସ୍ନେହମ୍ ଶେଖରନ୍‌ଙ୍କ ଝିଅ ସୂର୍ଯ୍ୟ ଟିଭି
ସ୍ୱନ୍ଥମ୍ ସୁଚିତ୍ରା ଏସିଆନେଟ୍
ତାଲୋଲମ୍ ସୂର୍ଯ୍ୟ ଟିଭି
କୁଡୁମ୍ବିନି ଶ୍ୟାମା ଏସିଆନେଟ୍
ପାନ୍ଥଲାୟାନିୟିଲେକ୍କୁ ଓରୁ ୟାତ୍ରା ଅମ୍ରିତା ଟିଭି ଟେଲିଫିଲ୍ମ
ଅକ୍କାରେ ଇକ୍କାରେ ଏସିଆନେଟ୍
ପେନ୍ନିଣ୍ଟେ କଥା
କ୍ରିଷ୍ଣାଙ୍କ୍ରିପାସାଗରମ୍ ଦେବୀ ଲକ୍ଷ୍ମୀ
ବେଲାଙ୍କାନ୍ନି ମତାବୁ ରୈଚଲ ସୂର୍ଯ୍ୟ ଟିଭି
ନିର୍ମାଲ୍ୟମ୍ ମାୟା ଏସିଆନେଟ୍
ସ୍ୱାମୀ ଅୟପ୍ପାନ ଦେବୀ ଲକ୍ଷ୍ମୀ/ସୀତା
ଶ୍ରୀକ୍ରିଷ୍ଣାଲୀଳା ଦେବୀ ଲକ୍ଷ୍ମୀ
ମଦୁରାଇ ମୀନାଟ୍‌ଚି ଷ୍ଟାର୍ ବିଜୟ ତାମିଲ ପ୍ରଥମ ତାମିଲ ଅଭିନୟ
ମଣିକୁଣ୍ଡୁ ପ୍ରୀତି ସନ୍ ଟିଭି
ଶ୍ରୀମାହଭାଗବତମ୍ ଦେବୀ ଲକ୍ଷ୍ମୀ ଏସିଆନେଟ୍ ମାଲାୟଲମ
ପକାଲମଜା ଅମ୍ରିତା ଟିଭି
କନାମରାୟାତୁ କାଇରାଲି ଟିଭି
ଦେବିମହାତ୍ମ୍ୟମ୍ ଦେବୀ ଲକ୍ଷ୍ମୀ/ସୁକନ୍ୟା ଏସିଆନେଟ୍
ଆଦିପରଶକ୍ତି ଦେବୀ ସୂର୍ଯ୍ୟ ଟିଭି
ମଟ୍ଟୋରୁବାଲ
ସ୍ୱାମିୟା ସରଣାମୟପ୍ପା Parvathy
ମୀରା ମୀରା ଷ୍ଟାର୍ ବିଜୟ ତାମିଲ
ମୁଣ୍ଡାନାଇ ମୁଡିଚୁ ତାମିଲରାଶି ସନ୍ ଟିଭି
ଶ୍ରୀକ୍ରିଷ୍ଣନ ମୀରା ସୂର୍ଯ୍ୟ ଟିଭି ମାଲାୟଲମ
ନୀଳା ମିନାଟ୍‌ଚି କଲାଇଙ୍ଗର ତାମିଲ
ସରବନ୍ନାନ ମୀନାଟ୍‌ଚି ସିଜନ୍ ୧ ଷ୍ଟାର୍ ବିଜୟ
ମାପିଲ୍ଲାଇ

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ଆଧାର
୨୦୧୭ କଲ୍ୟାଣଂ କଣ୍ଡିସନ୍‌ସ୍ ଆପ୍ଲାଏ ଶ୍ରୀଜା []
୨୦୧୯ ହିଅର୍ ଟୁ ହାର୍ଟ
୨୦୨୦ କଲ୍ୟାଣଂ କଣ୍ଡିସନ୍‌ସ୍ ଆପ୍ଲାଏ (ସିଜିନ୍ ୨) []
୨୦୨୧ କଲ୍ୟାଣଂ କଣ୍ଡିସନ୍‌ସ୍ ଆପ୍ଲାଏ (ସିଜିନ୍ ୨) []

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଚରିତ୍ର ଭାଷା ମନ୍ତବ୍ୟ
୧୯୯୫ କଥାପୁରୁଷାନ୍ ଶିଶୁ କଳାକାର ମାଲାୟଲମ
୨୦୦୧ ପୁଲାରବୀଟ୍ଟମ୍ ରଥ
୨୦୦୨ କ୍ରିଷ୍ଣା ଗୋପାଳକ୍ରିଷ୍ଣା ରାଧା
ବାଲକାଣ୍ଡି ଅସ୍ୱଥି
୨୦୦୩ ଷୋଧରନ ସହଦେବନ ୟମୁନା
୨୦୦୬ ପାକଲ ମେର୍ଲିନ
ବଡକ୍କୁମନାଧନ ଲକ୍ଷ୍ମୀ
ଭରଗବଚରିତମ୍ ମୂନଂ କାଣ୍ଡମ୍
୨୦୦୮ ଆଣ୍ଡବନ୍
ଶ୍ରୀ ଦୁର୍ଗାମ୍ବା (ଆଲ୍‌ବମ୍‌) ଦେବୀ ଦୁର୍ଗା
୨୦୧୪ ବେନ୍ନିଲା ବୀଦୁ ନିଜେ ତାମିଲ
  1. ୧.୦ ୧.୧ Rao, Subha J (8 July 2014). "Reel turns real". The Hindu. The Hindu Group. Retrieved 11 July 2014.
  2. "Saravanan and Meenakshi married in real life too". Jul 10, 2014. The Times of India. Retrieved 27 July 2014.
  3. "Mirchi Senthil & actress Sreeja blessed with a baby boy". The Times of India. 2023-01-06. ISSN 0971-8257. Retrieved 2024-02-15.
  4. 1st time Sharing our Son’s Picture to our YT family | Naming Ceremony | Senthil Sreeja Originals (in ଇଂରାଜୀ), retrieved 2024-02-15
  5. undefined. "மீண்டும் 'கல்யாணத்தில்' இணைந்த செந்தில், ஸ்ரீஜா...!". Asianet News Network Pvt Ltd (in ତାମିଲ୍). Retrieved 2023-11-29.
  6. "Kalyanam Conditions Apply 2.0 - An MX Original Series - Official Trailer | Entertainment - Times of India Videos". The Times of India (in ଇଂରାଜୀ). Retrieved 2023-11-29.
  7. Bureau, MN4U (2021-03-19). "Mirchi Originals launches the third season of 'Kalyanam: Conditions Apply' web series". MediaNews4U (in ଆମେରିକୀୟ ଇଂରାଜୀ). Retrieved 2023-11-29.{{cite web}}: CS1 maint: numeric names: authors list (link)

ବାହାର ଲିଙ୍କ୍

[ସମ୍ପାଦନା]