ଶ୍ରୀଜା ଚନ୍ଦ୍ରନ
ଦେଖଣା
ଶ୍ରୀଜା ଚନ୍ଦ୍ରନ | |||||||
|---|---|---|---|---|---|---|---|
| ଜନ୍ମ | ତିରୁବଲ୍ଲା, କେରଳ, ଭାରତ | ||||||
| ଅନ୍ୟ ନାମ |
| ||||||
| ବୃତ୍ତିସମୂହ |
| ||||||
| ସକ୍ରିୟ ବର୍ଷ | ୨୦୦୧-ଏବେଯାଏଁ | ||||||
| ଉଲ୍ଲେଖନୀୟ କୃତି |
| ||||||
| ବୈବାହିକ-ସାଥୀ |
ସେଣ୍ଟିଲ କୁମାର (m. ୨୦୧୪) | ||||||
| ସନ୍ତାନ | ୧ | ||||||
| YouTube information | |||||||
| Channels | Senthil Sreeja Originals | ||||||
| Years active | ୨୦୦୭– ଏବେଯାଏଁ | ||||||
| Subscribers | ୩୧୯ ହଜାର | ||||||
| Total views | ୬୦.୧୪ ନିୟୁତ | ||||||
| |||||||
| Subscriber and view counts updated as of ୨୦ ମାର୍ଚ୍ଚ ୨୦୨୪. | |||||||
ଶ୍ରୀଜା ଚନ୍ଦ୍ରନ ମାଲାୟଲମ ଓ ତାମିଲ ଭାଷାର ଦୂରଦର୍ଶନରେ କାମ କରୁଥିବା ଜଣେ ଭାରତୀୟ ଅଭିନେତ୍ରୀ । ଷ୍ଟାର୍ ବିଜୟରେ ପ୍ରସାରିତ ଧାରାବାହିକ ସରବନ୍ନାନ ମୀନାଟ୍ଚିରେ ମୀନାଟ୍ଚି ଭୂମିକାରେ ଅଭିନୟ କରିଥିଲେ ।[୧][୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]୨ ଜୁଲାଇ ୨୦୧୪ରେ, ସେ ଅଭିନେତା ସେଣ୍ଟିଲ କୁମାରଙ୍କୁ ବିବାହ କରିଥିଲେ । ଉଭୟ ସରବନ୍ନାନ ମୀନାଟ୍ଚିରେ ସାଙ୍ଗରେ ଅଭିନୟ କରିଥିଲେ ।[୧] ୪ ଜାନୁଆରୀ ୨୦୨୩ରେ, ତାଙ୍କ ପୁଅ ଜନ୍ମ ହୋଇଥିଲା ।[୩][୪]
ଅଭିନୀତ ଧାରାବାହିକ
[ସମ୍ପାଦନା]| ଧରାବାହିକ | ଭୂମିକା | ଚ୍ୟାନେଲ୍ | ଭାଷା | ମନ୍ତବ୍ୟ |
|---|---|---|---|---|
| ପକଲମଜା | ସୂର୍ଯ୍ୟ ଟିଭି | ମାଲାୟଲମ | ପ୍ରଥମ ଅଭିନୟ | |
| ଆମ୍ମାତାମ୍ବୁରାଟ୍ଟି | ଏସିଆନେଟ୍ | |||
| ଗାନ୍ଧାରବାୟମାମ | ||||
| ବାଲାୟମ୍ | ସୁନନ୍ଦା | ଡିଡି ମାଲାୟଲମ | ||
| ବିକ୍ରମାଦିତ୍ୟାନ୍ | ଏସିଆନେଟ୍ | |||
| କାଜଚା | ଡିଡି ମାଲାୟଲମ | |||
| ଡ୍ରାକୁଲା | ଏସିଆନେଟ୍ | |||
| ତୁଲାସିଧାଲମ୍ | ଶ୍ରୀଜା | ସୂର୍ଯ୍ୟ ଟିଭି | ||
| ମାନାସ୍ସାରିୟାତେ | ଇନ୍ଦୁ | |||
| କଦମାଟ୍ଟାଟୁ କଥାନାର | ସୁଭଦ୍ରାଙ୍କ ଝିଅ | ଏସିଆନେଟ୍ | ||
| ପ୍ରିୟମ୍ | ଆଶା | କାଇରାଲି ଟିଭି | ||
| ସ୍ନେହମ୍ | ଶେଖରନ୍ଙ୍କ ଝିଅ | ସୂର୍ଯ୍ୟ ଟିଭି | ||
| ସ୍ୱନ୍ଥମ୍ | ସୁଚିତ୍ରା | ଏସିଆନେଟ୍ | ||
| ତାଲୋଲମ୍ | ସୂର୍ଯ୍ୟ ଟିଭି | |||
| କୁଡୁମ୍ବିନି | ଶ୍ୟାମା | ଏସିଆନେଟ୍ | ||
| ପାନ୍ଥଲାୟାନିୟିଲେକ୍କୁ ଓରୁ ୟାତ୍ରା | ଅମ୍ରିତା ଟିଭି | ଟେଲିଫିଲ୍ମ | ||
| ଅକ୍କାରେ ଇକ୍କାରେ | ଏସିଆନେଟ୍ | |||
| ପେନ୍ନିଣ୍ଟେ କଥା | ||||
| କ୍ରିଷ୍ଣାଙ୍କ୍ରିପାସାଗରମ୍ | ଦେବୀ ଲକ୍ଷ୍ମୀ | |||
| ବେଲାଙ୍କାନ୍ନି ମତାବୁ | ରୈଚଲ | ସୂର୍ଯ୍ୟ ଟିଭି | ||
| ନିର୍ମାଲ୍ୟମ୍ | ମାୟା | ଏସିଆନେଟ୍ | ||
| ସ୍ୱାମୀ ଅୟପ୍ପାନ | ଦେବୀ ଲକ୍ଷ୍ମୀ/ସୀତା | |||
| ଶ୍ରୀକ୍ରିଷ୍ଣାଲୀଳା | ଦେବୀ ଲକ୍ଷ୍ମୀ | |||
| ମଦୁରାଇ | ମୀନାଟ୍ଚି | ଷ୍ଟାର୍ ବିଜୟ | ତାମିଲ | ପ୍ରଥମ ତାମିଲ ଅଭିନୟ |
| ମଣିକୁଣ୍ଡୁ | ପ୍ରୀତି | ସନ୍ ଟିଭି | ||
| ଶ୍ରୀମାହଭାଗବତମ୍ | ଦେବୀ ଲକ୍ଷ୍ମୀ | ଏସିଆନେଟ୍ | ମାଲାୟଲମ | |
| ପକାଲମଜା | ଅମ୍ରିତା ଟିଭି | |||
| କନାମରାୟାତୁ | କାଇରାଲି ଟିଭି | |||
| ଦେବିମହାତ୍ମ୍ୟମ୍ | ଦେବୀ ଲକ୍ଷ୍ମୀ/ସୁକନ୍ୟା | ଏସିଆନେଟ୍ | ||
| ଆଦିପରଶକ୍ତି | ଦେବୀ | ସୂର୍ଯ୍ୟ ଟିଭି | ||
| ମଟ୍ଟୋରୁବାଲ | ||||
| ସ୍ୱାମିୟା ସରଣାମୟପ୍ପା | Parvathy | |||
| ମୀରା | ମୀରା | ଷ୍ଟାର୍ ବିଜୟ | ତାମିଲ | |
| ମୁଣ୍ଡାନାଇ ମୁଡିଚୁ | ତାମିଲରାଶି | ସନ୍ ଟିଭି | ||
| ଶ୍ରୀକ୍ରିଷ୍ଣନ | ମୀରା | ସୂର୍ଯ୍ୟ ଟିଭି | ମାଲାୟଲମ | |
| ନୀଳା | ମିନାଟ୍ଚି | କଲାଇଙ୍ଗର | ତାମିଲ | |
| ସରବନ୍ନାନ ମୀନାଟ୍ଚି ସିଜନ୍ ୧ | ଷ୍ଟାର୍ ବିଜୟ | |||
| ମାପିଲ୍ଲାଇ |
ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍ | ଭୂମିକା | ଆଧାର |
|---|---|---|---|
| ୨୦୧୭ | କଲ୍ୟାଣଂ କଣ୍ଡିସନ୍ସ୍ ଆପ୍ଲାଏ | ଶ୍ରୀଜା | [୫] |
| ୨୦୧୯ | ହିଅର୍ ଟୁ ହାର୍ଟ | ||
| ୨୦୨୦ | କଲ୍ୟାଣଂ କଣ୍ଡିସନ୍ସ୍ ଆପ୍ଲାଏ (ସିଜିନ୍ ୨) | [୬] | |
| ୨୦୨୧ | କଲ୍ୟାଣଂ କଣ୍ଡିସନ୍ସ୍ ଆପ୍ଲାଏ (ସିଜିନ୍ ୨) | [୭] |
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଚରିତ୍ର | ଭାଷା | ମନ୍ତବ୍ୟ |
|---|---|---|---|---|
| ୧୯୯୫ | କଥାପୁରୁଷାନ୍ | ଶିଶୁ କଳାକାର | ମାଲାୟଲମ | |
| ୨୦୦୧ | ପୁଲାରବୀଟ୍ଟମ୍ | ରଥ | ||
| ୨୦୦୨ | କ୍ରିଷ୍ଣା ଗୋପାଳକ୍ରିଷ୍ଣା | ରାଧା | ||
| ବାଲକାଣ୍ଡି | ଅସ୍ୱଥି | |||
| ୨୦୦୩ | ଷୋଧରନ ସହଦେବନ | ୟମୁନା | ||
| ୨୦୦୬ | ପାକଲ | ମେର୍ଲିନ | ||
| ବଡକ୍କୁମନାଧନ | ଲକ୍ଷ୍ମୀ | |||
| ଭରଗବଚରିତମ୍ ମୂନଂ କାଣ୍ଡମ୍ | ||||
| ୨୦୦୮ | ଆଣ୍ଡବନ୍ | |||
| ଶ୍ରୀ ଦୁର୍ଗାମ୍ବା (ଆଲ୍ବମ୍) | ଦେବୀ ଦୁର୍ଗା | |||
| ୨୦୧୪ | ବେନ୍ନିଲା ବୀଦୁ | ନିଜେ | ତାମିଲ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ Rao, Subha J (8 July 2014). "Reel turns real". The Hindu. The Hindu Group. Retrieved 11 July 2014.
- ↑ "Saravanan and Meenakshi married in real life too". Jul 10, 2014. The Times of India. Retrieved 27 July 2014.
- ↑ "Mirchi Senthil & actress Sreeja blessed with a baby boy". The Times of India. 2023-01-06. ISSN 0971-8257. Retrieved 2024-02-15.
- ↑ 1st time Sharing our Son’s Picture to our YT family | Naming Ceremony | Senthil Sreeja Originals (in ଇଂରାଜୀ), retrieved 2024-02-15
- ↑ undefined. "மீண்டும் 'கல்யாணத்தில்' இணைந்த செந்தில், ஸ்ரீஜா...!". Asianet News Network Pvt Ltd (in ତାମିଲ୍). Retrieved 2023-11-29.
- ↑ "Kalyanam Conditions Apply 2.0 - An MX Original Series - Official Trailer | Entertainment - Times of India Videos". The Times of India (in ଇଂରାଜୀ). Retrieved 2023-11-29.
- ↑ Bureau, MN4U (2021-03-19). "Mirchi Originals launches the third season of 'Kalyanam: Conditions Apply' web series". MediaNews4U (in ଆମେରିକୀୟ ଇଂରାଜୀ). Retrieved 2023-11-29.
{{cite web}}: CS1 maint: numeric names: authors list (link)
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶ୍ରୀଜା ଚନ୍ଦ୍ରନ