ଶିଗଗାଓଁ

ଉଇକିପିଡ଼ିଆ ରୁ
(Shiggaon ରୁ ଲେଉଟି ଆସିଛି)
Jump to navigation Jump to search
Shiggaon
ಶಿಗ್ಗಾಂವಿ
city
Shiggaon is located in କର୍ଣ୍ଣାଟକ
Shiggaon
Shiggaon
Location in Karnataka, India
ଅବସ୍ଥିତି: 14°59′28″N 75°13′23″E / 14.991°N 75.223°E / 14.991; 75.223Coordinates: 14°59′28″N 75°13′23″E / 14.991°N 75.223°E / 14.991; 75.223
Country India
StateKarnataka
DistrictHaveri
ସରକାର
 • MLABasavaraj Bommai
ଉଚ୍ଚତା601 m (1,972 ft)
ଜନସଂଖ୍ୟା (2001)
 • ମୋଟ୨୪,୩୧୮
Languages
 • OfficialKannada
IST (UTC+5:30)
ପିନ କୋଡ଼581205
Telephone code08378
ଗାଡ଼ି ପଞ୍ଜିକରଣKA-27
ୱେବସାଇଟwww.shiggaontown.gov.in


ଶିଗଗାଓଁ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ହବେରି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଶିଗଗାଓଁ ୧୪.୯୯୦୫ ଉତ୍ତର ଅକ୍ଷାଂଶ ଓ ୭୫.୨୨୫୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୮୮ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିଗଗାଓଁ ସହରର ମୋଟ ଜନସଂଖ୍ୟା ୨୪୩୧୮ ଅଟେ ।[୨] ସେଥି ମଧ୍ୟରୁ ୫୧.୪୨% ଜଣ ପରୁଷ ହୋଇଥିବା ବେଳେ ୪୮.୫୮% ଜଣ ନାରୀ ଅଟନ୍ତି । ଶିଗଗାଓଁର ସାକ୍ଷରତା ହାର ୫୯.୨୪% ଅଟେ । ଏହା ଜାତୀୟ ହାର ଠାରୁ ୫.୬୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୪୮% ପ୍ରତିଶତ ପୁରୁଷ ଓ ୨୫.୭୭% ନାରୀ ଅଟନ୍ତି । ୧୪.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ଶିଗଗାଓଁର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]