ଶିଗଗାଓଁ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Shiggaon
ಶಿಗ್ಗಾಂವಿ
city
Country India
StateKarnataka
DistrictHaveri
Government
 • MLABasavaraj Bommai
Elevation
601 m (1,972 ft)
Population
 (2001)
 • Total୨୪,୩୧୮
Languages
 • OfficialKannada
Time zoneUTC+5:30 (IST)
PIN
581205
Telephone code08378
ଯାନବାହାନ ପଞ୍ଚୀକରଣKA-27
Websitewww.shiggaontown.gov.in


ଶିଗଗାଓଁ ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା କର୍ଣ୍ଣାଟକର ହବେରି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଶିଗଗାଓଁ ୧୪.୯୯୦୫ ଉତ୍ତର ଅକ୍ଷାଂଶ ଓ ୭୫.୨୨୫୦ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୮୮ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶିଗଗାଓଁ ସହରର ମୋଟ ଜନସଂଖ୍ୟା ୨୪୩୧୮ ଅଟେ ।[୨] ସେଥି ମଧ୍ୟରୁ ୫୧.୪୨% ଜଣ ପରୁଷ ହୋଇଥିବା ବେଳେ ୪୮.୫୮% ଜଣ ନାରୀ ଅଟନ୍ତି । ଶିଗଗାଓଁର ସାକ୍ଷରତା ହାର ୫୯.୨୪% ଅଟେ । ଏହା ଜାତୀୟ ହାରଠାରୁ ୫.୬୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୩.୪୮% ପ୍ରତିଶତ ପୁରୁଷ ଓ ୨୫.୭୭% ନାରୀ ଅଟନ୍ତି । ୧୪.୨୭% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

କନ୍ନଡ ଶିଗଗାଓଁର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]