ଶଶି ଥରୁର
ଦେଖଣା
(Shashi Tharoorରୁ ଲେଉଟି ଆସିଛି)
ଶଶି ଥରୁର | |
---|---|
ସାଂସଦ – ଲୋକ ସଭା | |
Assumed office ୨୦୦୯ | |
ପୂର୍ବ ଅଧିକାରୀ | ପନୟାନ ରବିନ୍ଦ୍ରନ |
ନିର୍ବାଚନ ମଣ୍ଡଳୀ | ଥିରୁଅନନ୍ତପୁରମ |
ଶିକ୍ଷା ରାଜ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୨୮ ଅକ୍ଟୋବର ୨୦୧୪ – ୧୮ ମଇ ୨୦୧୪ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ଦଗୁବତି ପୁରନ୍ଦେଶ୍ୱରୀ |
ବିଦେଶ ରାଜ୍ୟ ମନ୍ତ୍ରୀ | |
କାର୍ଯ୍ୟକାଳ ୨୮ ମଇ – ୧୮ ଅପ୍ରିଲ ୨୦୧୦ | |
ପ୍ରଧାନ ମନ୍ତ୍ରୀ | ମନମୋହନ ସିଂହ |
ପୂର୍ବ ଅଧିକାରୀ | ଆନନ୍ଦ ଶର୍ମା |
ପର ଅଧିକାରୀ | ଇ. ଅହମଦ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ଳଣ୍ଡନ, ୟୁନାଇଟେଡ କିଙ୍ଗଡମ | ୯ ମାର୍ଚ୍ଚ ୧୯୫୬
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ତିଲୋତମା ମୁଖର୍ଜୀ (ଛାଡ଼ ପତ୍ର) କ୍ଷ୍ରୀଷ୍ଟା ଗିଲ୍ସ (ଛାଡ଼ ପତ୍ର) ସୁନନ୍ଦା ପୁସ୍କର (୨୦୧୦-୨୦୧୪ (ମୃତ୍ୟୁ ଯାଏ))[୧] |
ସନ୍ତାନ | ଇସାନ, କନସିକ |
ଘର | ନୂଆ ଦିଲ୍ଲୀ/ଥିରୁଅନନ୍ତପୁରମ |
ଶିକ୍ଷାନୁଷ୍ଠାନ | ସେଣ୍ଟ ଷ୍ଠିଫେନ କଲେଜ (BA) ଟଫ୍ଟ ବିଶ୍ୱବିଦ୍ୟାଳୟ (MA, PhD) |
ବୃତ୍ତି | ଲେଖକ, ରାଜନୟୀକ, ରାଜନେତା |
ୱେବସାଇଟ | shashitharoor.in |
ଶଶି ଥରୁର ଦିଲ୍ଲୀରେ ଭାରତ ସରକାରଙ୍କ ମନ୍ତ୍ରୀ ଥିଲେ। ଥରୁର ତିନି ଥର ଥିରୁଅନନ୍ତପୁରମରୁ ସାଂସଦ ଅଛନ୍ତି। ଏହା ପୁର୍ବରୁ ସେ ସଂଯୁକ୍ତ ରାଷ୍ଟ୍ର ମହାସଂଘର ଉପ ମହାସଚିବ ଥିଲେ ଓ ୨୦୦୬ ମସିହାରେ ମହାସଚିବ ପଦ ପାଇଁ ନିର୍ବାଚନ ଲଢିଥିଲେ ।
ରଚନା
[ସମ୍ପାଦନା]ଗଲ୍ପ
[ସମ୍ପାଦନା]- The Great Indian Novel (1989)
- The Five Dollar Smile and Other Stories (1990)
- Show Business (1992 उपन्यास)
- Riot (2001)
କଥା ସାହିତ୍ୟ
[ସମ୍ପାଦନା]- Reasons of State (1982)
- India: From Midnight to the Millennium (1997)
- Nehru: The Invention of India (2003)
- Bookless in Baghdad (2005)
- The Elephant, the Tiger, and the Cell Phone: Reflections on India - The Emerging 21st-Century Power (2007)
- Shadows Across the Playing Field: Sixty Years of India-Pakistan Cricket (2009)(शहरयार खान के साथ)
- Pax Indica: India and the World of the 21st Century (2012)
ଆଧାର
[ସମ୍ପାଦନା]- ↑ "Sunanda Pushkar Found Dead at Leela Hotel in Delhi". Mumbai Voice.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |