ଶର୍ବରୀ (ଉପନ୍ୟାସ)

ଉଇକିପିଡ଼ିଆ‌ରୁ
(Sharbari (Novel)ରୁ ଲେଉଟି ଆସିଛି)


ଶର୍ବରୀ  
ଲେଖକକାହ୍ନୁ ଚରଣ ମହାନ୍ତି
ମଲାଟ ଚିତ୍ରକରଅସିତ୍ ମୁଖାର୍ଜୀ
ଦେଶଭାରତ
ଭାଷାଓଡ଼ିଆ
ପ୍ରକାଶକସହଦେବ ପ୍ରଧାନ, ଫ୍ରେଣ୍ଡସ୍ ପବ୍ଲିଶର୍ସ
ପ୍ରକାଶ ତାରିଖ୧୯୫୧ (ପ୍ରଥମ ପ୍ରକାଶନ)
୧୯୯୬ (ଷଷ୍ଠ ପ୍ରକାଶନ)
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି (ଷଷ୍ଠ ମୁଦ୍ରଣ)
ପୃଷ୍ଠା୩୦୦
ISBN୮୧-୭୪୦୧-୧୪୯-୮

ଶର୍ବରୀ କାହ୍ନୁ ଚରଣ ମହାନ୍ତିଙ୍କ ରଚିତ ଏକ ଉପନ୍ୟାସ ଅଟେ । ଉପନ୍ୟାସଟିକୁ ଲେଖକ ତାଙ୍କ ଭାଇଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ସମୀକ୍ଷା[ସମ୍ପାଦନା]

ଶର୍ବରୀ ମଣିଷ ଜାତିର ସଭ୍ୟତାର କ୍ରମବିକାଶର କଥା ଅଟେ । ସଂପୂର୍ଣ୍ଣ ଉପନ୍ୟାସଟି ପାଞ୍ଚିଗୋଟି ଭାଗରେ ବିଭକ୍ତ: ସପନ, ଘନ ଅନ୍ଧାର, ତାରା ମିଟି ମିଟି, ଜୋଛନା ଝରିଲା, ପାହାନ୍ତି ଆଲୁଅ ।

ଲେଖକ କୋଡ଼ିଏ ହଜାର ବର୍ଷ ପୂର୍ବେ ମନୁଷ୍ୟର ଚିନ୍ତା ଧାରା, ବସବାସ ଶୈଳୀ ଓ ପ୍ରଗତି ଲେଖକ ନିଜ ସ୍ୱପ୍ନ ଓ କଳ୍ପନା ଭିତରେ ଦେଖିବାକୁ ଚେଷ୍ଟା କରିଛନ୍ତି ।

ପ୍ରଧାନ ଚରିତ୍ର[ସମ୍ପାଦନା]

ସଂକ୍ଷିପ୍ତ ବିବରଣୀ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]