ସାଉସାର

ଉଇକିପିଡ଼ିଆ ରୁ
(Sausar ରୁ ଲେଉଟି ଆସିଛି)
Jump to navigation Jump to search
Sausar
city
Sausar is located in Madhya Pradesh
Sausar
Sausar
Location in Madhya Pradesh, India
ଅବସ୍ଥିତି: 21°39′N 78°47′E / 21.65°N 78.78°E / 21.65; 78.78Coordinates: 21°39′N 78°47′E / 21.65°N 78.78°E / 21.65; 78.78
ଦେଶ India
ରାଜ୍ୟMadhya Pradesh
ଜିଲ୍ଲାChhindwara
ଉଚ୍ଚତା352 m (1,155 ft)
ଜନସଂଖ୍ୟା (2011)[୧]
 • ମୋଟ୨୭
IST (UTC+5:30)
ପିନ କୋଡ଼480106
ଗାଡ଼ି ପଞ୍ଜିକରଣMP-28

ସାଉସାର ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ମଧ୍ୟପ୍ରଦେଶର ଛିନ୍ଦ୍ୱର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାଉସାର ୨୧.୬୫୬୯ ଉତ୍ତର ଅକ୍ଷାଂଶ ଓ ୭୮.୭୯୭୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୬୧ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଉସାର ସହରର ମୋଟ ଜନସଂଖ୍ୟା ୨୪୩୧୨ ଅଟେ ।[୩] ସେଥି ମଧ୍ୟରୁ ୫୧.୮୧% ଜଣ ପରୁଷ ହୋଇଥିବା ବେଳେ ୪୮.୧୯% ଜଣ ନାରୀ ଅଟନ୍ତି । ସାଉସାରର ସାକ୍ଷରତା ହାର ୭୧.୦୯% ଅଟେ । ଏହା ଜାତୀୟ ହାର ଠାରୁ ୬.୨୫% ପ୍ରତିଶତ କମ ଅଟେ । ସେଥିରୁ ୩୯.୯୬% ପ୍ରତିଶତ ପୁରୁଷ ଓ ୩୧.୧୩% ନାରୀ ଅଟନ୍ତି । ୧୨.୮୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସାଉସାରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]