ସପେଟା
ଦେଖଣା
(Sapodillaରୁ ଲେଉଟି ଆସିଛି)
| ସପେଟା Sapodilla | |
|---|---|
| Scientific classification | |
| Kingdom: | Plantae |
| Clade: | Tracheophytes |
| Clade: | Angiosperms |
| Clade: | Eudicots |
| Clade: | Asterids |
| Order: | Ericales |
| Family: | Sapotaceae |
| Genus: | Manilkara |
| Species: | M. zapota
|
| Binomial name | |
| Manilkara zapota (L.) P.Royen
| |
ସପେଟା ସେହି ନାମରେ ଥିବା ଏକ ଚିରହରିତ ଦୀର୍ଘସ୍ଥାୟୀ ଗଛର ଫଳ ଅଟେ । ଏହି ବୃକ୍ଷର ଉଦ୍ଭିଦ ବିଜ୍ଞାନ ନାମ ହେଉଛି Manilkara zapota । ଏହା ମୂଳତଃ ମଧ୍ୟ ଅମେରିକୀୟ ଦେଶ ଗୁଆଟେମାଲା, ବେଲିଜ, ମେକ୍ସିକୋ ଓ କାରିବୀୟ ଦେଶ ମାନଂକରେ ଦେଖାଯାଉଥିଲା । ସ୍ପେନୀୟମାନଂକଦ୍ୱାରା ଏହା ଫିଲିପାଇନ୍ସ ଦ୍ୱୀପପୁଞ୍ଜକୁ ଆସିଥିଲା ଓ ସେଠାରୁ ଏସିଆର ଅନ୍ୟ ଭାଗକୁ ବିସ୍ତାର ହୋଇଥିଲା[୧] ।
ଭାରତୀୟ ମହାଦେଶକୁ ଏହା ଊନବିଂଶ ଶତାବ୍ଦୀରେ ଆସିଥିଲା ଓ ଭାରତ, ପାକିସ୍ଥାନ, ବାଂଲାଦେଶ, କାମ୍ବୋଡ଼ିଆ, ମାଲେସିୟା, ଥାଇଲାଣ୍ଡ ଆଦି ଦେଶ ମାନଂକରେ ଏକ ଫଳଗଛ ଭାବରେ ଏହାର ବହୁଳ ଚାଷ ହୁଏ ।
ବୃକ୍ଷ ବିବରଣୀ
[ସମ୍ପାଦନା]ଏହି ଗଛ ଉଚ୍ଚତାରେ ତିରିଶ ମିଟର ତଥା କାଣ୍ଡର ବ୍ୟାସରେ ଦେଢ଼ ମିଟର ଯାଏଁ ବଢ଼ିପାରେ ।
ଆଧାର
[ସମ୍ପାଦନା]- ↑ ଚକ୍ରବର୍ତ୍ତୀ, ପ୍ରିୟା. "10 Incredible Sapota (Chiku) Benefits: From Boosting Energy to Bone Health". food.ndtv.com. ଏନଡିଟିଭି.କମ. Retrieved 6 January 2019.
ଅଧିକ ତଥ୍ୟ
[ସମ୍ପାଦନା]- CRFG Publications: Sapodilla Archived 2008-12-06 at the Wayback Machine.
- Sapodilla