ସପେଟା

ଉଇକିପିଡ଼ିଆ‌ରୁ

ସପେଟା
Sapodilla
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ୟୁଡିକୋଟ
Clade: Asterids
Order: Ericales
Family: Sapotaceae
Genus: Manilkara
ଜାତି: M. zapota
ବାଇନୋମିଆଲ ନାମ
Manilkara zapota
(L.) P.Royen

ସପେଟା ସେହି ନାମରେ ଥିବା ଏକ ଚିରହରିତ ଦୀର୍ଘସ୍ଥାୟୀ ଗଛର ଫଳ ଅଟେ । ଏହି ବୃକ୍ଷର ଉଦ୍ଭିଦ ବିଜ୍ଞାନ ନାମ ହେଉଛି Manilkara zapota । ଏହା ମୂଳତଃ ମଧ୍ୟ ଅମେରିକୀୟ ଦେଶ ଗୁଆଟେମାଲା, ବେଲିଜ, ମେକ୍ସିକୋ ଓ କାରିବୀୟ ଦେଶ ମାନଂକରେ ଦେଖାଯାଉଥିଲା । ସ୍ପେନୀୟମାନଂକଦ୍ୱାରା ଏହା ଫିଲିପାଇନ୍ସ ଦ୍ୱୀପପୁଞ୍ଜକୁ ଆସିଥିଲା ଓ ସେଠାରୁ ଏସିଆର ଅନ୍ୟ ଭାଗକୁ ବିସ୍ତାର ହୋଇଥିଲା[୧]

ଭାରତୀୟ ମହାଦେଶକୁ ଏହା ଊନବିଂଶ ଶତାବ୍ଦୀରେ ଆସିଥିଲା ଓ ଭାରତ, ପାକିସ୍ଥାନ, ବାଂଲାଦେଶ, କାମ୍ବୋଡ଼ିଆ, ମାଲେସିୟା, ଥାଇଲାଣ୍ଡ ଆଦି ଦେଶ ମାନଂକରେ ଏକ ଫଳଗଛ ଭାବରେ ଏହାର ବହୁଳ ଚାଷ ହୁଏ ।

ବୃକ୍ଷ ବିବରଣୀ[ସମ୍ପାଦନା]

ଏହି ଗଛ ଉଚ୍ଚତାରେ ତିରିଶ ମିଟର ତଥା କାଣ୍ଡର ବ୍ୟାସରେ ଦେଢ଼ ମିଟର ଯାଏଁ ବଢ଼ିପାରେ ।

ଆଧାର[ସମ୍ପାଦନା]

  1. ଚକ୍ରବର୍ତ୍ତୀ, ପ୍ରିୟା. "10 Incredible Sapota (Chiku) Benefits: From Boosting Energy to Bone Health". food.ndtv.com. ଏନଡିଟିଭି.କମ. Retrieved 6 January 2019.

ଅଧିକ ତଥ୍ୟ[ସମ୍ପାଦନା]