ସଂଘମିତ୍ରା ରଥ
Appearance
(Sanghamitra Rathରୁ ଲେଉଟି ଆସିଛି)
ସଂଘମିତ୍ରା ରଥ | |
---|---|
ଜନ୍ମ | ମଲ୍ଲିକାପୁର, ଯାଜପୁର | ୨୯ ମଇ ୧୯୭୯
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ଅନ୍ୱେଷିତା |
ସଂଘମିତ୍ରା ରଥ (ଜନ୍ମ : ୨୯ ମଇ ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକା । ସେ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି ।
ଜୀବନୀ
[ସମ୍ପାଦନା]ସଂଘମିତ୍ରା ୨୦୨୨ ମସିହାରେ ଯାଜପୁର ଜିଲ୍ଲାର ମଲ୍ଲିକାପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ସେ ମନପବନ, ମୀନାବଜାର, ଶିଶୁଲେଖା ଓ ଜହ୍ନମାମୁଁ ଆଦି ପତ୍ରିକାପଢ଼ି ସାହିତ୍ୟପ୍ରତି ଆକର୍ଷିତ ହୋଇଥିଲେ । ସେ +୩ ପଢ଼ିବାବେଳେ ତାଙ୍କର ପ୍ରଥମ କବିତା ମହାବିଦ୍ୟାଳୟ ମୁଖପତ୍ରରେ ପ୍ରକାଶିତ ହୋଇଥିଲା । ବହୁବର୍ଷ ପରେ ତ୍ରୟମାସିକ ପତ୍ରିକା ଅୟମାରମ୍ଭରେ ତାଙ୍କର ଅନ୍ୟ ଏକ କବିତା ପ୍ରକାଶ ପାଇଥିଲା । ଏହି ଦ୍ୱିତୀୟ କବିତା ତାଙ୍କୁ ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା ।[୧]
ରଚନାବଳୀ
[ସମ୍ପାଦନା]- ଅନ୍ୱେଷିତା - ୨୦୧୭
- ଶରଣ୍ୟା - ୨୦୧୮
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଟାଇମପାସ ପ୍ରଥମା ପୁରସ୍କାର
ଆଧାର
[ସମ୍ପାଦନା]- ↑ "ପହିଲି ପୁଲକ" (PDF). ଧରିତ୍ରୀ ସାହିତ୍ୟାୟନ. No. ନଭେମ୍ବର ୧୪ -୨୭, ୨୦୧୮ ପୃଷ୍ଠା ୮. ଧରିତ୍ରୀ. Archived (PDF) from the original on 5 March 2022. Retrieved 5 March 2022.