ସଂଘମିତ୍ରା ରଥ

ଉଇକିପିଡ଼ିଆ‌ରୁ
ସଂଘମିତ୍ରା ରଥ
Born (1979-05-29) ୨୯ ମଇ ୧୯୭୯ (ବୟସ ୪୪)
ମଲ୍ଲିକାପୁର, ଯାଜପୁର
Nationalityଭାରତୀୟ
Notable workଅନ୍ୱେଷିତା

ସଂଘମିତ୍ରା ରଥ (ଜନ୍ମ : ୨୯ ମଇ ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକା । ସେ ଉଭୟ ପଦ୍ୟ ଓ ଗଦ୍ୟ ସାହିତ୍ୟରେ ନିଜ ଲେଖନୀ ଚାଳନା କରନ୍ତି ।

ଜୀବନୀ[ସମ୍ପାଦନା]

ସଂଘମିତ୍ରା ୨୦୨୨ ମସିହାରେ ଯାଜପୁର ଜିଲ୍ଲାର ମଲ୍ଲିକାପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ସେ ମନପବନ, ମୀନାବଜାର, ଶିଶୁଲେଖାଜହ୍ନମାମୁଁ ଆଦି ପତ୍ରିକାପଢ଼ି ସାହିତ୍ୟପ୍ରତି ଆକର୍ଷିତ ହୋଇଥିଲେ । ସେ +୩ ପଢ଼ିବାବେଳେ ତାଙ୍କର ପ୍ରଥମ କବିତା ମହାବିଦ୍ୟାଳୟ ମୁଖପତ୍ରରେ ପ୍ରକାଶିତ ହୋଇଥିଲା । ବହୁବର୍ଷ ପରେ ତ୍ରୟମାସିକ ପତ୍ରିକା ଅୟମାରମ୍ଭରେ ତାଙ୍କର ଅନ୍ୟ ଏକ କବିତା ପ୍ରକାଶ ପାଇଥିଲା । ଏହି ଦ୍ୱିତୀୟ କବିତା ତାଙ୍କୁ ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା ।[୧]

ରଚନାବଳୀ[ସମ୍ପାଦନା]

  • ଅନ୍ୱେଷିତା - ୨୦୧୭
  • ଶରଣ୍ୟା - ୨୦୧୮

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଟାଇମପାସ ପ୍ରଥମା ପୁରସ୍କାର

ଆଧାର[ସମ୍ପାଦନା]

  1. "ପହିଲି ପୁଲକ" (PDF). ଧରିତ୍ରୀ ସାହିତ୍ୟାୟନ. No. ନଭେମ୍ବର ୧୪ -୨୭, ୨୦୧୮ ପୃଷ୍ଠା ୮. ଧରିତ୍ରୀ. Archived (PDF) from the original on 5 March 2022. Retrieved 5 March 2022.