ସାହିଲ ଆନନ୍ଦ
ଦେଖଣା
(Sahil Anandରୁ ଲେଉଟି ଆସିଛି)
ସାହିଲ ଆନନ୍ଦ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତା |
ପ୍ରସିଦ୍ଧି | ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ (୨୦୧୨) କସୌଟି ଜିନ୍ଦଗି କେ (୨୦୧୮) |
ବୈବାହିକ-ସାଥୀ | ରଣଜିତ୍ ମୋଗା (ବିବାହ: ୨୦୧୧୦ |
ସନ୍ତାନ | ୧[୧] |
ପିତାମାତା(s) | ଅଶୋକ ଆନନ୍ଦ (ବାପା) ଅଞ୍ଜୁ ଆନନ୍ଦ (ମାଆ) |
ସାହିଲ ଆନନ୍ଦ (ଜନ୍ମ: ୧ ଜାନୁଆରୀ ୧୯୮୯) ଜଣେ ଭାରତୀୟ ଅଭିନେତା ଯିଏକି ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ୱେବ୍ ସିରିଜ୍ ଆଦିରେ କାମ କରନ୍ତି । ସେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାଗ ୧ ଓ ୨ ତଥା ଭୁଟ୍ ସିଲେକ୍ଟରେ ପ୍ରସାରିତ ବବଲୁ ହାପି ହୈ, ବ୍ୟାନ୍ଡ୍ ୱେବ୍ସିରିଜ୍ ଏବଂ ଦୂରଦର୍ଶନ ଧାରାବାହିକ କସୌଟି ଜିନ୍ଦଗି କେ ପାଇଁ ଜଣାଶୁଣା ।[୨] ସେ ଏମ୍ଟିଭି ରୋଡ଼ିଜ୍ ୪ରେ ଭାଗ ନେଇଥିଲେ ଏବଂ ବିଗ୍ ବସ୍ ୧୦ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରାୟ ୬୦ଟିରୁ ଅଧିକ ଦୂରଦର୍ଶନ ବିଜ୍ଞାପନ ଏବଂ ୩ଟି ମ୍ୟୁଜିକ୍ ଭିଡ଼ିଓରେ ସେ କାମ କରିଛନ୍ତି ।[୩][୪]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଆନନ୍ଦ ଡିସେମ୍ବର ୨୦୧୧ରେ ରଣଜିତ୍ ମୋଙ୍ଗାଙ୍କୁ ବିବାହ କରିଥିଲେ । ୧୪ ଅପ୍ରେଲ ୨୦୨୧ରେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା ।
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୧୨ | ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ | ଜିତ୍ ଖୁରାନା | ପ୍ରଥମ କଥାଚିତ୍ର | |
୨୦୧୩ | ବ୍ୟାଙ୍ଗ୍ ବ୍ୟାଙ୍ଗ୍ ବ୍ୟାଙ୍କ୍କ୍ | [୫] | ||
୨୦୧୪ | ବବଲୁ ହାପି ହୈ | ଯତିନ | ||
୨୦୧୬ | ହୈ ଅପ୍ନା ଦିଲ୍ ତୋ ଆୱାରା | ଟୋନି ସିଂହ | [୬] | |
ଲଭ୍ ଡେ - ପ୍ୟାର୍ କା ଦିନ୍ | ସ୍ୟାଣ୍ଡି | [୭] | ||
୨୦୧୯ | ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ୨ | ଜିତ୍ ଖୁରାନା |
ଦୂରଦର୍ଶନ
[ସମ୍ପାଦନା]ବର୍ଷ | କାର୍ଯ୍ୟକ୍ରମ | ଭୂମିକା | ମନ୍ତବ୍ୟ | ଆଧାର |
---|---|---|---|---|
୨୦୦୬ | ଏମ୍ଟିଭି ରୋଡ଼ିଜ୍ ୪ | ପ୍ରତିଯୋଗୀ | ||
୨୦୦୮ | ଏମ୍ଟିଭି ସ୍ପ୍ଲିଟ୍ସଭିଲ୍ଲା ୧ | |||
୨୦୧୦ | ମେରା ନାମ୍ କରେଗି ରୋଶନ୍ | ଭୀଷ୍ମ | ||
୨୦୧୦ | ରଙ୍ଗ୍ ବଦଲତି ଓଢ଼ନି| | ଅକ୍ଷୟ | ||
୨୦୧୧ | ଶଶୁରାଲ୍ ସୀମର କା | ଶୈଳେନ୍ଦ୍ର ଭରଦ୍ୱାଜ | ||
୨୦୧୨ | ସବସେ ବଡ଼େ ଲଡ଼ାଇୟା | ଉଦଲ | ||
୨୦୧୫ | ଏକ ନୟି ଉମ୍ମିଦ୍ - ରୋଶନି | ନିଖିଲ | ||
୨୦୧୬ | ବିଗ୍ ବସ୍ ୧୦ | ପ୍ରତିଯୋଗୀ | ||
୨୦୧୮–୨୦୨୦ | କସୌଟି ଜିଙ୍ଗଦି କେ ୨ | ଅନୁପମ ସେନଗୁପ୍ତା |
ଆଧାର
[ସମ୍ପାଦନା]- ↑ "Bigg Boss 10's Sahil Anand and wife Rajneet blessed with baby boy; actor reveals son's name". Zoom TV. 29 April 2021.
- ↑ "STUDENT Varun Dhawan turns life savior for Sahil Anand". Yahoo! Movies. Retrieved 14 January 2014.
- ↑ Batra, Ankur (7 November 2013). "I love being Jeet in real life: Sahil Anand". The Times of India. Archived from the original on 10 November 2013. Retrieved 14 January 2014.
- ↑ Talreja, Vinod (9 January 2014). "Babloo Happy Hai trailer: It will tickle your funny bone a bit!". Bollywood Life. Retrieved 14 January 2014.
- ↑ "Sahil Anand with Swati on sets of their film 'Bang Bang Bangkok'". 11 June 2013.
- ↑ "Joy Mukerji's son revives his banner with 'Hai Apna Dil toh Awara'". Business Standard India. 10 October 2014.
- ↑ "Sahil Anand: I developed a close bond with Ajaz Khan while shooting for Love Day". The Times of India.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସାହିଲ ଆନନ୍ଦ
- ଇନଷ୍ଟାଗ୍ରାମରେ ସାହିଲ ଆନନ୍ଦ