Jump to content

ସାହିଲ ଆନନ୍ଦ

ଉଇକିପିଡ଼ିଆ‌ରୁ
ସାହିଲ ଆନନ୍ଦ
ଜନ୍ମ (1989-01-01) ୧ ଜାନୁଆରୀ ୧୯୮୯ (ବୟସ ୩୭)
ପେଷାଅଭିନେତା
ଜଣାଶୁଣାଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ (୨୦୧୨)
କସୌଟି ଜିନ୍ଦଗି କେ (୨୦୧୮)
ଜୀବନସାଥୀରଣଜିତ୍ ମୋଗା (ବିବାହ: ୨୦୧୧୦
Children୧[୧]
Parent(s)ଅଶୋକ ଆନନ୍ଦ (ବାପା)
ଅଞ୍ଜୁ ଆନନ୍ଦ (ମାଆ)

ସାହିଲ ଆନନ୍ଦ (ଜନ୍ମ: ୧ ଜାନୁଆରୀ ୧୯୮୯) ଜଣେ ଭାରତୀୟ ଅଭିନେତା ଯିଏକି ହିନ୍ଦୀ କଥାଚିତ୍ର, ଦୂରଦର୍ଶନ ଧାରାବାହିକ, ୱେବ୍ ସିରିଜ୍ ଆଦିରେ କାମ କରନ୍ତି । ସେ ଷ୍ଟୁଡେଣ୍ଟ ଅଫ୍ ଦି ଇୟର ଭାଗ ୧ ଓ ୨ ତଥା ଭୁଟ୍ ସିଲେକ୍ଟରେ ପ୍ରସାରିତ ବବଲୁ ହାପି ହୈ, ବ୍ୟାନ୍‌ଡ୍ ୱେବ୍‌ସିରିଜ୍ ଏବଂ ଦୂରଦର୍ଶନ ଧାରାବାହିକ କସୌଟି ଜିନ୍ଦଗି କେ ପାଇଁ ଜଣାଶୁଣା ।[୨] ସେ ଏମ୍‌ଟିଭି ରୋଡ଼ିଜ୍ ୪ରେ ଭାଗ ନେଇଥିଲେ ଏବଂ ବିଗ୍ ବସ୍ ୧୦ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରାୟ ୬୦ଟିରୁ ଅଧିକ ଦୂରଦର୍ଶନ ବିଜ୍ଞାପନ ଏବଂ ୩ଟି ମ୍ୟୁଜିକ୍ ଭିଡ଼ିଓରେ ସେ କାମ କରିଛନ୍ତି ।[୩][୪]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଆନନ୍ଦ ଡିସେମ୍ବର ୨୦୧୧ରେ ରଣଜିତ୍ ମୋଙ୍ଗାଙ୍କୁ ବିବାହ କରିଥିଲେ । ୧୪ ଅପ୍ରେଲ ୨୦୨୧ରେ ତାଙ୍କ ପ୍ରଥମ ସନ୍ତାନ ଜନ୍ମ ହୋଇଥିଲା ।

ଅଭିନୟ ଜୀବନ

[ସମ୍ପାଦନା]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ ଆଧାର
୨୦୧୨ ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ଜିତ୍ ଖୁରାନା ପ୍ରଥମ କଥାଚିତ୍ର
୨୦୧୩ ବ୍ୟାଙ୍ଗ୍ ବ୍ୟାଙ୍ଗ୍ ବ୍ୟାଙ୍କ୍କ୍ [୫]
୨୦୧୪ ବବଲୁ ହାପି ହୈ ଯତିନ
୨୦୧୬ ହୈ ଅପ୍‌ନା ଦିଲ୍ ତୋ ଆୱାରା ଟୋନି ସିଂହ [୬]
ଲଭ୍ ଡେ - ପ୍ୟାର୍ କା ଦିନ୍ ସ୍ୟାଣ୍ଡି [୭]
୨୦୧୯ ଷ୍ଟୁଡେଣ୍ଟ ଅଫ୍ ଦି ଇଅର୍ ୨ ଜିତ୍ ଖୁରାନା

ଦୂରଦର୍ଶନ

[ସମ୍ପାଦନା]
ବର୍ଷ କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୦୬ ଏମ୍‌ଟିଭି ରୋଡ଼ିଜ୍ ୪ ପ୍ରତିଯୋଗୀ
୨୦୦୮ ଏମ୍‌ଟିଭି ସ୍ପ୍ଲିଟ୍ସଭିଲ୍ଲା ୧
୨୦୧୦ ମେରା ନାମ୍ କରେଗି ରୋଶନ୍ ଭୀଷ୍ମ
୨୦୧୦ ରଙ୍ଗ୍ ବଦଲତି ଓଢ଼ନି| ଅକ୍ଷୟ
୨୦୧୧ ଶଶୁରାଲ୍ ସୀମର କା ଶୈଳେନ୍ଦ୍ର ଭରଦ୍ୱାଜ
୨୦୧୨ ସବସେ ବଡ଼େ ଲଡ଼ାଇୟା ଉଦଲ
୨୦୧୫ ଏକ ନୟି ଉମ୍ମିଦ୍ - ରୋଶନି ନିଖିଲ
୨୦୧୬ ବିଗ୍ ବସ୍ ୧୦ ପ୍ରତିଯୋଗୀ
୨୦୧୮–୨୦୨୦ କସୌଟି ଜିଙ୍ଗଦି କେ ୨ ଅନୁପମ ସେନଗୁପ୍ତା
  1. ↑ "Bigg Boss 10's Sahil Anand and wife Rajneet blessed with baby boy; actor reveals son's name". Zoom TV. 29 April 2021.
  2. ↑ "STUDENT Varun Dhawan turns life savior for Sahil Anand". Yahoo! Movies. Archived from the original on 16 January 2014. Retrieved 14 January 2014.
  3. ↑ Batra, Ankur (7 November 2013). "I love being Jeet in real life: Sahil Anand". The Times of India. Archived from the original on 10 November 2013. Retrieved 14 January 2014.
  4. ↑ Talreja, Vinod (9 January 2014). "Babloo Happy Hai trailer: It will tickle your funny bone a bit!". Bollywood Life. Archived from the original on 12 December 2018. Retrieved 14 January 2014.
  5. ↑ "Sahil Anand with Swati on sets of their film 'Bang Bang Bangkok'". 11 June 2013.
  6. ↑ "Joy Mukerji's son revives his banner with 'Hai Apna Dil toh Awara'". Business Standard India. 10 October 2014.
  7. ↑ "Sahil Anand: I developed a close bond with Ajaz Khan while shooting for Love Day". The Times of India.

ବାହାର ଲିଙ୍କ୍

[ସମ୍ପାଦନା]