Jump to content

ରାନିବିଜୁମାବ

ଉଇକିପିଡ଼ିଆ‌ରୁ
(Ranibizumabରୁ ଲେଉଟି ଆସିଛି)
ରାନିବିଜୁମାବ
Monoclonal antibody
TypeFab fragment
SourceHumanized (from mouse)
TargetVEGF-A
Clinical data
Trade namesLucentis, Byooviz
Synonymsranibizumab-nuna
AHFS/Drugs.commonograph
MedlinePlusa607044
data
Pregnancy
category
    Routes of
    administration
    Intravitreal injection
    Legal status
    Legal status
    Pharmacokinetic data
    Elimination half-lifeApprox. 9 days[]
    Chemical and physical data
    FormulaC2158H3282N562O681S12
    Molar mass୪୮,୩୭୯.୯୭ g·mol−1
      (verify)

    ରାନିବିଜୁମାବ, ଅନ୍ୟମାନଙ୍କ ମଧ୍ୟରେ ଲୁସେଣ୍ଟିସ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ୍ (AMD), ମଧୁମେହ ରେଟିନୋପାଥି, ରେଟିନା ଶିରା ଅବରୋଧ ଯୋଗୁ ହେଉଥିବା ମାକୁଲାର ଇଡିମା ଓ ଅକାଳର ରେଟିନୋପାଥି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖିରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କଞ୍ଜଙ୍କଟାଇଭାଲ ରକ୍ତସ୍ରାବ, ଆଖି ଯନ୍ତ୍ରଣା, ଫ୍ଲୋଟର ଏବଂ ଅଧିକ ଇଣ୍ଟ୍ରାଅକୁଲାର ଚାପ ସୃଷ୍ଟି ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏଣ୍ଡୋଫଥାଲମାଇଟିସ ଏବଂ ନେତ୍ରପଟଳ ସ୍ଖଳନ ହୋଇପାରେ ।[] ଏହା ମୋନୋକ୍ଲୋନାଲ ଆଣ୍ଟିବଡିର ଏକ ଛୋଟ ଖଣ୍ଡ ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି କାରକ ଏ (VEGF-A) ସ‌ହିତ ସଂଲଗ୍ନ ହୁଏ ଏବଂ ଅବରୋଧ କରେ । []

    ୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରାନିବିଜୁମାବ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ପିଛା ପ୍ରାୟ ୫୫୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ୨୦୦୦ ଡଲାର ଅଟେ ।[]

    1. 1 2 "AusPAR: Ranibizumab". Therapeutic Goods Administration (TGA). 9 December 2014. Archived from the original on 21 September 2021. Retrieved 20 September 2021.
    2. 1 2 "Lucentis- ranibizumab injection, solution". DailyMed. Archived from the original on 21 September 2021. Retrieved 20 September 2021.
    3. "Lucentis EPAR". European Medicines Agency. Archived from the original on 10 September 2021. Retrieved 9 September 2021.
    4. "Byooviz EPAR". European Medicines Agency. 23 June 2021. Archived from the original on 10 September 2021. Retrieved 9 September 2021.
    5. 1 2 3 4 "Lucentis". Archived from the original on 10 September 2021. Retrieved 15 October 2021.
    6. 1 2 3 "DailyMed - LUCENTIS- ranibizumab injection, solution". dailymed.nlm.nih.gov. Archived from the original on 21 September 2021. Retrieved 15 October 2021.
    7. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1255. ISBN 978-0-85711-369-6.{{cite book}}: CS1 maint: date format (link)
    8. "Lucentis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 December 2018. Retrieved 15 October 2021.