ରାନିବିଜୁମାବ
Monoclonal antibody | |
---|---|
Type | Fab fragment |
Source | Humanized (from mouse) |
Target | VEGF-A |
Clinical data | |
Trade names | Lucentis, Byooviz |
Synonyms | ranibizumab-nuna |
AHFS/Drugs.com | monograph |
MedlinePlus | a607044 |
data |
|
Pregnancy category | |
Routes of administration | Intravitreal injection |
Legal status | |
Legal status | |
Pharmacokinetic data | |
Elimination half-life | Approx. 9 days[୪] |
Chemical and physical data | |
Formula | C2158H3282N562O681S12 |
Molar mass | ୪୮,୩୭୯.୯୭ g·mol−1 |
(verify) |
ରାନିବିଜୁମାବ, ଅନ୍ୟମାନଙ୍କ ମଧ୍ୟରେ ଲୁସେଣ୍ଟିସ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ୍ (AMD), ମଧୁମେହ ରେଟିନୋପାଥି, ରେଟିନା ଶିରା ଅବରୋଧ ଯୋଗୁ ହେଉଥିବା ମାକୁଲାର ଇଡିମା ଓ ଅକାଳର ରେଟିନୋପାଥି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୫] ଏହା ଆଖିରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ ।[୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କଞ୍ଜଙ୍କଟାଇଭାଲ ରକ୍ତସ୍ରାବ, ଆଖି ଯନ୍ତ୍ରଣା, ଫ୍ଲୋଟର ଏବଂ ଅଧିକ ଇଣ୍ଟ୍ରାଅକୁଲାର ଚାପ ସୃଷ୍ଟି ହୋଇପାରେ ।[୬] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏଣ୍ଡୋଫଥାଲମାଇଟିସ ଏବଂ ନେତ୍ରପଟଳ ସ୍ଖଳନ ହୋଇପାରେ ।[୬] ଏହା ମୋନୋକ୍ଲୋନାଲ ଆଣ୍ଟିବଡିର ଏକ ଛୋଟ ଖଣ୍ଡ ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ଅଭିବୃଦ୍ଧି କାରକ ଏ (VEGF-A) ସହିତ ସଂଲଗ୍ନ ହୁଏ ଏବଂ ଅବରୋଧ କରେ । [୫]
୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୭ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ରାନିବିଜୁମାବ ଅନୁମୋଦିତ ହୋଇଥିଲା ।[୬] [୫] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏକ ମାତ୍ରା ପିଛା ପ୍ରାୟ ୫୫୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ୨୦୦୦ ଡଲାର ଅଟେ ।[୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "AusPAR: Ranibizumab". Therapeutic Goods Administration (TGA). 9 December 2014. Archived from the original on 21 September 2021. Retrieved 20 September 2021.
- ↑ "Lucentis EPAR". European Medicines Agency. Archived from the original on 10 September 2021. Retrieved 9 September 2021.
- ↑ "Byooviz EPAR". European Medicines Agency. 23 June 2021. Archived from the original on 10 September 2021. Retrieved 9 September 2021.
- ↑ ୪.୦ ୪.୧ "Lucentis- ranibizumab injection, solution". DailyMed. Archived from the original on 21 September 2021. Retrieved 20 September 2021.
- ↑ ୫.୦ ୫.୧ ୫.୨ ୫.୩ "Lucentis". Archived from the original on 10 September 2021. Retrieved 15 October 2021.
- ↑ ୬.୦ ୬.୧ ୬.୨ "DailyMed - LUCENTIS- ranibizumab injection, solution". dailymed.nlm.nih.gov. Archived from the original on 21 September 2021. Retrieved 15 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1255. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Lucentis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 29 December 2018. Retrieved 15 October 2021.