ରକ୍ଷକ ନାୟକ

ଉଇକିପିଡ଼ିଆ‌ରୁ
(Rakshak Nayakରୁ ଲେଉଟି ଆସିଛି)
ରକ୍ଷକ ନାୟକ
Born
ରକ୍ଷକ ନାୟକ

(1963-08-18) ୧୮ ଅଗଷ୍ଟ ୧୯୬୩ (ବୟସ ୬୦)
ପାଇକସାହି, ଗୋପ, ପୁରୀ
Alma materବିଶ୍ୱମ୍ଭର ବିଦ୍ୟାପୀଠ

ରକ୍ଷକ ନାୟକ (ଜନ୍ମ : ୧୮ ଅଗଷ୍ଟ ୧୯୬୩) ଜଣେ ଓଡ଼ିଆ ସାହିତ୍ୟିକ । ସେ ମୁଖ୍ୟତଃ କବିତା ରଚନା କରିବା ସହିତ ପତ୍ରିକା ସମ୍ପାଦନାରେ ମଧ୍ୟ ଜଡ଼ିତ ।[୧] ୨୦୧୩ ମସିହାରେ ସେ ନିଜ କବିତା ପୁସ୍ତକ "ଅସରନ୍ତି ଅନ୍ତାକ୍ଷରୀ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨]

ରଚନାବଳୀ[ସମ୍ପାଦନା]

କବିତା[ସମ୍ପାଦନା]

  • ଉର୍ଦ୍ଧ୍ୱ ଉଡ଼ାଣ - ୨୦୦୦
  • ବ୍ରହ୍ମଶିଳା - ୨୦୦୩
  • ବୀଜ ବିକ୍ଷେପ - ୨୦୦୭
  • ଅସରନ୍ତି ଅନ୍ତାକ୍ଷରୀ - ୨୦୧୧
  • ଆଉ ସବୁ ସାକ୍ଷାତରେ - ୨୦୧୪
  • ଅନ୍ୱେଷା ଅହର୍ନିଶ - ୨୦୧୫
  • ଅର୍ଗଳ ଅନର୍ଗଳ - ୨୦୧୭[୩]

ପତ୍ରିକା ସମ୍ପାଦନା[ସମ୍ପାଦନା]

  • କ୍ରାନ୍ତିଧାରା
  • ବିଶ୍ୱମୁକ୍ତି
  • ହୃଦବାକ୍ୟ
  • ଅନୁଭବ
  • ଆମରି ଗପ
  • ସୃଜନର ସୂଚୀପତ୍ର
  • ଅଳସୀ
  • ପ୍ରାଚୀ ପ୍ରଦୀପ[୪]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ରାଜ୍ୟ ଯୁବ ସମ୍ମାନ - ୧୯୯୭ (ଓଡ଼ିଶା ସରକାର)
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ ("ଅସରନ୍ତି ଅନ୍ତାକ୍ଷରୀ" ପାଇଁ)[୫]

ଆଧାର[ସମ୍ପାଦନା]

  1. http://magazines.odisha.gov.in/utkalprasanga/2012/June/oriyapdf/su.pdf
  2. http://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
  3. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ଫେବୃଆରୀ ୨୧ - ମାର୍ଚ୍ଚ ୬. Retrieved 3 March 2018.
  4. "ବ୍ୟକ୍ତିତ୍ୱ". No. ନିତିଦିନ. ନିତିଦିନ. ୦୨/୦୮/୨୦୧୯. Retrieved 2 August 2019. {{cite news}}: Check date values in: |date= (help)
  5. http://odishasahityaakademi.org/sahitya-award13.php