ରାଘବ ପରିଡ଼ା
Appearance
(Raghab Paridaରୁ ଲେଉଟି ଆସିଛି)
ରାଘବ ପରିଡ଼ା | |
---|---|
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୦ – ୧୯୯୦ | |
ପୂର୍ବ ଅଧିକାରୀ | ହରିହର ସ୍ୱାଇଁ |
ପର ଅଧିକାରୀ | ଦୁତୀକୃଷ୍ଣ ପଣ୍ଡା |
ନିର୍ବାଚନ ମଣ୍ଡଳୀ | ଆସିକା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସରୋଜୀନି ପରିଡ଼ା |
ବାପା/ବୋଉ | ବଡ଼ ମାଗତି ପରିଡ଼ା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରାଘବ ପରିଡ଼ା ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ ଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ ପରିବାର ଓ ଶିକ୍ଷା
[ସମ୍ପାଦନା]ରାଘବଙ୍କ ବାପାଙ୍କ ନାମ ବଡ଼ ମାଗତି ପରିଡ଼ା ଓ ପତ୍ନୀଙ୍କ ନାମ ସରୋଜୀନି ପରିଡ଼ା ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ରାଘବ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ ଥର କାର୍ଯ୍ୟ କରିଛନ୍ତି ।[୨] ଓଡ଼ିଶା ବିଧାନ ସଭାରେ ସେ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।[୩]
ଆଧାର
[ସମ୍ପାଦନା]- ↑ "ଆସିକା ବିଧାନ ସଭା କ୍ଷେତ୍ରରୁ କଂଗ୍ରେସର ଜଣେ ବିଧାୟିକା - Dharitri". ଧରିତ୍ରୀ (in ଇଂରାଜୀ). Dailyhunt. 11 February 2020. Retrieved 21 December 2020.
- ↑ ୨.୦ ୨.୧ "Shri Raghab Parida". odishaassembly.nic.in. Odisha Assembly. Retrieved 21 December 2020.
- ↑ "ହିଞ୍ଜିଳିରେ ୨୫ କୋଟି ବାଣ୍ଟିଛି ବିଜେଡି". ଧରିତ୍ରୀ. 20 April 2019. Archived from the original on 21 December 2020. Retrieved 21 December 2020.