Jump to content

ପ୍ରାମଲିଣ୍ଟାଇଡ

ଉଇକିପିଡ଼ିଆ‌ରୁ
(Pramlintideରୁ ଲେଉଟି ଆସିଛି)
ପ୍ରାମଲିଣ୍ଟାଇଡ
Golden line indicates disulfide bond
Clinical data
Trade namesSymlin
AHFS/Drugs.commonograph
MedlinePlusa605031
Pregnancy
category
  • US: C (Risk not ruled out)
    Routes of
    administration
    Subcutaneous
    Legal status
    Legal status
    Pharmacokinetic data
    Bioavailability30 to 40%
    Protein binding~60%
    MetabolismKidney
    Elimination half-life~48 minutes
    Chemical and physical data
    FormulaC171H267N51O53S2
    Molar mass୩,୯୪୯.୪୪ g·mol−1
    3D model (JSmol)
    • CC[C@H](C)[C@@H](C(=O)N[C@@H](CC(C)C)C(=O)N1CCC[C@H]1C(=O)N2CCC[C@H]2C(=O)N[C@@H]([C@@H](C)O)C(=O)N[C@@H](CC(=O)N)C(=O)N[C@@H](C(C)C)C(=O)NCC(=O)N[C@@H](CO)C(=O)N[C@@H](CC(=O)N)C(=O)N[C@@H]([C@@H](C)O)C(=O)N[C@@H](Cc3ccc(cc3)O)C(=O)N)NC(=O)[C@@H]4CCCN4C(=O)CNC(=O)[C@H](Cc5ccccc5)NC(=O)[C@H](CC(=O)N)NC(=O)[C@H](CC(=O)N)NC(=O)[C@H](CO)NC(=O)[C@H](CO)NC(=O)[C@H](Cc6cnc[nH]6)NC(=O)[C@H](C(C)C)NC(=O)[C@H](CC(C)C)NC(=O)[C@H](Cc7ccccc7)NC(=O)[C@H](CC(=O)N)NC(=O)[C@H](C)NC(=O)[C@H](CC(C)C)NC(=O)[C@H](CCCNC(=N)N)NC(=O)[C@H](CCC(=O)N)NC(=O)[C@H]([C@@H](C)O)NC(=O)[C@H](C)NC(=O)[C@@H]8CSSC[C@@H](C(=O)N[C@H](C(=O)N[C@H](C(=O)N[C@H](C(=O)N[C@H](C(=O)N8)[C@@H](C)O)C)[C@@H](C)O)CC(=O)N)NC(=O)[C@H](CCCCN)N
    • InChI=1S/C171H267N51O53S2/c1-21-81(12)130(163(268)207-110(56-78(6)7)169(274)222-53-33-42-118(222)170(275)221-52-32-41-117(221)160(265)219-135(89(20)230)167(272)206-109(66-125(180)238)151(256)212-128(79(8)9)161(266)186-68-126(239)192-111(70-223)154(259)203-107(64-123(178)236)152(257)218-134(88(19)229)166(271)195-98(136(181)241)57-92-43-45-94(231)46-44-92)214-159(264)116-40-31-51-220(116)127(240)69-187-141(246)101(58-90-34-24-22-25-35-90)199-148(253)105(62-121(176)234)201-149(254)106(63-122(177)235)202-155(260)112(71-224)209-156(261)113(72-225)208-146(251)103(60-93-67-184-75-188-93)205-162(267)129(80(10)11)213-150(255)100(55-77(4)5)198-145(250)102(59-91-36-26-23-27-37-91)200-147(252)104(61-120(175)233)196-137(242)82(13)189-144(249)99(54-76(2)3)197-142(247)96(39-30-50-185-171(182)183)193-143(248)97(47-48-119(174)232)194-165(270)132(86(17)227)215-138(243)83(14)190-157(262)114-73-276-277-74-115(210-140(245)95(173)38-28-29-49-172)158(263)204-108(65-124(179)237)153(258)217-131(85(16)226)164(269)191-84(15)139(244)216-133(87(18)228)168(273)211-114/h22-27,34-37,43-46,67,75-89,95-118,128-135,223-231H,21,28-33,38-42,47-66,68-74,172-173H2,1-20H3,(H2,174,232)(H2,175,233)(H2,176,234)(H2,177,235)(H2,178,236)(H2,179,237)(H2,180,238)(H2,181,241)(H,184,188)(H,186,266)(H,187,246)(H,189,249)(H,190,262)(H,191,269)(H,192,239)(H,193,248)(H,194,270)(H,195,271)(H,196,242)(H,197,247)(H,198,250)(H,199,253)(H,200,252)(H,201,254)(H,202,260)(H,203,259)(H,204,263)(H,205,267)(H,206,272)(H,207,268)(H,208,251)(H,209,261)(H,210,245)(H,211,273)(H,212,256)(H,213,255)(H,214,264)(H,215,243)(H,216,244)(H,217,258)(H,218,257)(H,219,265)(H4,182,183,185)/t81-,82-,83-,84-,85+,86+,87+,88+,89+,95-,96-,97-,98-,99-,100-,101-,102-,103-,104-,105-,106-,107-,108-,109-,110-,111-,112-,113-,114-,115-,116-,117-,118-,128-,129-,130-,131-,132-,133-,134-,135-/m0/s1 ☒N
    • Key:TZIRZGBAFTZREM-MKAGXXMWSA-N ☒N
      (verify)

    ପ୍ରାମଲିଣ୍ଟାଇଡ (ଇଂରାଜୀ ଭାଷାରେ Pramlintide), ସିମଲିନ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ମଧୁମେହ ଟାଇପ୍ ୧ ଏବଂ ଟାଇପ ୨ ରୋଗୀମାନଙ୍କ ମଧ୍ୟରୁ ଭୋଜନ ସମୟରେ ଇନସୁଲିନ୍ ବ୍ୟବହାର କରୁଥିବା ଲୋକଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଅରୁଚି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ଶର୍କରା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[] [] ଗ୍ୟାଷ୍ଟ୍ରୋପାରେସିସ ରୋଗୀଙ୍କଠାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[] ଗର୍ଭାବସ୍ଥାରେ ଏହା ଦେଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ଆମିଲିନ (amylin) ସଦୃଶ ଔଷଧ ଅଟେ ।[]

    ୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରାମଲିଣ୍ଟାଇଡ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ଏହାର ୬୦ ମାଗ୍ରା ବିଶିଷ୍ଟ ୫୦ ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[]

    1. 1 2 3 4 5 6 7 "DailyMed - SYMLINPEN- pramlintide acetate injection". dailymed.nlm.nih.gov. Archived from the original on 19 March 2021. Retrieved 29 October 2021.
    2. "Pramlintide Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 29 October 2021.
    3. "Pramlintide Use During Pregnancy". Drugs.com (in ଇଂରାଜୀ). Archived from the original on 25 January 2021. Retrieved 29 October 2021.
    4. "SymlinPen 60 Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 29 October 2021.