ପ୍ରାମଲିଣ୍ଟାଇଡ
Golden line indicates disulfide bond | |
| Clinical data | |
|---|---|
| Trade names | Symlin |
| AHFS/Drugs.com | monograph |
| MedlinePlus | a605031 |
| Pregnancy category |
|
| Routes of administration | Subcutaneous |
| Legal status | |
| Legal status |
|
| Pharmacokinetic data | |
| Bioavailability | 30 to 40% |
| Protein binding | ~60% |
| Metabolism | Kidney |
| Elimination half-life | ~48 minutes |
| Chemical and physical data | |
| Formula | C171H267N51O53S2 |
| Molar mass | ୩,୯୪୯.୪୪ g·mol−1 |
| 3D model (JSmol) | |
| |
| |
| (verify) | |
ପ୍ରାମଲିଣ୍ଟାଇଡ (ଇଂରାଜୀ ଭାଷାରେ Pramlintide), ସିମଲିନ ଏହାର ଏକ ବେପାର ନାମ, ହେଉଛି ଏକ ଔଷଧ ଯାହାକି ମଧୁମେହ ଟାଇପ୍ ୧ ଏବଂ ଟାଇପ ୨ ରୋଗୀମାନଙ୍କ ମଧ୍ୟରୁ ଭୋଜନ ସମୟରେ ଇନସୁଲିନ୍ ବ୍ୟବହାର କରୁଥିବା ଲୋକଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଅରୁଚି ଏବଂ ମୁଣ୍ଡବିନ୍ଧା ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ଶର୍କରା ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୧] [୨] ଗ୍ୟାଷ୍ଟ୍ରୋପାରେସିସ ରୋଗୀଙ୍କଠାରେ ଏହା ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[୧] ଗର୍ଭାବସ୍ଥାରେ ଏହା ଦେଲେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ଏକ ଆମିଲିନ (amylin) ସଦୃଶ ଔଷଧ ଅଟେ ।[୧]
୨୦୦୫ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପ୍ରାମଲିଣ୍ଟାଇଡ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହାର ୬୦ ମାଗ୍ରା ବିଶିଷ୍ଟ ୫୦ ମାତ୍ରା ଔଷଧର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "DailyMed - SYMLINPEN- pramlintide acetate injection". dailymed.nlm.nih.gov. Archived from the original on 19 March 2021. Retrieved 29 October 2021.
- ↑ "Pramlintide Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 29 October 2021.
- ↑ "Pramlintide Use During Pregnancy". Drugs.com (in ଇଂରାଜୀ). Archived from the original on 25 January 2021. Retrieved 29 October 2021.
- ↑ "SymlinPen 60 Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 January 2021. Retrieved 29 October 2021.