ପୋରାକ୍ଟାଣ୍ଟ ଆଲଫା
ଦେଖଣା
(Poractant alfaରୁ ଲେଉଟି ଆସିଛି)
Clinical data | |
---|---|
Trade names | Curosurf |
AHFS/Drugs.com | monograph |
Pregnancy category |
|
Routes of administration | Endotracheal |
Legal status | |
Legal status |
|
ପୋରାକ୍ଟାଣ୍ଟ ଆଲଫା (ଇଂରାଜୀ ଭାଷାରେ Poractant alfa), ଅନ୍ୟମାନଙ୍କ ମଧ୍ୟରେ କୋରୋସର୍ଫ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଅପରିପକ୍ୱ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟା ଦୈନ୍ୟ ସିଣ୍ଡ୍ରୋମର (RDS) ଚିକିତ୍ସା ତଥା ପ୍ରତିରୋଧ ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ମୃତ୍ୟୁ ଏବଂ ନିମୋଥୋରାସେସର ସଙ୍କଟକୁ ହ୍ରାସ କରିଥାଏ ।[୨] ଏହାକୁ ଟ୍ରାକିଆ ଭିତରକୁ ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃତ୍ସ୍ପନ୍ଦନ, ନିମ୍ନ ରକ୍ତଚାପ ଏବଂ ଅମ୍ଳଜାନ କମିଯାଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଏଣ୍ଡୋଟ୍ରାକିଆଲ ଟ୍ୟୁବର ଅବରୋଧ ହୋଇପାରେ ।[୧] ଏହା ଫୁସଫୁସ ସର୍ଫାକ୍ଟାଣ୍ଟରେ ଗଠିତ ଯାହା ଫସଫୋଲିପିଡ ଏବଂ ସର୍ଫାକ୍ଟାଣ୍ଟ ପ୍ରୋଟିନରେ ଗଠିତ ।[୧]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ୩ ମିଲି ଔଷଧର ମୂଲ୍ୟ ପ୍ରାୟ ୧୦୦୦ ଡଲାର ଅଟେ ।[୩] ଏହା ଘୁଷୁରି ଫୁସଫୁସରୁ ତିଆରି ହୁଏ | [୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Poractant Alfa Monograph for Professionals". Drugs.com (in ଇଂରାଜୀ). Archived from the original on 16 January 2021. Retrieved 29 October 2021.
- ↑ ୨.୦ ୨.୧ "DailyMed - CUROSURF- poractant alfa suspension". dailymed.nlm.nih.gov. Archived from the original on 21 March 2021. Retrieved 29 October 2021.
- ↑ "Curosurf Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 17 January 2021. Retrieved 29 October 2021.