Jump to content

ପେଗାପ୍ଟାନିବ

ଉଇକିପିଡ଼ିଆ‌ରୁ
(Pegaptanibରୁ ଲେଉଟି ଆସିଛି)
Pegaptanib sodium
Clinical data
Trade namesMacugen
AHFS/Drugs.commonograph
MedlinePlusa607057
Pregnancy
category
  • US: B (No risk in non-human studies)
    Routes of
    administration
    Intravitreal injection
    Legal status
    Legal status
    Pharmacokinetic data
    Elimination half-life10 days
    Identifiers
    • RNA, ((2'-deoxy-2'-fluoro)C-Gm-Gm-A-A-(2'-deoxy-2'-fluoro)U-(2'-deoxy-2'-fluoro)C-Am-Gm-(2'-deoxy-2'-fluoro)U-Gm-Am-Am-(2'-deoxy-2'-fluoro)U-Gm-(2'-deoxy-2'-fluoro)C-(2'-deoxy-2'-fluoro)U-(2'-deoxy-2'fluoro)U-Am-(2'-deoxy-2'-fluoro)U-Am-(2'-deoxy-2'-fluoro)C-Am-(2'-deoxy-2'-fluoro)U-(2'deoxy-2'-fluoro)C-(2'-deoxy-2'-fluoro)C-Gm-(3'→3')-dT), 5'-ester with α,α'-[4,12-dioxo-6[[[5-(phosphoonoxy)pentyl]amino]carbonyl]-3,13-dioxa-5,11-diaza-1,15-pentadecanediyl]bis[ω-methoxypoly(oxy-1,2-ethanediyl)], sodium salt[]
    Chemical and physical data
    FormulaC294H342F13N107Na28O188P28[C2H4O](m+n) (m+n≈900)
    Molar mass~50 kg/mol
      (verify)

    ପେଗାପ୍ଟାନିବ (ଇଂରାଜୀ ଭାଷାରେ Pegaptanib), ମାକୁଗେନ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଓଦା ବୟସ ସମ୍ବନ୍ଧୀୟ ମାକୁଲାର ଡିଜେରେସନ (AMD)ର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିଲା ।[] ଏହା ଆଖିରେ ଇଞ୍ଜେକସନ ଆକାରରେ ବ୍ୟବହୃତ ହେଉଥିଲା ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦୃଷ୍ଟିଶକ୍ତି, ମୋତିଆବିନ୍ଦୁ, କଞ୍ଜକ୍ଟିଭାଲ ରକ୍ତସ୍ରାବ, ଆଖି ଯନ୍ତ୍ରଣା ଏବଂ ଆଖି ଭିତର ବା ଇଣ୍ଟ୍ରାଓକୁଲାର ଚାପ ବଢ଼ିଥାଏ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ ଏବଂ ଏଣ୍ଡୋଫଥାଲମାଇଟିସ ଅନ୍ତର୍ଭୁକ୍ତ ହୋଇପାରେ | [] ଏହା ଭାସ୍କୁଲାର ଏଣ୍ଡୋଥେଲିଆଲ ଅଭିବୃଦ୍ଧି କାରକକୁ (VEGF) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ୨୦୦୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପେଗାପ୍ଟାନିବ ଅନୁମୋଦିତ ହୋଇଥିଲା ।[] ୨୦୦୬ରେ ଏହା ୟୁରୋପରେ ଅନୁମୋଦିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅନୁମୋଦନ ପ୍ରତ୍ୟାହାର କରାଯାଇଥିଲା ।[] ଯୁକ୍ତରାଷ୍ଟ୍ରରେ ୦.୩ ମିଗ୍ରା ଭିଆଲର ମୂଲ୍ୟ ପ୍ରାୟ ୭୮୦ ଡଲାର ।[] ୨୦୧୬ ସୁଦ୍ଧା ଏହା ଆଉ ଆମେରିକାରେ ଉପଲବ୍ଧ ନୁହେଁ । []

    1. Drug Information: Pegaptanib Sodium Injection Archived 2013-12-14 at the Wayback Machine.
    2. 1 2 "Macugen (pegaptanib)" (PDF). European Medicines Agency: 1–3. 2010. Archived from the original (PDF) on 2013-12-13. Retrieved 2013-12-08.
    3. 1 2 3 "Pegaptanib Monograph for Professionals". Drugs.com (in ଇଂରାଜୀ). Archived from the original on 3 June 2021. Retrieved 26 October 2021.
    4. "MACUGEN- pegaptanib sodium injection, solution". dailymed.nlm.nih.gov. Archived from the original on 26 October 2021. Retrieved 26 October 2021.
    5. "Macugen". Archived from the original on 6 May 2021. Retrieved 26 October 2021.
    6. "Macugen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 30 September 2020. Retrieved 26 October 2021.
    7. Wong, Randall (2016). "Ocular drug delivery systems" (PDF). Retina Today. Archived (PDF) from the original on 26 October 2021. Retrieved 26 October 2021.