ପାର୍ଦି
ଦେଖଣା
(Pardiରୁ ଲେଉଟି ଆସିଛି)
Pardi | |
|---|---|
town | |
| ଦେଶ | |
| ରାଜ୍ୟ | Gujarat |
| ଜିଲ୍ଲା | Valsad |
| Government | |
| • Mayor, Pardi Nagarpalika | Mrs. Suraj Desai |
| Elevation | 18 m (59 ft) |
| Population (2001) | |
| • Total | ୨୫,୨୪୧ |
| ଭାଷା | |
| • ସରକାରୀ | Gujarati, Hindi |
| Time zone | UTC+5:30 (IST) |
ପାର୍ଦି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଗୁଜରାଟର ବଲ୍ସଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପାର୍ଦି ୨୦.୫୦୮୭ ଉତ୍ତର ଅକ୍ଷାଂଶ ଓ ୭୨.୯୪୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାର୍ଦି ସହରର ମୋଟ ଜନସଂଖ୍ୟା ୨୫୨୪୧ ଅଟେ ।[୨] ସେଥି ମଧ୍ୟରୁ ୫୧.୨୧% ଜଣ ପରୁଷ ହୋଇଥିବା ବେଳେ ୪୮.୭୯% ଜଣ ନାରୀ ଅଟନ୍ତି । ପାର୍ଦିର ସାକ୍ଷରତା ହାର ୭୬.୨୩% ଅଟେ । ଏହା ଜାତୀୟ ହାରଠାରୁ ୧୧.୩୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୪% ପ୍ରତିଶତ ପୁରୁଷ ଓ ୩୪.୫୯% ନାରୀ ଅଟନ୍ତି । ୧୦.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ଗୁଜରାଟୀ ପାର୍ଦିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.