ପାର୍ଦି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pardi
town
ଦେଶ India
ରାଜ୍ୟGujarat
ଜିଲ୍ଲାValsad
Government
 • Mayor, Pardi NagarpalikaMrs. Suraj Desai
Elevation
18 m (59 ft)
Population
 (2001)
 • Total୨୫,୨୪୧
ଭାଷା
 • ସରକାରୀGujarati, Hindi
Time zoneUTC+5:30 (IST)

ପାର୍ଦି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଗୁଜରାଟର ବଲ୍ସଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପାର୍ଦି ୨୦.୫୦୮୭ ଉତ୍ତର ଅକ୍ଷାଂଶ ଓ ୭୨.୯୪୫୭ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୬୨ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପାର୍ଦି ସହରର ମୋଟ ଜନସଂଖ୍ୟା ୨୫୨୪୧ ଅଟେ ।[୨] ସେଥି ମଧ୍ୟରୁ ୫୧.୨୧% ଜଣ ପରୁଷ ହୋଇଥିବା ବେଳେ ୪୮.୭୯% ଜଣ ନାରୀ ଅଟନ୍ତି । ପାର୍ଦିର ସାକ୍ଷରତା ହାର ୭୬.୨୩% ଅଟେ । ଏହା ଜାତୀୟ ହାରଠାରୁ ୧୧.୩୯% ପ୍ରତିଶତ କମ ଅଟେ । ସେଥିରୁ ୪୧.୬୪% ପ୍ରତିଶତ ପୁରୁଷ ଓ ୩୪.୫୯% ନାରୀ ଅଟନ୍ତି । ୧୦.୩୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ଗୁଜରାଟୀ ପାର୍ଦିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]