Jump to content

ପରମାନନ୍ଦ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Paramananda Tripathyରୁ ଲେଉଟି ଆସିଛି)
ପରମାନନ୍ଦ ତ୍ରିପାଠୀ
ଜନ୍ମ
ପରମାନନ୍ଦ ତ୍ରିପାଠୀ

(1961-02-12) ୧୨ ଫେବୃଆରୀ ୧୯୬୧ (ବୟସ ୬୩)
ପଢ଼ୁଆଁ, ବାସୁଦେବପୁର, ଭଦ୍ରକ
ଜାତୀୟତାଭାରତୀୟ
ବୃତ୍ତିସାହିତ୍ୟିକ ଓ ଶିକ୍ଷକ

ପରମାନନ୍ଦ ତ୍ରିପାଠୀ (ଜନ୍ମ: ୧୨ ଫେବୃଆରୀ ୧୯୬୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ । ସାମାଜିକ ରୀତିନୀତି, ପରମ୍ପରାକୁ ନେଇ ସେ ବହୁ ଶିକ୍ଷଣୀୟ ଓ ସଂସ୍କାରମୂଳକ କବିତା, ଗଳ୍ପ ଓ ଉପନ୍ୟାସ ରଚନା କରିଥିଲେ ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ପରମାନନ୍ଦ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅନ୍ତର୍ଗତ ପଢ଼ୁଆଁ ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଓ ମାତା ହେଲେ ଗୁରମଣୀ ତ୍ରିପାଠୀ । ଜଣେ ସଂସ୍କୃତ ଶିକ୍ଷକ ଭାବେ ସେ ୧୯୮୨ରୁ ଶିବ ପ୍ରସାଦ ହାଇସ୍କୁଲ,ବୋରଭଟ୍ଟା, କଳାହାଣ୍ଡିରୁ ଶିକ୍ଷକତା ଆରମ୍ଭ କଲେ । ଶେଷରେ ୧୯୯୭ରୁ ୨୦୨୧ ଯାଏଁ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠ, ମଙ୍ଗଳପୁର, ବାଲେଶ୍ଵରରେ ଶିକ୍ଷାଦାନ କରି ସେବା ନିବୃତ୍ତ ହେଲେ । ଜଣେ ସାହିତ୍ୟ ସାଧକ ଭାବେ ସେ ସମାଜ ସଂସ୍କାରଧର୍ମୀ ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ଲେଖିବା ସହିତ ବହୁ ସାହିତ୍ୟ ସଂଗଠନ ସହ ଜଡ଼ିତ ।[]

ରଚନାବଳୀ

[ସମ୍ପାଦନା]

କବିତା

[ସମ୍ପାଦନା]
  • ପ୍ରେମ ପୁଲକ
  • ପ୍ରେମ ସ୍ପଦନ
  • ଶତ ପ୍ରୀତି କୁସୁମ
  • ଶତ ସୁମନ
  • ଶତ ଜୀବନ ଦର୍ଶନ
  • ଜୀବନ ଦର୍ପଣ
  • ଜୀବନ ଦୀପିକା
  • ପ୍ରୀତି ପ୍ରସୂନ
  • ସମର୍ପଣ (ଭକ୍ତି ରସାତ୍ମକ)
  • ସିଦ୍ଧି ଦର୍ପଣ
  • ସିଦ୍ଧି ତର୍ପଣ
  • ଶ୍ରୀମଦ୍ଭାଗବଦ୍ ଗୀତା (ନବାକ୍ଷରୀ ବୃତ୍ତେ)
  • ଗଳ୍ପ ଚୟନିକା ( ୧ମ ଭାଗ)
  • ଗଳ୍ପ ଚୟନିକା (୨ୟ ଭାଗ)   
  • ଗଳ୍ପ ଆଜି ଓ କାଲିର
  • ଗଳ୍ପ ପ୍ରବାହ (୧ମ ଭାଗ)
  • ଗଳ୍ପ ପ୍ରବାହ (୨ୟ ଭାଗ) []
  • ମନର ଭୂତ
  • ପୁରାଣ ପୃଷ୍ଠାରୁ ପୁରୁଣା କାହାଣୀ (୧ମ ଭାଗ)
  • ପୁରାଣ ପୃଷ୍ଠାରୁ ପୁରୁଣା କାହାଣୀ (୨ୟ ଭାଗ)

ଉପନ୍ୟାସ

[ସମ୍ପାଦନା]
  • ଚାରି ଚକ୍ଷୁର ମିଳନ ପରେ
  • ଶେଷେ ସ୍ନାନ କଲି ଧୋବଣୀ ତୁଠେ
  • ଶଶିରେଖା
  • ପହିଲି ପ୍ରେମର ଶେଷେ ସଂଳାପ

ପ୍ରବନ୍ଧ

[ସମ୍ପାଦନା]
  • ଐସୁଲକ୍ଷଣୀ
  • ଅନୂଢା ମାଆକୁ ଅଜନ୍ମା କନ୍ଯାର ଚିଠି
  • ସୁଲକ୍ଷଣା ପୁତ୍ର କନ୍ଯା ନିର୍ଦ୍ଧାରଣ କାରିକା
  • ଶ୍ରୀକ୍ଷେତ୍ର ପରିକ୍ରମା - ୧୯୭୬[]
  • ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ସଂସ୍କୃତି ( ଭାଗ ୧,୨,୩ )[]

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  • ବନଜ୍ଯୋତ୍ସ୍ନା ସାହିତ୍ୟ ସଂସଦ, ଫୁଲବାଣୀ, ୧୯୯୮
  1. ପାତ୍ର, ସୁରଞ୍ଜନ, ed. (୨୦୨୧). "ସାକ୍ଷାତକାର". ସମୟର ଚକ୍ର (ପତ୍ରିକା). Vol. ୧ମ. ବାଲେଶ୍ୱର. pp. ୨୧.{{cite book}}: CS1 maint: location missing publisher (link)
  2. "ପରମାନନ୍ଦ ତ୍ରିପାଠୀଙ୍କ ଚାରିଟି ପୁ୍ସ୍ତକ ଲୋକାର୍ପିତ". samajaepaper.in. Retrieved 2024-12-11.
  3. Das, S. (2010). Lord Jagannath. Sanbun Publishers. p. 201. ISBN 978-93-80213-22-4. Retrieved 12 December 2024.
  4. Tripathy, Paramananda. "Results of search for 'au:"Tripathy , Paramananda "' › Prof. BhubanCentral Library catalog". Prof. BhubanCentral Library catalog. Retrieved 12 December 2024. {{cite web}}: line feed character in |title= at position 55 (help)