Jump to content

ଓପ୍ରେଲଭେକିନ

ଉଇକିପିଡ଼ିଆ‌ରୁ
(Oprelvekinରୁ ଲେଉଟି ଆସିଛି)
ଓପ୍ରେଲଭେକିନ
Clinical data
Trade namesNeumega
SynonymsRecombinant human interleukin-11 (rHuIL-11)
AHFS/Drugs.commonograph
Pregnancy
category
  • C
Routes of
administration
Subcutaneous injection
Legal status
Legal status
  • ℞ (Prescription only)
Pharmacokinetic data
Bioavailability>80% (s.c. application)
Metabolismmainly renal
Onset of action5 to 9 days[]
Elimination half-life6.9 ± 1.7h
Duration of action7 days[]
Identifiers
Chemical and physical data
FormulaC854H1411N253O235S2
Molar massapprox. 19,000 g/mol
  (verify)

ଓପ୍ରେଲଭେକିନ (ଇଂରାଜୀ ଭାଷାରେ Oprelvekin), ନ୍ୟୁମେଗା ଏହାର ଏକ ବିକ୍ରୟ ନାମ, ଏକ ଔଷଧ ଯାହାକେମୋଥେରାପି କାରଣରୁ ପ୍ଲାଟେଲେଟ୍ କମ ହେବା ରୋକିବା ପାଇଁ ବ୍ୟବହୃତ ହୁଏ ।[] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[] ଔଷଧର ପ୍ରଭାବ ପ୍ରାୟ ୭ ଦିନ ପରେ ଆରମ୍ଭ ହୁଏ ଏବଂ ଶେଷ ମାତ୍ରା ପାଇବା ପରେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ରହିବ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ଦ୍ରୁତ ହୃତ୍‌ପିଣ୍ଡ ଗତି, ଅଣନିଶ୍ୱାସ ଏବଂ ଲାଲ ଆଖି ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ, ହୃଦପାତ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଇଣ୍ଟରଲିଉକିନ୍ ୧୧ର (IL-11) ଏକ ପୁନଃ ସଂଯୋଜିତ ଆକାର ଯାହା ମୁଖ୍ୟତ ପ୍ଲାଟେଲେଟ୍ ଉତ୍ପାଦନକୁ ଉତ୍ସାହିତ କରିଥାଏ ।[]

୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଓପ୍ରେଲଭେକିନ୍ ଅନୁମୋଦିତ ହୋଇଥିଲା ।[] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହାର ୫ ମିଗ୍ରା ଭାଏଲ ପାଇଁ ମୂଲ୍ୟ ପ୍ରାୟ ୪୭୦ ଡଲାର ଥିଲା ।[] କାନାଡ଼ାରେ ଏହା ଏକ ସ୍ୱତନ୍ତ୍ର ଆକ୍ସେସ୍ ପ୍ରୋଗ୍ରାମ୍ ମାଧ୍ୟମରେ ଉପଲବ୍ଧ ହୁଏ ।[]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Oprelvekin Monograph for Professionals". Drugs.com (in ଇଂରାଜୀ). Archived from the original on 25 August 2019. Retrieved 8 November 2021.
  2. "CBER, Approval letter, Oprelvekin, prevention of severe thrombocytopenia, reduction of the need for platelet transfusions following myelosuppressive chemotherapy in patients with nonmyeloid malignancies, Genetics Institute, Inc". www.accessdata.fda.gov. Archived from the original on 8 November 2021. Retrieved 8 November 2021.
  3. "Neumega Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 8 November 2021.
  4. "Oprelvekin (SPECIAL ACCESS PROGRAM) | CHEO ED Outreach". outreach.cheo.on.ca. Archived from the original on 8 November 2021. Retrieved 8 November 2021.