ନିସୋଲଡିପାଇନ
Clinical data | |
---|---|
Pronunciation | nye sol' di peen[୧] |
Trade names | Sular, Baymycard, Syscor, others |
AHFS/Drugs.com | monograph |
MedlinePlus | a696009 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 4–8% |
Protein binding | >99% |
Metabolism | CYP3A4 |
Elimination half-life | 7–12 hours |
Excretion | 70–80% via urine |
Identifiers | |
| |
ECHA InfoCard | 100.058.534 |
Chemical and physical data | |
Formula | C20H24N2O6 |
Molar mass | 388.414 |
3D model (JSmol) | |
| |
| |
(verify) |
ନିସୋଲଡିପାଇନ (ଇଂରାଜୀ ଭାଷାରେ Nisoldipine), ସୁଲାର ଏହାର ଏକ ବିକ୍ରୟ ନାମ, ହେଉଛି ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୨] ଏହାକୁ ଅନ୍ୟ ଔଷଧ ସହିତ କିମ୍ବା ସ୍ୱତନ୍ତ୍ର ଭାବରେ ବ୍ୟବହୃତ ହୋଇପାରେ । [୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ମୁଣ୍ଡବିନ୍ଧା, ଦୃତ ହୃଦ୍ଗତି, ଅଇ ଏବଂ ରାସ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଞ୍ଜାଇନା, ନିମ୍ନ ରକ୍ତଚାପ ଏବଂ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କରିବା ଭଲ ଭାବରେ ଅଧ୍ୟୟନ କରାଯାଇ ନଥିବାବେଳେ ସଙ୍କଟ କମ ଥାଏ ।[୩] ଏହା ଡାଇହାଇଡ୍ରୋପାଇରିଡାଇନ ଶ୍ରେଣୀର ଏକ କ୍ୟାଲସିୟମ ଚ୍ୟାନେଲ ବ୍ଲକର୍ (CCB) | [୨] ଏହା ଧମନୀଗୁଡ଼ିକୁ ସ୍ଫିତ କରି କାର୍ଯ୍ୟକ୍ଷମ ହୁଏ ।[୧]
ନିସୋଲଡିପାଇନ ୧୯୭୫ ମସିହାରେ ପେଟେଣ୍ଟ ହୋଇ ୧୯୯୦ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହା ୧୯୯୫ ମସିହାରେ ଅନୁମୋଦିତ ହୋଇଥିଲା ।[୨] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ହୁଏ ।[୧] ଯୁକ୍ତରାଷ୍ଟ୍ରରେ ଏହାର ବ୍ୟବହାର ନିମନ୍ତେ ମାସକୁ ୫୪ ଡଲାର ଖର୍ଚ୍ଚ ହୁଏ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Nisoldipine". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 13 November 2021. Retrieved 13 November 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Nisoldipine Monograph for Professionals". Drugs.com (in ଇଂରାଜୀ). Archived from the original on 21 September 2021. Retrieved 13 November 2021.
- ↑ "Nisoldipine (Sular) Use During Pregnancy". Drugs.com (in ଇଂରାଜୀ). Archived from the original on 22 September 2021. Retrieved 13 November 2021.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 464. ISBN 9783527607495. Archived from the original on 2021-08-29. Retrieved 2020-12-04.
- ↑ "Nisoldipine Prices, Coupons & Savings Tips - GoodRx". GoodRx. Retrieved 13 November 2021.